ଥାନାରୁ ନ୍ୟାୟ ନ ପାଇ ଏସ୍ପିଙ୍କୁ ଭେଟିଲେ ପୀଡ଼ିତା
ପାଣିକୋଇଲି,୧୫ା୮(ବିକାଶ କୁମାର ମଲିକ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାରର ବାପ ଓ ୩ ପୁଅ, ଝିଅ ମିଶି ପଡ଼ୋଶୀ ଦୁଇ ମହିଳାଙ୍କୁ ଅଶାଳୀନ ବ୍ୟବହାର ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ତରଫରୁ ଯାଜପୁର ଥାନାରେ ଅଭିଯୋଗ…
‘ଫ୍ଲୁ’ ବିପଦକୁ ଏଡ଼ାଇଥାଏ ୪-ଇନ୍-୧ ଫ୍ଲୁ ଭ୍ୟାକ୍ସିନେଶନ
ଭୁବନେଶ୍ୱର, ୧୫ା୮(ଅସମାପିକା ସାହୁ):ବର୍ଷା ଋତୁରେ ଇନ୍ଫ୍ଲୁଏଞ୍ଜା ବା ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ ପିଲାମାନଙ୍କୁ ଏହି ଫ୍ଲୁ’ଠାରୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ। କାରଣ ୫ବର୍ଷରୁ କମ୍ ବୟସର ଶିଶୁ, ଆଜ୍ମା, କିଡ୍ନୀ ରୋଗ, ହୃଦ୍ରୋଗରେ ପୀଡ଼ିତ ଶିଶୁଙ୍କ ପ୍ରତି ଫ୍ଲୁ’ ଜଟିଳତାର…
୧୧ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର,୧୫ା୮(ଅନୁରାଧା ମହାରଣା):ଜୁନ୍ ୧ରୁ ଅଗଷ୍ଟ ୧୪ ମଧ୍ୟରେ ରାଜ୍ୟରେ ମୋଟ ୬୬୪.୫ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୭୨୪.୮ ମିମିଠାରୁ ଯଥେଷ୍ଟ କମ୍ ରହିଛି। କେବଳ ବୌଦ୍ଧ ଜିଲାରେ ମାତ୍ରାଧିକ ବର୍ଷା ହୋଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,…
ଗାନ୍ଧିଜୀଙ୍କ ନେତୃତ୍ୱରେ ଝାସ ଦେଇଥିଲେ ଯାଜପୁରର ସ୍ବାଧୀନତା ସଂଗ୍ରାମୀ
ଯାଜପୁର,୧୫ା୮(ହର୍ଷବର୍ଦ୍ଧନ ବେହେରା) : ଦେଶର ସ୍ବାଧୀନତା ପାଇଁ ଭାରତବାସୀ ଯେଉଁ ତ୍ୟାଗ ସ୍ବୀକାର କରିଥିଲେ ସେଥିରେ ଯାଜପୁର ଜିଲାବାସୀଙ୍କ ବଳିଦାନ ମଧ୍ୟ କମ ନୁହେଁ। ୧୯୪୨ ଭାରତଛାଡ ଆନ୍ଦୋଳନରେ କୋରାପୁଟ ଓ ବାଲେଶ୍ୱର ଜିଲାରେ ଗୁଳିକାଣ୍ଡ ହୋଇ ତାଣ୍ଡବଲୀଳା ଓ ନରସଂହାର…
୨୪ ଦିନର ପୁଅକୁ ହାଣି ହତ୍ୟା କଲେ ମା’; ଝିଅକୁ ମାରି ଜେଲ ଯାଇଥିଲେ
କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ତେଲକୋଇ(ରଞ୍ଜିତ ବିଶ୍ୱାଳ),୧୫ା୮:କେନ୍ଦୁଝର ଜିଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ନମକାନି ଗ୍ରାମ ଜୁଆଙ୍ଗ ସାହିର ମହିଳା ଲକ୍ଷ୍ମୀ ଜୁଆଙ୍ଗ (୩୦) ୨୦୧୮ରେ ତାଙ୍କ ବର୍ଷକର ଝିଅକୁ ଗାଡ଼ିଆରେ ବୁଡାଇ ହତ୍ୟା କରିଥିବା ବେଳେ ସୋମବାର ତାଙ୍କର ୨୪…
ରୁଷିଆ କାର ସର୍ଭିସ ଷ୍ଟେଶନରେ ବିସ୍ଫୋରଣ ୧୨ ମୃତ, ୬୬ରୁ ଅଧିକ ଆହତ
ମସ୍କୋ,୧୫।୮: ଦକ୍ଷିଣ ରୁଷିଆର ମଖାଚକାଲା ସହରର ଏକ କାର ସର୍ଭିସ ଷ୍ଟେସନରେ ବିସ୍ଫୋରଣରେ ଅତି କମରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ସମାଚାର ଏଜେନ୍ସି ଆରଆଇଏ ସ୍ଥାନୀୟ ମେୟର କାର୍ଯ୍ୟାଳୟର ସୂଚନାରୁ ଏହି ଖବର…
ସୀମା ବିସ୍ଲା ୧ ବର୍ଷ ବାସନ୍ଦ
ନୂଆଦିଲ୍ଲୀ,୧୫ା୮: ଏସିଆନ୍ ଚାମ୍ପିୟନଶିପ୍ ବ୍ରୋଞ୍ଜ ବିଜୟିନୀ ରେସ୍ଲର ସୀମା ବିସ୍ଲାଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି। ନାଡାର ଆଣ୍ଟି ଡୋପିଂ ଡିସିପ୍ଲିନାରୀ କମିଟି(ଏଡିଡିପି) ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି। କେଉଁ ସ୍ଥାନରେ ଅଛନ୍ତି ସେ ସମ୍ପର୍କରେ ସୂଚନା ଦେଇ…
ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ: ୧୨ ମୃତ, ୬୦ରୁ ଅଧିକ ଆହତ
ମସ୍କୋ,୧୫।୮: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ…
ସବୁ କୁସ୍ତିଯୋଦ୍ଧା ଟ୍ରାଏଲ୍ସ ଦେବେ
ନୂଆଦିଲ୍ଲୀ, ୧୫ା୮: ବିଶ୍ୱ ଚାମ୍ପିୟନଶିପ୍ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଲାଗି ଟ୍ରାଏଲ୍ସ ଅଗଷ୍ଟ ୨୫-୨୬ରେ ହେବ ବୋଲି ଆଡହକ୍ ପ୍ୟାନେଲ ସୋମବାର ଘୋଷଣା କରିଛି। ଫଳରେ ଚୟନ ପ୍ରତିଯୋଗିତା ହେବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବଜରଙ୍ଗ…
ଭାରତ ଉପରେ ଖରାପ ନଜର ରଖୁଥିବା ଦେଶକୁ ମୁହଁତୋଡ ଜବାବ ଦେବ ସେନା: ରାଜନାଥ ସିଂ
ନୂଆଦିଲ୍ଲୀ,୧୫।୮: ପୂର୍ବ ଲଦାଖରେ ଚାଇନା ସହ ସୀମା ବିବାଦ ଏବଂ ସୀମାପାର ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାଁ ନ ନେଇ ଉଭୟ ଦେଶକୁ କଡ଼ା ଜବାବ ଦେଇଛନ୍ତି। ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ…
ପୁଅର ଆତ୍ମହତ୍ୟା ପରେ ବାପାଙ୍କ ମୃତ୍ୟୁ
ଚେନ୍ନାଇ,୧୫।୮: ମେଡିକାଲ ପଢ଼ିବା ପାଇଁ ଏନ୍ଇଇଟି ପରୀକ୍ଷାରେ ୨ଥର ବିଫଳ ହେବା ପରେ ଜଣେ ଛାତ୍ର ରବିବାର ଆତ୍ମହତ୍ୟା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ସୋମବାର ବାପା ମଧ୍ୟ ଆଖି ବୁଜିଛନ୍ତି। ତାମିଲନାଡୁର କ୍ରୋମପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ହେଲେ…
ମାଷ୍ଟର୍ସ ବିଶ୍ୱକପ୍ ପ୍ରତିଦ୍ୱନ୍ଦ୍ୱିତାରେ ୮୮ ବର୍ଷୀୟାଙ୍କ ଯାଦୁକରି
ଟୋକିଓ: ଗତବର୍ଷ ମାଷ୍ଟର୍ସ ଚାମ୍ପିୟନଶିପ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଜାପାନର କାଟସୁମି ସାଇକି ବିଶ୍ୱର ସର୍ବ ପୁରାତନ ମହିଳା ପ୍ରତିଯୋଗୀ କ୍ରସ ସ୍କାଏର ହୋଇଥିଲେ। ବର୍ତ୍ତମାନ ୮୮ ବର୍ଷ ବୟସରେ ସେ ନିଜ ପ୍ରତିଭାକୁ ବିଶ୍ୱ ମଞ୍ଚକୁ ନେଇ ଅଷ୍ଟ୍ରେଲିଆରେ ୨୦୨୩ ମାଷ୍ଟର୍ସ…
Archives


