Home Left

ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତାବହ ନୂଆଁଖାଇ

ସୋନପୁର,୨୦।୯(ମୃତ୍ୟୁଞ୍ଜୟ ଶତପଥୀ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ଭାବରେ ନୂଆଁଖାଇର ଏକ ସ୍ବତନ୍ତ୍ରତା ରହିଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୁରପଲ୍ଲୀରେ ଏହା ପାଳିତ ହୁଏ । ଚାଷ ଜମିରୁ ଉତ୍ପାଦିତ ନୂଆ ଶସ୍ୟ କୌଣସି ଜୀବ,…

ଭାରତ ସହ ବିବାଦ ମଧ୍ୟରେ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ଓଟାଓ୍ବା/ନୂଆଦିଲ୍ଲୀ,୨୦।୯: ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କାନାଡା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କାନାଡା ନିଜ ଦେଶର ଲୋକଙ୍କୁ ଜମ୍ମୁ-କଶ୍ମୀର ଯାତ୍ରା ନ କରିବାକୁ କହିଛି।…

ଭାରତ-କାନାଡା ତିକ୍ତତା ବଢ଼ିଲା

ନୂଆଦିଲ୍ଲୀ,୨୦ା୯(ପି.ଟି.): ପଞ୍ଜାବରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଖଲିସ୍ତାନୀମାନେ ଦାବିକରି ଆସୁଛନ୍ତି। ସେମାନଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଅସ୍ତ୍ରଶସ୍ତ୍ର ଯୋଗାଇ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସୁକାଉଛି। ଭାରତ ପରେ ସର୍ବାଧିକ…

ଷ୍ଟାରଡମ ନେଇ ନାନା ପାଟେକରଙ୍କ କଟାକ୍ଷ: ଏଠି ବଦଳା ଯାଏ ପ୍ରତି ସପ୍ତାହରେ ସୁପରଷ୍ଟାର…

ମୁମ୍ବାଇ : ଦ ଭ୍ୟାକ୍ସିନ ୱାର୍‌ ଫିଲ୍ମ ପାଇଁ ନାନା ପାଟେକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହାର ଜୋରଦାର ପ୍ରଚାର ହେଉଛି। ଏହି ସମୟରେ, ଏକ ସାକ୍ଷାତକାରରେ ସେ…

ଦୁନିଆର ଏକମାତ୍ର ପ୍ରାଣୀ ଯାହାର ଦୁଗ୍ଧର ରଙ୍ଗ ଗୋଲାପି, ଜାଣିଛନ୍ତି କି ନାମ…

ପ୍ରତ୍ୟେହ ଦୁଗ୍ଧ ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ। ଡାକ୍ତର ବି ଏନେଇ ପରାମର୍ଶ ଦେଇଥାନ୍ତି। ତେବେ ପ୍ରତି ପଶୁଙ୍କ ଦୁଗ୍ଧ ଧଳା ବୋଲି ଲୋକଙ୍କ ଧାରଣା ରହିଛି। ହେଲେ ଦୁନିଆରେ ଏକ ଏଭଳି ପଶୁ ରହିଛି ଯାହାର ଦୁଗ୍ଧର ରଙ୍ଗ ଗୋଲାପି…

ଆଉ ‘କ୍ୟାଶ ଅନ୍‌ ଡେଲିଭରି’ ଲାଗି ୨୦୦୦ ଟଙ୍କିଆ ନୋଟ ନେବ ନାହିଁ ଆମାଜନ୍‌

ନୂଆଦିଲ୍ଲୀ,୧୯।୯: ଇ-କମର୍ସ ପ୍ଲାଟଫର୍ମ ‘ଆମାଜନ’ ଏବେ କ୍ୟାଶ ଅନ୍‌ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନୋଟ୍‌କୁ ଗ୍ରହଣ କରିବ ନାହିଁ। କମ୍ପାନୀ ସେପ୍ଟେମ୍ବର ୧୯ରୁ କ୍ୟାଶ ଅନ୍‌ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନ ନେବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ…

୬ ବଲ୍‌ରେ ୬ ଛକା…୧୬ ବର୍ଷ ପରେ ରୋମାଞ୍ଚକର ମ୍ୟାଚ୍‌କୁ ମନେପକାଇଲେ ଯୁବରାଜ  

ନୂଆଦିଲ୍ଲୀ,୧୯।୯: ଆଜିକୁ ୧୬ ବର୍ଷ ପୂର୍ବେ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗୋଟିଏ ଓଭରର ୬ ବଲ୍‌ରେ ୬ ଛକା ମାରି ରେକର୍ଡ କରିଥିଲେ। ୨୦୦୭ ଆଇସିସି ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ସେ ଏହି କାରନାମା କରିଥିଲେ। ତେବେ…

ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଣ

ନିରାକାରପୁର,୧୯।୯(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତ ନିକଟସ୍ଥ ରାଜୁଆ, ଦୟା, ମକରା ନଦୀର ଲେଉଟାଣି ପାଣି ଯୋଗୁଁ ପଞ୍ଚାୟତର ହିରିମୂଳ ଗ୍ରାମରେ ଗତ ୨ଦିନଧରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତବର୍ଷର ଏହା ଦିତୀୟ ବନ୍ୟା। ବନ୍ୟା…

ଏହି କ୍ରିକେଟର ଏବେ ସମ୍ପୂର୍ଣ୍ଣ ଫିଟ୍‌, କହିଲେ- କେବଳ ଦଳକୁ ଫେରିବାକୁ ଅପେକ୍ଷା

ନୂଆଦିଲ୍ଲୀ,୧୯।୯: ଭାରତୀୟ ଟିମ୍‌ର ବୋଲର୍‌ ଦୀପକ ଚାହର ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଛନ୍ତି। ଏବେ ସେ ଦଳରେ ପୁଣି ଥରେ ସ୍ଥାନ ମିଳିବାକୁ ଅପେକ୍ଷା କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ନିଜର ନୂଆ ବ୍ରାଣ୍ଡ ‘ଡିନାଇନ’ର ଲଞ୍ଚ ଅବସରରେ କ୍ରିକେଟର କହିଛନ୍ତି,…

ବିଶ୍ୱକପ୍‌ ୨୦୨୩ରେ ସ୍ବତନ୍ତ୍ର ଅତିଥି ହେବେ ରଜନୀକାନ୍ତ, ବିସିସିଆଇ ଦେଲା ‘ଗୋଲ୍ଡେନ୍‌ ଟିକେଟ’

ନୂଆଦିଲ୍ଲୀ,୧୯।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ମଙ୍ଗଳବାର ସୁପରଷ୍ଟାର ରଜନୀକାନ୍ତଙ୍କୁ ଗୋଲ୍ଡେନ୍‌ ଟିକେଟ ପ୍ରଦାନ କରାଯାଇଛି। ଏହାଫଳରେ ସେ ଆସନ୍ତା ମାସରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ୨୦୨୩ରେ ବିଶିଷ୍ଟ ଅତିଥି ହେବେ। ଏନେଇ ବିସିସିଆଇ ନିଜର ଏକ୍ସ ଆକାଉଣ୍ଟରୁ…

ଶେଷ ହେଲା ଅନନ୍ତନାଗ ଏନ୍‌କାଉଣ୍ଟର: ଲଶ୍ମର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିହତ

ଅନନ୍ତନାଗ,୧୯।୯: ଗତ ସପ୍ତାହେ ଧରି ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟର ମଙ୍ଗଳବାର ଶେଷ ହୋଇଛି। ଏଥିରେ ଲଶ୍କର-ଏ-ତାଇବା କମାଣ୍ଡର ଉଜୈର ଖାନ୍‌ଙ୍କ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାଛଡ଼ା ଭାରତୀୟ ସେନାର ଦୁଇ ଅଫିସର ଏବଂ…

ବୁଲୁ ମହାରଣାଙ୍କ ଚନ୍ଦ୍ରାୟାନ ୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୧୯।୯(ଅମିତାଭ ବେହେରା ) କୋରାପୁଟ ଜ଼ିଲାର ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ଚାଲିଥିବାବେଳେ ସହରର ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସ ଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପର ଚନ୍ଦ୍ରାୟାନ ୩ ଆକାରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri