Home Left

ଅବସର ନିଷ୍ପତ୍ତି ବଦଳାଇଲେ ମନୋଜ ତିୱାରୀ

ନୂଆଦିଲ୍ଲୀ,୮।୮: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ମନୋଜ ତିୱାରୀ କ୍ରିକେଟରୁ ଅବସର ନେଇଥିଲେ। ତେବେ ୫ ଦିନ ମଧ୍ୟରେ ସେ ଅବସର ନେବା ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମନୋଜ ତିୱାରୀ ଅବସର…

ଆଡଭାନ୍ସ ବୁକିଂରେ ‘ଓଏମ୍‌ଜି-୨’ କୁ ପଛରେ ପକାଇଲା ‘ଗଦର-୨’

‘ଗଦର-୨’ ଏବଂ ‘ଓଏମ୍‌ଜି-୨’ ବଡ ପରଦାରେ ଆସିବାକୁ ଯାଉଛି। ବର୍ତ୍ତମାନ ରିଲିଜ ହେବା ପୂର୍ବରୁ ଆଡଭାନ୍ସ ବୁକିଂରୁ ପ୍ରତିଯୋଗିତା ଆରମ୍ଭ ହୋଇଛି। ଯେଉଁଠାରେ ସନ୍ନି ଦେଓଲଙ୍କ ଫିଲ୍ମ ଖିଲାଡି କୁମାରଙ୍କୁ ପଛରେ ଛାଡି ଦ୍ରୁତ ଗତିରେ ଗତି କରୁଥିବା ଜଣାପଡିଛି। ଆଡଭାନ୍ସ…

ସଦସ୍ୟତା ଫେରି ପାଇବା ପରେ ୱାୟନାଡ ଯିବେ ରାହୁଲ

ନୂଆଦିଲ୍ଲୀ,୮।୮: ସଦସ୍ୟତା ପଦ ଫେରି ପାଇବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ଆସନ ୱାୟନାଡ ପରିଦର୍ଶନ କରିବେ। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଏହି ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ୧୨-୧୩ ଅଗଷ୍ଟରେ…

୧୦ ଦିନରେ ୧୦୦ କୋଟି ଡେଇଁଲା…

ବମ୍ବେ: ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାନୀ’ ଥିଏଟରରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ଏହାର ପ୍ରଭାବ ସିଧା ବ୍ୟବସାୟରେ ପଡ଼ୁଛି। ରିଲିଜ ପ୍ରଥମ ସପ୍ତାହରେ ଫିଲ୍ମଟି ଭଲ ରୋଜଗାର କରିଥିବା ବେଳେ ଦ୍ୱିତୀୟ…

ରଣବୀରଙ୍କ ଠିକଣାରେ ପହଞ୍ଚୁଛି ପ୍ରେମପତ୍ର

ବମ୍ବେ: ନିକଟରେ ରିଲିଜ ହୋଇଥିଲା ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଏଥିରେ ରକି ରାନ୍ଧଓ୍ବା ଭୂମିକାରେ ନଜର ଆସିଥିଲେ ଅଭିନେତା ରଣବୀର ସିଂହ। ଅଭିନେତା ଭାବେ ସେ ଚରିତ୍ରଟିକୁ ଏତେ ଜୀବନ୍ତ କରିଛନ୍ତି ଯେ ସମସ୍ତେ ତାଙ୍କ ପ୍ରଶଂସାରେ…

ଜ୍ଞାନବାପି ମାମଲା: ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ରୋକ ଲଗାଇବା ଆବେଦନ ଖାରଜ

ଅହମ୍ମଦାବାଦ,୮।୮: ବାରାଣାସୀର ଜ୍ଞାନବାପି ପରିସରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନ ରାଖୀ ସିଂ ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହା ଉପରେ ପ୍ରଧାନ ବିଚାରପତି ପ୍ରୀତିଙ୍କର ଦିବାକର…

ନାବାଳକଙ୍କୁ ପରିସ୍ରା ପିଆଇ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିବା ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଅଞ୍ଚଳରେ ୨ ନାବାଳକଙ୍କୁ ଫାର୍ମ ମାଲିକ ଓ କେତେଜଣ ବ୍ୟକ୍ତି ମାଡ଼ ମାରି ପରିସ୍ରା ପିଆଇବା ସହ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିଥିବା ମାମଲାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋମବାର ଫେରାର ଥିବା ସପ୍ପୁ…

ୟୁନିସେଫ୍‌ର ଆଞ୍ଚଳିକ ଗୁଡ୍‌ଓ୍ବିଲ ଆମ୍ବାସାଡର ହେଲେ ସଚିନ୍‌

କଲମ୍ବୋ,୮ା୮: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କୁ ୟୁନିସେଫର ଗୁଡ୍‌ଓ୍ବିଲ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସଚିନ୍‌ ଦୁଇଟି ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ତାଙ୍କୁ ଦକ୍ଷିଣ ଏସୀୟ…

ଆମେରିକାରେ ଝଡ ତୋଫାନ ହେବାର ଆଶଙ୍କା, ୨୬୦୦ ଉଡାଣ ବାତିଲ

ଓ୍ବାଶିଂଟନ୍‌,୮।୮: ଆମେରିକାରେ ଏକ ବଡ଼ ଝଡ ତୋଫାନର ଆଶଙ୍କା ରହିଛି। ଏହି କାରଣରୁ ହଜାର ହଜାର ବିମାନ ବାତିଲ କରାଯାଇଛି। ରାଜଧାନୀ ୱାଶିଂଟନ୍‌ର ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ସୋମବାର ସକାଳେ ବନ୍ଦ ରହିଥିଲା। ବାସ୍ତବରେ ଆମେରିକାରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା…

ଋଣ ମହଙ୍ଗା କଲା ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଜାଣନ୍ତୁ… 

ନୂଆଦିଲ୍ଲୀ,୮।୮: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏହାର ଗ୍ରାହକମାନଙ୍କ ପାଇଁ ଋଣକୁ ମହଙ୍ଗା କରିଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌କୁ ୧୫ ଆଧାର ପଏଣ୍ଟ(ବିପିଏସ୍‌) ବୃଦ୍ଧି  କରିଛି। ତେବେ ୧ ବର୍ଷରୁ ଅଧିକ କାର୍ଯ୍ୟକାଳ ପାଇଁ ଏମସିଏଲ୍‌ଆର୍‌ ଅପରିବର୍ତ୍ତିତ ରହିଥାଏ। ବ୍ୟାଙ୍କ…

ସୋନିଆଙ୍କୁ ଟାର୍ଗେଟ କଲେ ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୮।୮: ମଙ୍ଗଳବାର ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୋନିଆ ଜୀଙ୍କର କେବଳ ଦୁଇଟି ଉଦ୍ଦେଶ୍ୟ।…

ପାକିସ୍ତାନୀ ମହିଳାଙ୍କୁ ଯୋଗାଇ ଦେଉଥିଲେ ଷ୍ଟିଲ୍‌ ପ୍ଲାଣ୍ଟର ଗୁପ୍ତ ତଥ୍ୟ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧରାପଡ଼ିଛନ୍ତି। ସୂଚନା ଯୋଗ୍ୟ, ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟରେ କାମ କରୁଥିବା ସିଆଇଏସ୍‌ଏଫ୍‌ କନ୍‌ଷ୍ଟବଲ କପିଲ କୁମାର ଜଗଦୀଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri