କ୍ରିସମାସ୍ରେ ରିଲିଜ ହେବ ‘ଡଙ୍କି’
ବମ୍ବେ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ଯବାନ’ ରିଲିଜ ପରଠାରୁ ବକ୍ସ ଅଫିସରେ ଧମାଲ କରୁଛି। ଦର୍ଶକଙ୍କ ଭରପୂର ଭଲପାଇବା ଯୋଗୁ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି। ଏହାର ସେଲିବ୍ରେଶନ ଅଭିନେତା କରୁଥିବା ବେଳେ ନିଜର…
ଜିଲାପାଳଙ୍କ ଅଫିସ ଆଗରେ ବ୍ୟାଙ୍କ ମିତ୍ରଙ୍କ ବିକ୍ଷୋଭ
ଛତ୍ରପୁର,୧୬।୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଏସବିଆଇ ବ୍ୟାଙ୍କମିତ୍ର ଆସୋସିଏଶନ ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ସିଏସ୍ପି ପ୍ଲସ ଯୋଜନାରେ ଏସବିଆଇ ସିଏସ୍ପିମାନଙ୍କୁ ସାମିଲ କରିବା ଦାବିରେ ଏହି ଆନ୍ଦୋଳନ ହୋଇଥିଲା ।…
ଛତିଶଗଡ଼ ବସ୍ତରରୁ ଆରମ୍ଭ ହେବ କେଜରିଓ୍ବାଲଙ୍କ ‘ମିଶନ ଇଲେକଶନ’
ନୂଆଦିଲ୍ଲୀ,୧୬।୯: ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଛତିଶଗଡର ବସ୍ତରରେ ପହଞ୍ଚିବେ। ଏଠାରେ ଉଭୟ ମୁଖ୍ୟମନ୍ତ୍ରୀ ଜଗଦଲପୁରର ଐତିହାସିକ ଲାଲବାଗ ପଡିଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ବୈଠକ ପାଇଁ ଆମ ଆଦମୀ…
ଚିଖିଲିକୁ ପଶିଲା ବନ୍ୟାଜଳ: ଚାଷଜମି ଜଳମଗ୍ନ
ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀର ଜଳପତ୍ତନ ବୃଦ୍ଧି ସାଙ୍ଗକୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି । ଏଭଳିସ୍ଥଳେ ହୀରାକୁଦ ଜଳଭଣ୍ଡାରର ସୀମାବର୍ତ୍ତୀ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମକୁ ବନ୍ୟାଜଳ…
ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ଚିନ୍ତା: ସଫେଇ ହେଲା ବେଳାଭୂମି
ଗଞ୍ଜାମ/ଛତ୍ରପୁର,୧୬।୯(ବିଦ୍ୟାଧର ସାହୁ/ଦିଲୀପ ସାମଲ): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ଐତିହାସିକ ବଟେଶ୍ୱର ମନ୍ଦିର ନିକଟ ବଟେଶ୍ୱର ବେଳାଭୂମିରେ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ତଟ ସୁରକ୍ଷା ବାହିନୀ (ଇଣ୍ଡିଆନ୍ କୋଷ୍ଟ ଗାର୍ଡ) ଏବଂ ଟାଟା…
୩ ପୁଅ ଓ ବାପାଙ୍କୁ କୋର୍ଟ ଚାଲାଣ
ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ପଞ୍ଚାୟତର ଆମ୍ବଶରଭଟା ଗ୍ରାମରେ ଗୁରୁବାର ଦିନ ଚାଷ ଜମିରେ ପାଣି ମଡାଇବାକୁ ନେଇ ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି…
ବଳି ପଡ଼ିବ ୧୭୨୩ ଗଛ
ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବନ୍ଧମୁଣ୍ଡା-ଜରେଇକେଲା ୨୫ କି.ମି. ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯିବା ପରେ ଏହାର ସମ୍ପ୍ରସାରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ଭୂମି ଅଧିଗ୍ରହଣ, ଗଛକଟା, ହାତୀ ଚଲାପଥ ଆଦିକୁ ନେଇ ରହିଥିବା ସମସ୍ୟା…
ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କିମ୍
ମସ୍କୋ,୧୬।୯: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ଶନିବାର ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗଇ ଶୋଇଗୁଙ୍କୁ ଭେଟିଛନ୍ତି। କିମ୍ଙ୍କୁ ପ୍ରିଓବ୍ରାଜେନସ୍କି ରେଜିମେଣ୍ଟ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁହାଯାଉଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନିମନ୍ତ୍ରଣରେ ଉତ୍ତର…
ସିଡବ୍ଲୁସି ବୈଠକ ପୂର୍ବରୁ କଂଗ୍ରେସ ବିଆରଏସ ମଧ୍ୟରେ ପୋଷ୍ଟର ଓ୍ବାର
ହାଇଦ୍ରାବାଦ,୧୬।୯: ତେଲେଙ୍ଗାନାରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠାରେ କଂଗ୍ରେସ ଓ ଶାସକ ଭାରତୀୟ ରାଷ୍ଟ୍ର ସମିତି(ବିଆରଏସ) କଡା ମୁକାବିଲା ହୋଇପାରେ। ଉଭୟ ଦଳ ପରସ୍ପରକୁ ଟକ୍କର ଦେବାକୁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି। ଏହାର ପ୍ରମାଣ ଶନିବାର…
ଥଇଥାନ ଧର୍ମକୁ ଆଖିଠାର
ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ମାର୍ଟସିଟି ଅଭିଯାନରେ ସହରକୁ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସ୍ମାର୍ଟସିଟି ନାଁରେ ହେଉଥିବା ବିପୁଳ ଖର୍ଚ୍ଚ ନା ସହରକୁ…
ମାଝୀଗୁଡା ଗ୍ରାନାଇଟ ଖଣିକୁ ବିରୋଧ
ମାଲକାନଗିରି,୧୬ା୯(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୨୧ରୁ ମାଓବାଦୀ ସଙ୍ଗଠନ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେ ମାଓବାଦୀ ସଙ୍ଗଠନର ୧୯ତମ ପ୍ରତିଷ୍ଠା ଦିବସ…
ରୋଗୀଙ୍କୁ ଶିଡ଼ି ଭରସା
ରାଉରକେଲା,୧୬।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ସହରର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନାକୁ ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। ଡାକ୍ତରଖାନା ଉପରେ ଜିଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରୁ ରୋଗୀ ନିର୍ଭର…
Archives


