Home Left

ଫ୍ଲାଇଙ୍ଗ କିସ୍‌ ଦେଇ ମନ ଜିଣିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ପରିବାର ସହ ପ୍ୟାରିସ୍‌ରେ ଅଛନ୍ତି। ରବିବାର ଆୟୋଜିତ ହୋଇଥିବା ‘ପ୍ୟାରିସ୍‌ ଫ୍ୟାଶନ ୱିକ୍‌’ରେ ସେ ଭାଗ ନେଇଥିଲେ। ଲ’ରିଅଲ୍‌ର ଭାରତୀୟ ଆମ୍ବାସାଡ଼ାର ହୋଇ ଅଭିନେତ୍ରୀ ପ୍ରତିବର୍ଷ…

ଚର୍ଚ୍ଚ ଛାତ ଭୁଶୁଡ଼ି ୧୦ ମୃତ, ୬୦ ଆହତ

କୁଇଡାଡ୍‌ ମାଡେରୋ,୨ା୧୦: ମେକ୍ସିକୋର ଏକ ମସ୍‌ଜିଦରେ ସମାବେଶ ଚାଲିଥିବା ବେଳେ ଛାତ ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ୬୦ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ମୃତଦେହ ରହିଥିବା ଆଶଙ୍କାରେ ସୋମବାର ଉଦ୍ଧାରକାରୀ ଟିମ୍‌ ଖୋଜାଖୋଜି କରିଥିଲେ। ଛାତ ଭୁଶୁଡ଼ିବା…

କାନ୍ଥ ତଳେ ଚାପି ହୋଇ ଶିଶୁ କନ୍ୟାଙ୍କ  ମୃତ୍ୟୁ 

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ  ଆମପାଣି ଥାନା ଅଧୀନରେ ଥିବା କୁସୁମଖୁଣ୍ଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ଥିବା ପରିତ୍ୟକ୍ତ କ୍ଲବ ଘର କାନ୍ଥ ଭୁଶୁଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,…

ବାହାରିଥିଲେ ସ୍କୁଲ, ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨।୧୦ (ସୂର୍ଯ୍ୟକାନ୍ତ ବେହେରା) : ଗାନ୍ଧୀ ଜୟନ୍ତୀରେ ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗମାନଙ୍କ ସହ ପୋଖରୀରେ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ବୁଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାର…

ସବ୍‌ଜୁନିୟର ବାଳିକା, ବାଳକ ହକି ଦଳ ଘୋଷିତ

ନୂଆଦିଲ୍ଲୀ,୨ା୧୦: ନେଦରଲାଣ୍ଡ୍ସ ଟୁର୍‌ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ବାଳିକା ବାଳକ ଦଳ ଘୋଷଣା କରିଛି। ଭାରତୀୟ ସବ୍‌ ଜୁନିୟର ଦଳ ପ୍ରଥମ ଥର ପାଇଁ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଖେଳିବ। ଟୁର୍‌ରେ ଉଭୟ ଦଳ ନେଦରଲାଣ୍ଡ୍ସର ୧୮ ବର୍ଷରୁ କମ୍‌…

ମଙ୍ଗଳବାରଠୁ ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୨।୧୦(ଅସମାପିକା ସାହୁ): ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ତାରିଖ ସନ୍ଧ୍ୟା ୫ଟା ଭିତରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ। ୧୦ତାରିଖ ଅପରାହ୍ନ…

କୋଲକାତା ଆସିବେ ରୋନାଲ୍‌ଡିନୋ

କୋଲକାତା,୨ା୧୦: ଦୁର୍ଗାପୂଜା ମହୋତ୍ସବ ପୂର୍ବରୁ ବ୍ରାଜିଲର ଫୁଟ୍‌ବଲ କିମ୍ବଦନ୍ତୀ ରୋନାଲ୍‌ଡିନୋ କୋଲକାତା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୪୩ ବର୍ଷୀୟ ରୋନାଲ୍‌ଡିନୋ ଅକ୍ଟୋବର ମଧ୍ୟ ଭାଗରେ କୋଲକାତା ଆସୁଥିବା ତାଙ୍କ ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। କୋଲକାତାରେ…

୬ଲକ୍ଷ ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

ଟେନ୍‌ସା,୨ା୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ରବିବାର ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୃତଦେହ ଉଠାଇବାକୁ ଦେଇ ନ ଥିଲେ। ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିବାରୁ କୋଇଡା ପୋଲିସ…

ବୋହୂଙ୍କ ସହିତ ଝଗଡ଼ା କରି ଆସିଥିଲେ: ମିଳିଲା ଝୁଲନ୍ତା ମୃତଦେହ

ମୋରଡା,୨।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଉଲିଡ଼ିହି ଗ୍ରାମରେ ସୋମବାର ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଉଲିଡ଼ିହି ଗ୍ରାମର ସାଉନା ମୁର୍ମୁ (୫୫)। ମିଳିଥିବା ସୂଚନା ମୁତାବକ,…

ଏମ୍‌କେସିଜି କ୍ୟାନସର୍‌ ୟୁନିଟ ନିର୍ମାଣ କାର୍ଯ୍ୟର ସମୀକ୍ଷା

ବ୍ରହ୍ମପୁର,୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): କ୍ୟାନସର୍‌ ପୀଡ଼ିତଙ୍କୁ ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇବା ପାଇଁ ଏମ୍‌କେସିଜି ମେଡିକାଲ ପରିସରରେ ଏକ କ୍ୟାନସର୍‌ କେୟାର୍‌ ୟୁନିଟ୍‌ ତିଆରି କରାଯାଉଛି। ପ୍ରାୟ ୭୬ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ଏହି ହସ୍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ…

ଲକ୍ଷ୍ମୀ ଯୋଜନାକୁ ବିରୋଧ, ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ

କୋରାପୁଟ,୨ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ଡାକରା ଦିଆଯାଇଥିବା ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ ପରିପେକ୍ଷୀରେ କୋରାପୁଟ ଜିଲାରେ ସମସ୍ତ…

ଜାତିଭିତ୍ତିକ ଜନଗଣନାକୁ ନେଇ କ’ଣ କହିଲେ ରାହୁଲ

ନୂଆଦିଲ୍ଲୀ,୨।୧୦: ବିହାରର ନୀତୀଶ ସରକାର ସୋମବାର ଜାତି ସର୍ଭେ ତଥ୍ୟ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ ବିହାରର ଜନଗଣନା ଅନୁଯାୟୀ ଓବିସି + ଏସସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri