ଫି’ କମାଇଲେ ରଣବୀର କପୁର
ମୁମ୍ବାଇ: ନିକଟରେ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନମିଲ’ର ଟିଜର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏହା ବେଶ୍ ଟ୍ରେଣ୍ଡ୍ କରୁଛି। ବର୍ତ୍ତମାନ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଏବଂ ପିଙ୍କ୍ଭିଲ୍ଲା ରିପୋର୍ଟ ଅନୁଯାୟୀ, ଫିଲ୍ମର ମୂଲ୍ୟ…
ଜ୍ୟୋତିରାଦିତ୍ୟଙ୍କୁ ମିଳିବ ବିଧାୟକ ଟିକେଟ ତେବେ କ’ଣ…
ଭୋପାଳ,୧।୧୦: ବିଧାନସଭା ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ତାଙ୍କୁ ଟିକେଟ ଦେଇ ଭାଜପା କେବଳ ଗ୍ବାଲିଅର ଚାମ୍ବଲ ଡିଭିଜନ ନୁହେଁ ମାଲଭାନଚାଲରେ ମଧ୍ୟ ଲାଭବାନ ହୋଇପାରିବ ବୋଲି ବିଶ୍ୱାସ ରହିଛି। ତେବେ କଂଗ୍ରେସ ଭାଜପାର ଏହି ଦାବିକୁ…
ଏସ୍ବିଆଇ ଏଟିଏମ୍ରୁ ଲୁଟ୍
ବାଲେଶ୍ୱର,୧।୧୦(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ରେମୁଣା ଅଞ୍ଚଳରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏକ ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମକୁ ସମ୍ପୂର୍ଣ କାଟିଦେଇଛନ୍ତି । ଅନ୍ୟପକ୍ଷେ ଏହି ଏଟିଏମ୍ଟି ଫାଣ୍ଡିରୁ ୩୦ ମିଟର…
ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ
ଅହମଦାବାଦ,୧।୧୦: ଅହମଦାବାଦରୁ ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନରେ ଦୁର୍ବବ୍ୟହାର ଅଭିଯୋଗରେ ଶନିବାର ଜଣେ ୨୭ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପାଟନାରେ ଗିରଫ କରାଯାଇଥିଲା। ଅଟକ ଥିବା ବ୍ୟକ୍ତିଙ୍କୁ ‘ବିଶେଷ ଆବଶ୍ୟକତା’ ଥିବା ବ୍ୟକ୍ତି ଭାବରେ ଚିହ୍ନଟ କରାଯାଇଛି,…
‘ଆନିମଲ’ ପାଇଁ ଫି’ କମାଇଲେ ରଣବୀର
ମୁମ୍ବାଇ: ଅଭିନେତା ରଣବୀର କପୁର ଅଭିନୀତ ‘ଆନିମଲ’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ରଣବୀରଙ୍କ ଜନ୍ମଦିନରେ ନିର୍ମାତା ଚଳଚ୍ଚିତ୍ରର…
ସ୍ବଚ୍ଛତା ଅଭିଯାନ: ଏକ ତାରିଖ,ଏକ ଘଣ୍ଟା, ଏକା ସାଙ୍ଗେ ଏକାଠି ହେଲା ସାରା ଦେଶ, କେନ୍ଦ୍ର ମନ୍ତ୍ରୀ ଲଗାଇଲେ ଝାଡୁ
ନୂଆଦିଲ୍ଲୀ,୧।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜୟନ୍ତୀ ପୂର୍ବରୁ ସାରା ଦେଶରେ ରବିବାର ଅର୍ଥାତ୍ ଅକ୍ଟୋବର ୧ରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯାନ ପାଇଁ ୧ ଅକ୍ଟୋବରରେ…
ଜଙ୍ଗଲ ରାଜାଙ୍କ ଭିନ୍ନ ରୂପ, ଶିକାର ପରିବର୍ତ୍ତେ କଲେ ଏମିତି, ଭିଡିଓ ଦେଖିଲେ…
ଜଙ୍ଗଲର ରାଜା ସିଂହ ସବୁଠାରୁ ଭୟଙ୍କର ଶିକାରକାରୀ ଭାବରେ ଜଣାଶୁଣା। ମାତ୍ର ଜଙ୍ଗଲ ରାଜାଙ୍କୁ ଯଦି ଭାବପ୍ରବଣ ଏବଂ ସ୍ନେହପୂର୍ଣ୍ଣ ଭାବନାରେ ଦେଖନ୍ତି ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ସିଂହ କିମ୍ବା ସିଂହୀ ସେମାନଙ୍କ ପିଲାମାନଙ୍କ ପ୍ରତି ଯେତେ ଭଲ ପାଆନ୍ତି,…
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ମୁଖ୍ୟମନ୍ତ୍ରୀ କେସିଆର, ମନ୍ତ୍ରୀ କରିବେ ସ୍ବାଗତ
ହାଇଦ୍ରାବାଦ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନା ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟକୁ ଅନେକ ବିକାଶମୂଳକ ପ୍ରକଳ୍ପ ପ୍ରଦାନ କରିବେ। ତେବେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଜଣାପଡିଛି।…
ଅନୁଷ୍କାଙ୍କ ଦ୍ୱିତୀୟ ଗର୍ଭ ନେଇ ଚର୍ଚ୍ଚା
ମୁମ୍ବାଇ: କ୍ରିକେଟର ବିରାଟ କୋହଲି ଓ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଏବେ ପୁଣିଥରେ ଶିଶୁର କ୍ରନ୍ଦନ ଶୁଣିବାକୁ ମିଳିବ। ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ଅନୁଷ୍କା। ସେ ଏବେ ଗର୍ଭବତୀ ଥିବା ନେଇ ଏକ ରିପୋର୍ଟରୁ…
କ୍ଷେତରେ ଜରୁରୀ ଅବତରଣ କଲା ସେନା ହେଲିକପ୍ଟର
ଭୋପାଳ,୧।୧୦: ମଧ୍ୟପ୍ରଦେଶର ଭୋପାଳରେ ଶନିବାର ବାୟୁସେନାର ଏୟାର ସୋ ସଫଳ ହୋଇଥିଲା। ରବିବାର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ଏକ ସେନା ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିବାକୁ ପଡିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା କରିବାକୁ…
କପେ କଫି ଆଣେ ଫୂର୍ତ୍ତି
କପେ କଫି ପିଇବା ଦ୍ୱାରା ମନରେ ଫୂର୍ତ୍ତି ଆସିଥାଏ। ତେଣୁ ଲୋକେ କଫି ପିଇବାକୁ ପସନ୍ଦ କରିଥା’ନ୍ତି। କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି…
୫ ଫୁଟ ୩ ଇଞ୍ଚର ଚପଲ
ପରିସ୍ଥିତି ଯାହା ହେଉନା କାହିଁକି ସ୍ବପ୍ନ ବଡ଼ ହେବା ଉଚିତ। ଏମିତି ଏକ ଖବର ମଧ୍ୟପ୍ରଦେଶର ବୁରହାନପୁରରୁ ଆସିଛି। ବାସ୍ତବରେ ନୟାମତପୁର ଅଞ୍ଚଳରେ ରହୁଥିବା ଚପଲ ନିର୍ମାତା ରମେଶ ଦାଶରଥ ଚିତ୍ରେ ତାଙ୍କ ନାମ ଗିନିଜ ବୁକ୍ରେ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି।…
Archives


