Home Left

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଚାର୍‌ଧାମ ଯାତ୍ରା ସ୍ଥଗିତ

ଡେରାଡୁନ୍‌,୧୪।୮: ଉତ୍ତରାଖଣ୍ଡରେ ସୋମବାର ଲଗାଣ ବର୍ଷା ଯୋଗୁ ବହୁ ବିଲ୍ଡିଂ ଧ୍ୱଂସ ହେବା ସହ ଭୂସ୍ଖଳନ ଯୋଗୁ ବଦ୍ରିନାଥ, କେଦାରନାଥ ଏବଂ ଗଙ୍ଗୋତ୍ରୀକୁ ଯାଇଥିବା ଜାତୀୟ ରାଜପଥଗୁଡ଼ିକ ଅବରୋଧ ହୋଇଛି। ଫଳରେ ଚାର୍‌ଧାମ ଯାତ୍ରାକୁ ୨ ଦିନ ପାଇଁ ସ୍ଥଗିତ ରଖାଯାଇଛି।…

ହିମାଚଳରେ ବର୍ଷା ବିତ୍ପାତ: ୪୮ ମୃତ

ସିମ୍‌ଲା,୧୪ା୮: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଜାରି ରହିବା ସହ ନଦୀଗୁଡ଼ିକରେ ବନ୍ୟା ଆସିଥିବାରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଭୂସ୍ଖଳନ ଯୋଗୁ ୭୫୨ଟି ରାସ୍ତା ଅବରୋଧ ହେବା ସହ…

ଆଫଗାନିସ୍ତାନର ହୋଟେଲରେ ବିସ୍ଫୋରଣ: ୩ ମୃତ, ୭ ଆହତ

କାବୁଲ,୧୪।୮: ସୋମବାର ଆଫଗାନିସ୍ତାନର ଖୋସ୍ତ ପ୍ରଦେଶର ଏକ ହୋଟେଲରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ୭ ଜଣ ଆହତ ହୋଇଛନ୍ତି। କେତେକ ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି, ଯେଉଁଥିରେ ମୃତ୍ୟୁ…

ବନ୍ଦେ ମାତରମ୍‌ ପକ୍ଷରୁ ତ୍ରିରଙ୍ଗା

ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ସାମାଜିକ ଅନୁଷ୍ଠାନ ବନ୍ଦେ ମାତରମ୍‌ ପକ୍ଷରୁ ସୋମବାର ‘ତ୍ରିରଙ୍ଗା ଦାନ’ ଶୀର୍ଷକ ପ୍ରଥପାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀମାର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୭ ଜଣ ସଦସ୍ୟ ଯୋଗଦାନ କରି କଳାପ୍ରଦର୍ଶନ କରିଥିଲେ। ସମସ୍ତ ସଦସ୍ୟ…

ଫାଇନାନ୍ସ ଟଙ୍କା କିସ୍ତି ନ ଦେବାରୁ ଯୁବକଙ୍କୁ ହତ୍ୟା

ଜୟପୁର, ୧୪ା୮ (ପବନ ପାଣିଗ୍ରାହୀ): ଫାଇନାନ୍ସ ଟଙ୍କା କିସ୍ତି ନ ଦେବାରୁ କୋରାପୁଟ ଜିଲା ଜୟପୁରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଅତ୍ୟୁ ହୋଇଛି। ଏହା ସାଧାରଣରେ ଆଲୋଡନ ଖେଳାଇ ଦେଇଛି। ମୃତକ ଯୁବକ…

ଭାରତକୁ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ଶୀଘ୍ର ପଠାଇବ ରୁଷିଆ, ୟୁକ୍ରେନ ଯୁଦ୍ଧ କାରଣରୁ ବିଳମ୍ବ ହେବା ନେଇ ଥିଲା ଆଶଙ୍କା

ମସ୍କୋ,୧୪।୮: ରୁଷିଆ ସୋମବାର ଦିନ କହିଛି ଯେ, ସେ ଭାରତକୁ ନିର୍ଦ୍ଧାରିତ ସମୟାନୁସାରେ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଯୋଗାଇଦେବ। ୟୁକ୍ରେନ ଯୁଦ୍ଧ କାରଣରୁ ଯୋଗାଣରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ଅଧିକାରୀମାନେ ଆଶଙ୍କା ପ୍ରକାଶ କରିବା ପରେ ରୁଷିଆର ଅଧିକାରୀଙ୍କଠାରୁ ଏହି…

ବିଦେଶୀ ଫୁଟବଲରଙ୍କ ସର୍ବେକ୍ଷଣ ପାଇଁ ଗଠନ ହେଲା ଟାସ୍କଫୋର୍ସ

ନୂଆଦିଲ୍ଲୀ,୧୪ା୮: ବିଦେଶରେ ରହୁଥିବା ଭାରତୀୟ ଫୁଟବଲ ଖେଳାଳିଙ୍କ ବିଷୟରେ ସର୍ବେକ୍ଷଣ କରିବା ପାଇଁ ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ବିଦେଶରେ ଅବସ୍ଥାନ କରୁଥିବା ଭାରତୀୟ ଖେଳାଳି ଓ ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଖେଳାଳିଙ୍କୁ ନେଇ…

କିସ୍ତି ଟଙ୍କା ନ ବାନ୍ଧିବାରୁ ଯୁବକଙ୍କୁ ହତ୍ୟା

ଜୟପୁର,୧୪ା୮(ପବନ ପାଣିଗ୍ରାହୀ):ଫାଇନାନ୍ସ ଟଙ୍କା କିସ୍ତି ନ ବାନ୍ଧିବାରୁ କୋରାପୁଟ ଜିଲା ଜୟପୁରରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାଧୀନ ଅବସ୍ଥାରେ ଯୁବଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପୁର ଭେଟନାରି କଲୋନୀର ବିପିନ ବାହାଦୁର(୪୨) । ଖବର…

ଗାଡ଼ିମୋଟର ଯାଞ୍ଚ କଡାକଡି କଲା ପୋଲିସ

ବୁଗୁଡା,୧୪ା୮(କାଳି ଚରଣ ଦାଶ): ବୁଗୁଡା ଥାନା ପୋଲିସ ପକ୍ଷରୁ ବିଭିନ୍ନ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ସୋମବାର ବୁଗୁଡା ବସ୍‌ଷ୍ଟାଣ୍ଡଠାରେ ବସ୍‌, ଅଟୋରିକ୍ସା ଓ ସ୍କୁଲବସ୍‌…

ବ୍ଲକ ଅଧ୍ୟକ୍ଷାଙ୍କ ସହ ଗଣ୍ଡଗୋଳ: ସମିତି ସଭ୍ୟ, ସହଯୋଗୀ ଗିରଫ

ଜମନକିରା,୧୪ା୮(ରବୀନ୍ଦ୍ର ପ୍ରସାଦ ଦାନି): ଜମନକିରା ବ୍ଲକ ଅଧ୍ୟକ୍ଷାଙ୍କ ଚାମ୍ବରରେ ପଶି ଗଣ୍ଡଗୋଳ କରିବା ଘଟଣାରେ ଜମନକିରା ପୋଲିସ ଜଣେ ସମିତି ସଭ୍ୟଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଏହି ଷ୍ଟାର ଖେଳାଳି

ଲଣ୍ଡନ,୧୪।୮: ୨୦୨୩ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩ ଥର ଆସେସ ସିରିଜ ବିଜେତା ଷ୍ଟିଭେନ ଫିନ ୨୦୧୦ରୁ ୨୦୧୭…

୩ ସହରକୁ ଜଗିବ ସିସିଟିଭି

ଗଞ୍ଜାମ,୧୪।୮(ବିଦ୍ୟାଧର ସାହୁ ): ଛତ୍ରପୁର, ଗଞ୍ଜାମ ଏବଂ ରମ୍ଭା ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଛି। ଏହା ତାହା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁଙ୍କ ପକ୍ଷରୁ ସୂଚନା ମିଳିଛି। ଏମ୍‌ପିଙ୍କ ପାଣ୍ଠିରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri