Home Left

ବାସଭବନରେ ତ୍ରିରଙ୍ଗା ଉଡାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ୭୭ ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ବାସଭବନରେ ତ୍ରିରଙ୍ଗା ଉଡାଇଛନ୍ତି। ସେହି ସମୟରେ ସିଆରପିଏଫ୍‌ ଯବାନ ଏବଂ ଅଫିସ କର୍ମଚାରୀଙ୍କ ଉପସ୍ଥିତ ଥିଲେ। ଏହା ପରେ ସେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ପହଞ୍ଚିଥିଲେ।…

ଦିନିକିଆ ଟିମରେ ହେବ ତିଳକ ବର୍ମାଙ୍କ ଏଣ୍ଟ୍ରି: ୨୦ ଅଗଷ୍ଟରେ ହେବାକୁ ଯାଉଛି ବଡ ଘୋଷଣା

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଯାତ୍ରା ଶେଷ ହେବା ପରେ ବର୍ତ୍ତମାନ ଟିମ ଇଣ୍ଡିଆକୁ ୧୮ଅଗଷ୍ଟରୁ ଆୟର୍ଲାଣ୍ଡ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବାକୁ ପଡିବ। ଏଥି ସହିତ ଏହା ପରେ ଆୟୋଜିତ ହେବାକୁ ଥିବା ଏସିଆ କପକୁ…

ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା

ପୁରୁଷୋତ୍ତମପୁର,୧୫।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସ୍ବାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ଆସିଷ୍ଟାଣ୍ଟ ସେସନ୍‌ ଜଜ ଶରତ କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସମ୍ବୋଧନ ସମୟରେ ସୁରକ୍ଷାରେ ତ୍ରୁଟି

ପାଟନା,୧୫।୮: ପାଟନାର ଗାନ୍ଧୀ ମଇଦାନରେ ୭୭ ତମ ସ୍ବାଧୀନତା ଦିବସ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସମାରୋହରେ ସୁରକ୍ଷାରେ ତ୍ରୁଟି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ…

‘ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ’

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ୭୭ତମ ସ୍ବାଧୀନତା ଦିବସ ଧୂମ୍‌ଧାମରେ ପାଳନ କରାଯାଇଛି। ଏହି ଅବସରରେ ପଲ୍ଲିଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇଥିଲା। ଦାରିଙ୍ଗବାଡି ହେଲିପ୍ୟାଡ଼ରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା।…

ଶ୍ରୀଲଙ୍କା କ୍ରିକେଟରଙ୍କ ବିଦେଶ ଯାତ୍ରାରେ କଟକଣା

କଲମ୍ବୋ, ୧୫ା୮: ଶ୍ରୀଲଙ୍କାର ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସଚିତ୍ର ସେନାନାୟକେ ମ୍ୟାଚ ଫିକ୍ସିଂରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଫଳତଃ ସ୍ଥାନୀୟ ଏକ କୋର୍ଟ ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କରିଛି। ୩୮ ବର୍ଷୀୟ ସେନାନାୟକେ ୨୦୧୨…

ସଚିନ କି କୋହଲି ନୁହେଁ, ଏହି କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୫।୮: କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାନୀ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ତାଙ୍କ ପ୍ରିୟ କ୍ରିକେଟର ଭାବରେ ବାଛିଛନ୍ତି। ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ସେ ଏହା ପ୍ରକାଶ କରିଛନ୍ତି। ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ…

ଆୟର୍ଲାଣ୍ଡ ବାହାରିଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦଳର ପରବର୍ତ୍ତୀ ଯାତ୍ରା ଆୟର୍ଲାଣ୍ଡ ହେବ। ଏହି ଯାତ୍ରା ମାଧ୍ୟମରେ ଦଳର ଷ୍ଟାର ଦ୍ରୁତବୋଲର ଜସପ୍ରୀତ ବୁମ୍‌ରା ପ୍ରତ୍ୟାବର୍ତ୍ତନ କରିବେ। ଯେଉଁଠାରେ ସେ ଦଳର ଦାୟିତ୍ୱ ତୁଲାଇବେ। ସେପ୍ଟେମ୍ବର ୨୦୨୨ରେ ବୁମ୍‌ରା ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ବର୍ତ୍ତମାନ…

ନିଜର ସ୍ବାର୍ଥକୁ ବଳିଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବା ଆବଶ୍ୟକ: ମନ୍ତ୍ରୀ ଅତନୁ ସବ୍ୟସାଚୀ

ରାୟଗଡା,୧୫।୮(ଭାଗ୍ୟଶ୍ରୀ ମିଶ୍ର): ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଙ୍ଗଳବାର ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ମୁଖ୍ୟ ଅତିଥି ଭାବେ…

ଏସିଆ କପ ପୂର୍ବରୁ ଆଫଗାନିସ୍ତାନ ନେଲା ବଡ ନିଷ୍ପତ୍ତି, ଘରୋଇ କ୍ରିକେଟର ପୂର୍ବତନ ଖେଳାଳିଙ୍କୁ ଦେଲା ଏହି ଦାୟିତ୍ୱ

କାବୁଲ,୧୫।୮: ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ତାଙ୍କ ଦଳର କୋଚିଂ ଷ୍ଟାଫରେ ଜଣେ ନୂତନ ସଦସ୍ୟଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଘରୋଇ କ୍ରିକେଟର ପୂର୍ବତନ ଖେଳାଳି ମିଳାପ…

ଛାତ୍ରୀଛାତ୍ରଙ୍କୁ ବଣ୍ଟନ ହୋଇ ନ ଥିଲା ୟୁନିଫର୍ମ

ନୟାଗଡ଼,୧୫ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ସୋମବାର ରଣପୁର ବ୍ଲକର ଗଡ଼ବାଣିକିଲୋ ନୋଡାଲ ହାଇସ୍କୁଲ ଓ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଦୁଇ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଉତ୍ତର ପାଇବା ପରେ…

କୃଷ୍ଣ ଜନ୍ମଭୂମି ନିକଟରେ ଭଙ୍ଗାରୁଜା ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ, ଅଗଷ୍ଟ ୧୬ରେ ହେବ ଶୁଣାଣି

ଲକ୍ଷ୍ନୌ,୧୫।୮: ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଭଙ୍ଗାରୁଜା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଗଷ୍ଟ ୧୬ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛି ଯେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri