Home Left

ଓଡ଼ିଶାର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୬ା୯(ବିଜୟ ରଣା): କର୍ନାଟକର ବେଲ୍‌ଗାଁଓଠାରେ ଅନୁଷ୍ଠିତ ଜାତୀୟ ସବ୍‌ ଜୁନିୟର ବାଳିକା ଫୁଟ୍‌ବଲ ୨୦୨୩-୨୪ (ଟିଅର୍‌-୨ ଗ୍ରୁପ୍‌ ପର୍ଯ୍ୟାୟ)ର ଏକ ମ୍ୟାଚରେ ଓଡ଼ିଶା ୮-୦ ଗୋଲ୍‌ରେ ଚଣ୍ଡିଗଡ଼କୁ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି। ଦଳ ପକ୍ଷରୁ ରୀତୁ…

୧୯୭୯: ଓ୍ବେଷ୍ଟଇଣ୍ଡିଜ ଟାଇଟଲ ବଜାୟ ରଖିଲା

ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ସେହି ଇଂଲଣ୍ଡରେ ୧୯୭୯ରେ ଅନୁଷ୍ଠିତ ହୋଇଥିଲା। ୯ରୁ ୨୩ ଜୁନ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରୁଡେନ୍ସିଆଲ୍‌ କପ୍‌ରେ ଓ୍ବେଷ୍ଟଇଣ୍ଡିଜ ଆଧିପତ୍ୟ ବଜାୟ ରଖି ପୁଣି ଟାଇଟଲ ହାସଲ କରିଥିଲା। ପ୍ରତିଯୋଗିତାର ପ୍ରଥମ ଦୁଇ ସଂସ୍କରଣରେ…

କୋଝିକୋଡରେ ନିପା ଭାଇରସ ଆତଙ୍କ, ଏକ ସପ୍ତାହ ପାଇଁ ସ୍କୁଲ,କଲେଜ ବନ୍ଦ

ଥିରୁଭାନନ୍ତପୁରମ୍‌,୧୬।୯: କେରଳର କୋଝିକୋଡରେ ନିପା ଭାଇରସ ମାମଲା ବୃଦ୍ଧି ପାଇବା ଦିନଠାରୁ ଭୟର ବାତାବରଣ ରହିଛି। ନିପା ଭାଇରସକୁ ଦୃଷ୍ଟିରେ ରଖି କୋଝିକୋଡରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ରବିବାର ଅର୍ଥାତ୍‌ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିଛି। ଏଥିରେ ବିଦ୍ୟାଳୟ,…

ରାହୁଲ ନବୀନଙ୍କୁ ଇଡି ମୁଖ୍ୟ ଦାୟିତ୍ୱ

ନୂଆଦିଲ୍ଲୀ,୧୬ା୯: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ଏଥିସହ ୧୯୯୩ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ରାହୁଲ ନବୀନଙ୍କୁ ଇଡି ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଏକ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଇଡିର ଜଣେ…

୨ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ଏନ୍‌ଆଇଏ କୋର୍ଟ

ନୂଆଦିଲ୍ଲୀ,୧୬ା୯: ଉତ୍ତର ପ୍ରଦେଶର ଜଣେ ଅବସରପ୍ରାପ୍ତ ସ୍କୁଲ ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଶୁକ୍ରବାର ଲକ୍ଷ୍ନୌସ୍ଥିତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏକ ସ୍ବତନ୍ତ୍ର ଅଦାଲତ ୨ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। କାନପୁର ବାସିନ୍ଦା ତଥା ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌…

ହିମାଚଳକୁ ହରାଇଲା ହାଇଦ୍ରାବାଦ

କଟକ,୧୬ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ। ସନ୍ଧ୍ୟାରେ ଷ୍ଟାଡିୟମ ପରିସରରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଇଥିଲା। ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ପୁତ୍ର ଡ. ଖାରବେଳ ମହାନ୍ତି ଓ…

ଆନ୍ତଃ ସ୍କୁଲ ଫୁଟ୍‌ବଲ: କିସ୍‌ ଚାମ୍ପିୟନ

ଭୁବନେଶ୍ୱର, ୧୬।୯(ତପନ ସ୍ବାଇଁ): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃ ସ୍କୁଲ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ କିସ୍‌ ସ୍କୁଲ ୧-୦ ଗୋଲରେ ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲକୁ ହରାଇ ଚାମ୍ପିୟନ ହୋଇଛି।…

ଚନ୍ଦ୍ରରେ ଜଳ ସୃଷ୍ଟି ସମ୍ଭବ

ବେଙ୍ଗାଲୁରୁ,୧୬ା୯: ପୃଥିବୀର ଉଚ୍ଚ ଶକ୍ତିଯୁକ୍ତ ଇଲେକ୍ଟ୍ରୋନ୍‌ଗୁଡ଼ିକରୁ ଚନ୍ଦ୍ର ପୃଷ୍ଠରେ ଜଳ ପ୍ରସ୍ତୁତ କରାଯାଇପାରିବ। ବୈଜ୍ଞାନିକମାନଙ୍କର ଏକ ଟିମ୍‌ ଭାରତର ଚନ୍ଦ୍ରୟାନ-୧ ଲୁନାର ମିଶନ ପଠାଇଥିବା ରିମୋଟ୍‌ ସେନ୍‌ସିଂ ଡେଟା ଅନୁଧ୍ୟାନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆବିଷ୍କାର ନେଚର ଆଷ୍ଟ୍ରୋଲୋଜି ପତ୍ରିକାରେ ପ୍ରକାଶ…

ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗୃହବନ୍ଦୀ ଥିବା ଚର୍ଚ୍ଚା

ଟୋକିଓ,୧୬ା୯: ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗୃହବନ୍ଦୀ ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କେଉଁଠି ଅଛନ୍ତି ବୋଲି ଜାପାନରେ ଥିବା ଆମେରିକା ରାଷ୍ଟ୍ରଦୂତ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଥିଲେ। ୨ ସପ୍ତାହ ହେଲା ଲି’ଙ୍କୁ ସର୍ବସାଧାରଣରେ ଦେଖିବାକୁ…

ଉତ୍ତର ପ୍ରଦେଶ ଚାମ୍ପିୟନ

ଭୁବନେଶ୍ୱର, ୧୬ା୯(ବିଜୟ ରଣା): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଏବଂ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ମିଳିତ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଜୁନିୟର ବାଳକ ଫୁଟ୍‌ବଲ ଚାମ୍ପିୟନଶିପ୍‌ ବି.ସି. ରୟ ଟ୍ରଫି ୨୦୨୩ର…

ଗ୍ରେଟାଙ୍କ ନାଁରେ ଦ୍ୱିତୀୟ ମାମଲା

ଷ୍ଟକ୍‌ହୋମ୍‌,୧୬ା୯: ସୁଇଡେନ୍‌ର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ବିରୋଧରେ ଶୁକ୍ରବାର ଟ୍ରାଫିକ୍‌ ଅବରୋଧ ଓ ପୋଲିସ ଶୃଙ୍ଖଳା ଅବମାନନା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଦୁଇମାସ ମଧ୍ୟରେ ଏହା ହେଉଛି ତାଙ୍କ ନାଁରେ ଏହି ଧରଣର ଦ୍ୱିତୀୟ ମାମଲା। ୨୦ ବର୍ଷୀୟା ଗ୍ରେଟାଙ୍କୁ…

ଭାରତରେ ପ୍ରସ୍ତାବିତ ବାଣିଜ୍ୟ ମିଶନକୁ ସ୍ଥଗିତ ରଖିଲା କାନାଡା

ଓଟାଓ୍ବା,୧୬।୯: କାନାଡାର ବାଣିଜ୍ୟ ମନ୍ତ୍ରୀ ମେରି ଏନ୍‌ଜି ଭାରତରେ ପ୍ରସ୍ତାବିତ ବାଣିଜ୍ୟ ମିଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସରେ କାନାଡିୟ ମିଶନକୁ ଭାରତ ଆସିବାର ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri