ଗୁଗ୍ଲ ମ୍ୟାପ ଦେଖି ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଜଣେ ବ୍ୟକ୍ତି: ପରିସ୍ଥିତି ଏମିତି ହେଲା ଡାକିବାକୁ ପଡ଼ିଲା ପୋଲିସ
ବେଙ୍ଗାଲୁରୁ,୩୦।୧: କର୍ନାଟକର ଓଟି ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗଲ ମ୍ୟାପ ବ୍ୟବହାର କରିବା ମହଙ୍ଗା ପଡିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ,…
ଆତଙ୍କବାଦୀ ସଂଗଠନ ସିମି ଉପରେ ନିଷେଧାଦେଶ ଆଉ ୫ ବର୍ଷ ବଢ଼ିଲା
ନୂଆଦିଲ୍ଲୀ,୩୦।୧: କେନ୍ଦ୍ର ସରକାର ୟୁଏପିଏ ଆଇନ ବଳରେ ଆତଙ୍କବାଦୀ ସଂଗଠନ ଷ୍ଟୁଡେଣ୍ଟସ ଇସ୍ଲାମିକ୍ ମୁଭ୍ମେଣ୍ଟ ଅଫ୍ ଇଣ୍ଡିଆ (ସିମି) ଉପରେ ଲାଗୁ ହୋଇଥିବା ନିଷେଧାଦେଶକୁ ଆଉ ୫ ବର୍ଷ ବଢ଼ାଇଦେଇଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ…
ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ରେକର୍ଡ ଲିକ୍ କରିବା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ
ଓ୍ବାଶିଂଟନ,୩୦।୧: ଆମେରିକାର ପୂର୍ବତନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଲୋକଙ୍କ ଟ୍ୟାକ୍ସ ରେକର୍ଡ ଚୋରି ଏବଂ ଲିକ୍ କରିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ଡାକ୍ତରଙ୍କୁ ନିସ୍ତୁକ ଛେଚିଲେ ସମ୍ପର୍କୀୟ
ବଲାଙ୍ଗୀର, ୩୦।୧- (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ରେ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ପରିବାର ଲୋକେ…
ବରମୁଣ୍ଡା ନୂଆ ବସ୍ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ
ଭୁବନେଶ୍ୱର,୩୦।୧: ବରମୁଣ୍ଡା ପୁରୁଣା ବସ୍ ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍ ଟର୍ମିନାଲ ଆରମ୍ଭ ହେଉଛି। ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସ ଟର୍ମିନାଲ ହେଲେ ଯାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି। ତେବେ ଏହାର…
୨୦୨୫ ଏସିଆ କପ: ଏଥର ଦିନିକିଆ ବଦଳରେ ଟି -୨୦ ଫର୍ମାଟରେ ଖେଳାଯିବ, ହୋଷ୍ଟ କରିପାରେ ଏହି ଦେଶ
ନୂଆଦିଲ୍ଲୀ,୩୦।୧: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ ୨୦୨୩ ଟାଇଟଲ ଜିତିଥିଲା । ତେବେ ଏସିଆ କପ ୨୦୨୫ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏସିଆ କପ ୨୦୨୫ର ଫର୍ମାଟ ବଦଳିଯିବ। ବାସ୍ତବରେ…
ସେଲିବ୍ରେଶନ ପାଇଁ ପ୍ରସ୍ତୁତ ହୁଅ: କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୩୦।୧: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସରଫରାଜ ଖାନଙ୍କୁ ସାମିଲ କରାଯାଇଛି। କେଏଲ ରାହୁଲ ଏବଂ ଜାଡେଜା ଆହତ ହେବାରୁ ସରଫରାଜ ଖାନ, ୱାଶିଂଟନ ସୁନ୍ଦର ଏବଂ ସୌରଭ କୁମାରଙ୍କୁ ଦଳରେ ସାମିଲ କରାଯାଇଛି। ଦଳରେ ସରଫରାଜଙ୍କୁ…
ଭାରତକୁ ୫-୦ରେ ପରାସ୍ତ କରିବ ଇଂଲଣ୍ଡ, ରୋହିତ ଶର୍ମାକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୩୦।୧: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମ ଇନିଂସରେ ଭାରତ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଦଳ ବିଫଳ ହୋଇଥିଲା। ଦ୍ୱିତୀୟ ଟେଷ୍ଟ…
ହସ୍ପିଟାଲରେ ପ୍ରେମିକଙ୍କୁ ବିବାହ କରିବାର ୧୮ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ, କନ୍ଦାଇଦେବ ଏହି ପ୍ରେମ କାହାଣୀ
ସୋସିଆଲ ମିଡିଆରେ ଏକ ଦମ୍ପତିଙ୍କ ପ୍ରେମର ଏକ ନିଆରା କାହାଣୀ ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖଇରେ ବି ଲୁହ ଆସିଯିବ। ପ୍ରକୃତରେ, ଜଣେ ଅସୁସ୍ଥ ମହିଳା ନିଜ ପ୍ରେମିକଙ୍କୁ ଡାକ୍ତରଖାନାରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ବିବାହ…
ସୁଖଦ ଅନୁଭୂତି ନେଇ ଫେରିଲେ ଭକ୍ତ
ପୁରୀ,୩୦ା୧(ଅଜିତ୍ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଯେପରି ରାଜ୍ୟର ସମସ୍ତ ଜିଲାରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲି ସୁଖଦ ଅନୁଭୂତି ନେଇ ଫେରିବେ ସେ…
ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ମାମଲା: ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ
କଟକ,୩୦ା୧ (କାର୍ତ୍ତିକ ସାହୁ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନାରୀଙ୍କ ପକ୍ଷରୁ ହାଇକୋର୍ଟରେ ସୋମବାର ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ ନ କରି ବିଭିନ୍ନ ଆଳ ଦେଖାଇ ପ୍ରସଙ୍ଗକୁ ଏଡ଼ାଇ…
ମୋ ସ୍କୁଲ୍ର ବିଶ୍ୱ ରେକର୍ଡ ଯୋଜନା
ଭୁବନେଶ୍ୱର, ୩୦।୧(ଅସମାପିକା ସାହୁ):ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ମୋ ସ୍କୁଲ ଅଭିଯାନ ଏକ ବିଶ୍ୱ…

