Home Left

ଜରୁରୀ ଅବତରଣ କଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଶିମଲା,୧୦।୮: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବର୍ତ୍ତମାନ ଉପର ଶିମଲା ଗସ୍ତରେ ଅଛନ୍ତି। ଯେଉଁଠାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଛି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ରାମପୁରର ବିଥଲରେ ଅବତରଣ କରିବାର ଥିଲା, କିନ୍ତୁ…

ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରିଲେ ୩ ପଞ୍ଚାୟତ ବାସିନ୍ଦା

ବେଗୁନିଆପଡ଼ା,୧୦ା୮(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତବାସୀ ଗୁରୁବାର କୋଦଳା ଟାଟା ପାଓ୍ବାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୈନିକ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌କାଟ୍‌ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି…

ଫ୍ୟାନ୍ସଙ୍କୁ ଧରିଲା ‘ରଜନୀ ଫିଭର’

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ରାଜନୀକାନ୍ତଙ୍କ ଜେଲର୍‌ ଫିଲ୍ମ ଗୁରୁବାର ଥ୍ରେଟରରେ ରିଲିଜ୍‌ ହୋଇଛି। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ହେବା ପରେ ଚେନ୍ନାଇରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। #WATCH | Tamil…

ସିଜେଆଇଙ୍କୁ ଅପିଲ କଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ମୁଭି ‘କଶ୍ମୀର ଫାଇଲସ୍‌’ ଧମାଲ କରିଥିଲା। ବିବାଦକୁ ନେଇ ଏହି ମୁଭି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମରେ କଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣା ଦେଖାଯାଇଛି। ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ ‘କାଶ୍ମୀର ଫାଇଲସ୍‌: ଅନରିପୋର୍ଟେଡ’…

ଏସିଆ କପ ପାଇଁ ଖୁବ୍‌ଶୀଘ୍ର ହୋଇପାରେ ଟିମ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ୩୦ଅଗଷ୍ଟରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୁଲତାନରେ ଅନୁଷ୍ଠିତ ହେବ। ଏଥିପାଇଁ ପାକିସ୍ତାନ ଦଳ ଘୋଷଣା କରିଛି। ବର୍ତ୍ତମାନ ଭାରତ…

୫-ଟି ଆଇଟି ଉପଦେଷ୍ଟାଙ୍କ ସ୍କୁଲ ଓ ମୋ’ ସେବା କେନ୍ଦ୍ର ପରିଦର୍ଶନ

ପାଟଣା,୧୦ା୮(ବୀରକିଶୋର ଦାଶ): ଓଡ଼ିଶା ସରକାର ଆଇଟି ଡିପାର୍ଟମେଣ୍ଟର ଉପଦେଷ୍ଟା ଅନୁଭବ ପଟ୍ଟନାୟକ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ୫ -ଟି ହାଇସ୍କୁଲ ସହ ମୋ ସେବାକେନ୍ଦ୍ର ପରିଦର୍ଶନ କରିଛନ୍ତି। ପାଟଣା ବ୍ଲକ ମୁଖ୍ୟାଳୟ ଗୋପୀନାଥ ନାରାୟଣ ସରକାରୀ…

ନିଜକୁ ଗୁଗୁଲ କଲା ପରେ କଙ୍ଗନା ଦେଖୁଛନ୍ତି ଏହି ପେଜ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅଧିକାଂଶ ସମୟରେ ନିଜର ବେବାକ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥି ସହିତ, ସେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କୁ ନଁା…

ଶାହାଙ୍କୁ ଉପଦେଶ ଦେଲେ କପିଲ ସିବ୍ବଲ

ନୂଆଦିଲ୍ଲୀ,୧୦।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ବିବୃତ୍ତି ଦେବା ପରେ ରାଜ୍ୟ ସଭା ଏମପି କପିଲ ସିବଲ ପ୍ରତିକ୍ରିୟା ଦେଇଛନ୍ତି। ଶାହାଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଅମିତ…

ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନର ବିକ୍ଷୋଭ

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଆଠ ଦଫା ଦାବିରେ ଏକ ରାଲି ଓ ବିକ୍ଷୋଭ ଜିଲା ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ପାଚକ/ପାଚିକା ସାମିଲ ଥିଲେ। ଏହି…

କଂଗ୍ରେସ ସ୍ବପ୍ନ ଦେଖାଏ, ଭାଜପା ଏହାକୁ ପୂରଣ କରେ: ନିର୍ମଲା ସୀତାରମଣ

ନୂଆଦିଲ୍ଲୀ,୧୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ବିରୋଧରେ ଆଣିଥିବା ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଉପରେ କଂଗ୍ରେସ ଗୁରୁବାର ସମେତ ବିରୋଧୀ ଦଳର ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସ୍ବପ୍ନ ଦେଖାଉଥିଲା ଏବଂ ଭାରତୀୟ ଜନତା…

ପୁଣି ଯନ୍ତରମନ୍ତରରେ ଧାରଣାରେ ବସିବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୧୦।୮: ସମଗ୍ର ବିଶତବରେ ଦେଶର ନାଁକୁ ଗର୍ବିିତ କରିଥିବା କିଛି କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା ପୁଣି ଥରେ ଜୋର ଧରିପାରେ। ଏହି ମାମଲାରେ ବର୍ତ୍ତମାନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଏବଂ ବିନେଶ ଫୋଗେଟ ଆଜି ଏକ ନୂତନ…

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି, ସାଧାରଣରେ ଅସନ୍ତୋଷ

ଦେବଗଡ଼,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସହରର ୧୧ ନଂ ଓ୍ବାର୍ଡସ୍ଥିତ ଚିନ୍ମୟ ବିଦ୍ୟାଳୟ ଓ ଜିଲାପାଳଙ୍କ ସରକାରୀ ବାସଭବନକୁ ଯାଇଥିବା ରାସ୍ତା ଉପରେ ଡ୍ରେନ୍‌ ପାଣି ଭାସୁଛି। ଯାହା ଫଳରେ ପ୍ରତ୍ୟେକ ଦିନ ଯାଉଥିବା ଶତାଧିକ ଛାତ୍ରୀଛାତ୍ର ଅବିଭାବକ ଓ ସ୍ଥାନୀୟ ବାସିନ୍ଦା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri