ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଅଭିଭାବକଙ୍କ ଧାରଣା
ବାଲିଗୁଡ଼ା,୧୮।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷକଙ୍କ ଆନ୍ଦୋଳନ ସୋମବାର ୧୦ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ କନ୍ଧମାଳ ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଇତି ମଧ୍ୟରେ ଶିକ୍ଷକଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି…
ନୂଆଁଖାଇ ପରଦିନ ଏସବୁ ସ୍ଥାନରେ ଛୁଟି
ସମ୍ବଲପୁର,୧୮।୯: ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ନୂଆଁଖାଇ ପରଦିନ ତଥା ଆସନ୍ତା ୨୧ ତାରିଖକୁ ସମ୍ବଲପୁର ଆରଡିସି ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ସ୍ଥାନୀୟ ଜନ ସମୁଦାୟଙ୍କ ଦାବି ଅନୁସାରେ ଆରଡିସି ଏହି…
ଭାରତ ବିଶ୍ୱକପ୍ ଜିତିବା ନିଶ୍ଚିତ: କପିଲ ଦେବ
ନୂଆଦିଲ୍ଲୀ,୧୮।୯: ଏଥର ଭାରତରେ ବିଶ୍ୱକପ୍ ୨୦୨୩ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟ ୫ ଅକ୍ଟୋବରରୁ ଆରମ୍ଭ ହେଉଥିବା ବେଳେ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଟିମ ଇଣ୍ଡିଆ…
ମହାନଦୀରେ ଭାସିଗଲା କାର
ଜଗତସିଂହପୁର,୧୮।୯: ଜଗତସିଂହପୁର ରାହାମା ନିକଟ ହରିପୁର ରାସ୍ତାରେ ଏକ କାର ଭାସି ଯାଇଛି । ପ୍ରାୟ ୧୦୦ ମିଟର ଭାସିଗଲା ପରେ ଏକ ସାହାଡ଼ା ଗଛରେ କାରଟି ଲାଗି ରହିଛି । କାରରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନାହିଁ ।…
ଏସିଆ କପ୍ରେ ଜିତିବା ପରେ ଭାରତକୁ ଝଟକା, ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ପ୍ରଥମ
ନୂଆଦିଲ୍ଲୀ,୧୮।୯: ରୋହିତ ଶର୍ମାଙ୍କ ଅଧିନାୟିକତ୍ୱ ଭାରତୀୟ କ୍ରିକେଟ ଦଳ ଏସିଆ କପ୍ ୨୦୨୩ ଟାଇଟଲ ଜିତିବାରେ ସଫଳ ହୋଇଛି। ଟାଇଟଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟ୍ରେ ପରାସ୍ତ କରିଛି, କିନ୍ତୁ ଏହି ବିଜୟ ପରେ ମଧ୍ୟ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ…
ଜୋର ଧରିଲା ବ୍ୟାଙ୍କ ପ୍ରତିଷ୍ଠା ଦାବି
ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତ ଖଣ୍ଡଦେଉଳୀରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି l ଏନେଇ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଗଞ୍ଜାମ ତହସିଲଦାର ଅରୁଣ…
ଲୋକ ସଭା ନିର୍ବାଚନ ଲଢିପାରନ୍ତି ଅପର୍ଣ୍ଣା ଯାଦବ, ଦିଲ୍ଲୀରେ ଭାଜପା ନେତାଙ୍କୁ ଭେଟିବା ପରେ ଚର୍ଚ୍ଚା
ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସୋମବାର ଦିଲ୍ଲୀରେ ଭାଜପା ନେତାଙ୍କ ସହ ତାଙ୍କର ସାକ୍ଷାତ ପରେ ଏହାକୁ ନେଇ ଅଧିକ ଚର୍ଚ୍ଚା ଜୋର…
‘ଆପଣହିଁ ଆମର ରକ୍ଷାକର୍ତ୍ତା, ଆପଣଙ୍କ ନିକଟକୁ କାନ୍ଦି କାନ୍ଦି ଆସିବାକୁ ପଡିବ’, ଖାର୍ଗେ
ନୂଆଦିଲ୍ଲୀ,୧୮।୯: ସଂସଦର ବିଶେଷ ଅଧିବେଶନରେ ସୋମବାର ଶାସକ ଓ ବିରୋଧୀଙ୍କ ମଧ୍ୟରେ ଖୁବ କଥା କଟାକଟି ହୋଇଛି। ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସଫଳତା କଥା ଉଠାଇଥିଲେ। ଆଉ କହିଥିଲେ ଏବେ ଦେଶ ବିକାଶର ନୂଆ ରାସ୍ତାରେ ଚାଲୁଛି।…
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ବର,୧୮।୯: ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୫.୮ କି.ମି. ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ୪୮ ଘଣ୍ଟା…
ଧୋନୀଙ୍କ ପ୍ରଶଂସାରେ ଏମିତି କହିଦେଲେ ଗମ୍ଭୀର
ନୂଆଦିଲ୍ଲୀ,୧୮।୯: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ୍ ପାଇଁ ଯାହା କରିଛନ୍ତି, ଏପର୍ଯ୍ୟନ୍ତ କୌଣସି ଅଧିନାୟକ ତାହା କରିପାରି ନାହାଁନ୍ତି। ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ଅଧିନାୟକ ଯିଏ ଭାରତ ପାଇଁ ୩ଟି ଆଇସିସି ଟ୍ରଫି ଜିତିଛନ୍ତି। ୨୦୧୧…
୧୧ ଦିନ ପରେ ଆନ୍ଦୋଳନରେ ସାମିଲ ହେଲା ଛତ୍ରପୁର ଶିକ୍ଷକ ସଂଘ
ଛତ୍ରପୁର,୧୮।୯(ସନ୍ତୋଷ ପାଢୀ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକର ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ୧୧ ଦିନ ପରେ ସୋମବାର ଛତ୍ରପୁର ବ୍ଲକ ପ୍ରାଥମିକ…
ଜନତାଙ୍କ ସହ ସାକ୍ଷାତ ନ କରିବା ପାଇଁ ବଡିଗାର୍ଡ ରଖନ୍ତି ନେତା, ଜୀବନ ପ୍ରତି କୌଣସି ବିପଦ ନ ଥାଏ: ପ୍ରଶାନ୍ତ କିଶୋର
ପାଟନା,୧୮।୯: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ନାମକ ପଦଯାତ୍ରା ବିହାରର ମୁଜାଫରପୁର ଜିଲାର ମୋତିପୁର ବ୍ଲକରେ ପହଞ୍ଚିଛି। ଏଠାରେ ପ୍ରଶାନ୍ତ କିଶୋର ରବିବାର ବହୁ ସଂଖ୍ୟାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହା ସହିତ ସେ ନେତାଙ୍କ ସୁରକ୍ଷା…
Archives


