ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ
ନୂଆଗାଁ,୪।୧୦(ଧନେଶ୍ୱର ସାହୁ)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ଗଠନ କରିବାର ସଂକଳ୍ପ ନେଇଛନ୍ତି ସରକାର । ସେଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବା ସହ କର୍ମଚାରୀ ନିୟୋଜିତ କରି ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି…
ଏଡୁନମ୍ ପକ୍ଷରୁ ପ୍ରି ଡିପାର୍ଚର ସେରେମନି
ଭୁବନେଶ୍ୱର,୪।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଡୁନାମ ପକ୍ଷରୁ ଏକ ପ୍ରି ଡିପାର୍ଚର ସେରେମନି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସମ୍ଭାବ୍ୟ ଡାକ୍ତରୀ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବିଦାୟ ସମ୍ବର୍ଦ୍ଧନା…
ଏଚ୍ସିଆଇଏଲ୍ର ନୂତନ ଫେଷ୍ଟିଭ ଏଡିଶନ
ଭୁବନେଶ୍ୱର,୪॥୧୦ (ଅଭୟ ଦାଶ): ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ନୂତନ ଫେଷ୍ଟିଭ ଏଡିସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ହୋଣ୍ଡାର ଅଗ୍ରଣୀ ବ୍ରାଣ୍ଡ୍ ହୋଣ୍ଡା ସିଟି (ଏଲେଗାଣ୍ଟ ଏଡିଶନ) ଏବଂ ହୋଣ୍ଡା ଆମେଜ (ଏଲାଇଟ ଏଡିଶନ)…
ଶୁକଳଗାଡ଼ିଆ ଜଳବିଭାଜିକାରେ ଦୁର୍ନୀତି
ନୟାଗଡ଼,୪।୧୦(ଲୋକନାଥ ମିଶ୍ର)ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ନୟାଗଡ଼ ବ୍ଲକ ଶୁକଳଗାଡ଼ିଆ ମଞ୍ଚେଶ୍ୱର ପୋଖରୀ କାମରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି ।ଉକ୍ତ କାମ ଜୟ ଜଗନ୍ନାଥ ଜଳ ବିଭାଜିକା ଚମ୍ପତିପୁର କମିଟି ନାଁରେ କରାଯାଇଥିବା ଦର୍ଶାଯାଇଛି ।…
ଲାଇଫ ଷ୍ଟାଇଲ୍ର ପୂଜା ସମ୍ଭାର
ଭୁବନେଶ୍ୱର,୪।୧୦: ଲାଇଫ୍ଷ୍ଟାଇଲ୍ର ବହୁ ପ୍ରତୀକ୍ଷିତ ‘ପୂଜା ସମ୍ଭାର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଲାଇଫ ଷ୍ଟାଇଲ୍ ପୂଜା ସମ୍ଭାରରେ ଆକର୍ଷଣୀୟ ପୋଷାକ ପ୍ରଦାନ କରୁଛି, ଯାହା ଉତ୍ସବର ସମୃଦ୍ଧ ପରମ୍ପରାକୁ ଗ୍ରହଣ କରିବାର ଆବଶ୍ୟକତା ପୂରଣ କରିବ। ଆଧୁନିକ ସିଲ୍ହୋଟ୍ରେ…
ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍ ଟୁର୍ ଉନ୍ମୋଚିତ
ଭୁବନେଶ୍ୱର,୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ଗୋଲ୍ଡ ୱିଙ୍ଗ୍ ଟୁର୍ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏଚ୍ଏମ୍ଏସ୍ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି…
ଜେଜେଭିର ନୂତନ ଅଭିଯାନ
ଭୁବନେଶ୍ୱର,୪।୧୦: ଜନ୍ସନ୍ ଆଣ୍ଡ ଜନ୍ସନ୍ ଭିଜନ (ଜେଜେଭି)ର ନୂତନ ଅଭିଯାନ ‘ଆକ୍ୟୁଭ୍ୟୁ ସେ ପୁଛୋ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଭିଯାନ ଜରିଆରେ ବଲିଉଡ୍ ଅଭିନେତା ରଣବୀର ସିଂ ବ୍ରାଣ୍ଡ୍ର ଲେନ୍ସର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା…
୧୪ ହାତୀ ଚଲାପଥରୁ ୧୦ ଅଚଳ
ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ କେତୋଟି ହାତୀ ଚଲାପଥ ବା ଏଲିଫ୍ୟାଣ୍ଟ କରିଡର ରହିଛି, ସେ ନେଇ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ହସ୍ତଗତ ହୋଇ ପାରିନାହିଁ। ବିଭିନ୍ନ ସଂସ୍ଥା ଦ୍ୱାରା ଓଡ଼ିଶାର ହାତୀ ଚଲାପଥଗୁଡିକୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରାଯାଇଛି। ଗତ…
ସୂତାର ଏକ୍ସକ୍ଲୁସିଭ ରିଟେଲ ଆଉଟ୍ଲେଟ୍
ନୂଆଦିଲ୍ଲୀ,୪।୧୦: ହୋମ୍-ଗ୍ରାଉନ ଆର୍ଟିସ୍ନାଲ ବ୍ରାଣ୍ଡ୍ ସୂତା’ର ନୂତନ ଏକ୍ସକ୍ଲୁସିଭ ରିଟେଲ ଆଉଟ୍ଲେଟ (ଷ୍ଟୋର) ଭୁବନେଶ୍ୱରର ସାମନ୍ତବିହାର ଗଜପତିନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏ ସମ୍ପର୍କରେ ସୂତା’ର ସହପ୍ରତିଷ୍ଠାତା ସୁଜାତା ବିଶ୍ୱାସ କହିଛନ୍ତି, ଆମେ ଏକ ଶାଢ଼ି ସହିତ ଆମର ଗ୍ରାହକଙ୍କ…
ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର,୪।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
୨୦୨୩-୨୪ ରେ ଜିଡିପି ୬.୩%କୁ ବୃଦ୍ଧି ପାଇବ
ଭୁବନେଶ୍ୱର,୪।୧୦(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ହାର ୬.୩%କୁ ବୃଦ୍ଧି ପାଇବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ୨୦୨୩ ଅକ୍ଟୋବର ପାଇଁ ଏହାର ‘ଇଣ୍ଡିଆ ଡେଭଲପମେଣ୍ଟ ଅପ୍ଡେଟ୍’ରେ ଏହି…
ତ୍ରିପୁରାର ଏନ୍ଏଲ୍ଏଫ୍ଟି, ଏଟିଟିଏଫ୍ ନିଷିଦ୍ଧ ଘୋଷିତ
ନୂଆଦିଲ୍ଲୀ,୪ା୧୦(ପି.ଟି.): କେନ୍ଦ୍ର ସରକାର ମଙ୍ଗଳବାର ନ୍ୟାଶନାଲ ଲିବରେଶନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନ୍ଏଲ୍ଏଫ୍ଟି) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ୍)କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ୨ ଉଗ୍ରପନ୍ଥୀ ସଙ୍ଗଠନ ଓ ଏହା ସହ ଅନୁବନ୍ଧିତ ଗୋଷ୍ଠୀଗୁଡ଼ିକ ଉପରେ ମଧ୍ୟ…
Archives


