Home Left

ଅରୂପାନନ୍ଦ ଦାସ ହେଲେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ

କଟକ,୩ା୨(କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ ଭାବେ ପରିଷଦର ସଦସ୍ୟ ଆଇନଜୀବୀ ଅରୂପାନନ୍ଦ ଦାସ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଶ୍ରୀ ଦାସ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଅଛନ୍ତି। ସେ…

ପାହାଡ଼ ଉପରୁ ଖସିଲା ପ୍ରୋକଲିନ୍‌, ଚାଲିଗଲା ଚାଳକଙ୍କ ଜୀବନ

ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ଼ରେ ଶନିବାର ଏକ ଅଘଟଣ ଘଟିଛି। ପାହାଡ଼ ଉପରୁ ପ୍ରୋକଲିନ ଖସି ପଡ଼ିବାରୁ ଚାଳକଙ୍କ ଜୀବନ ଚାଲିଯାଇଛି। ଖବରପାଇ ସଦର ପୋଲିସ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ…

ମହିଳାଙ୍କୁ ଘୋଷାଡ଼ି ନେଇ ଚାପିଦେଲା ହାଇଓ୍ବା, ଜଣେ ଗୁରୁତର

ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ-ବାଘମାରୀ ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସ୍କୁଟିରେ ଭୁବନେଶ୍ୱର ଅଭିମୁଖେ ଦମ୍ପତି ଯାଉଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ୫୦ ମିଟର ଘୋଷାଡ଼ି…

Video: ଦ୍ୱିତୀୟ ସନ୍ତାନର ବାପା ମା’ ହେବାକୁ ଯାଉଛନ୍ତି ବିରାଟ-ଅନୁଷ୍କା, ଖୁଲାସା କଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୩।୨: ବହୁଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଆଲୋଚନା ମଧ୍ୟରେ ଏହି ଖବରକୁ ସୁନିଶ୍ଚିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ ଅଧିନାୟକ ଏବି ଡି ଭିଲିୟର୍ସ। ଆଫ୍ରିକୀୟ କ୍ରିକେଟର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛନ୍ତି ଯେ ଅନୁଷ୍କା ଏବଂ…

୧୯୯୦ରେ ରାମ ରଥଯାତ୍ରାର ମୁଖ୍ୟ ପୁରୋଧା ସାଜିଥିଲେ ଆଡଭାନୀ, ଦେଇଥିଲେ ‘ମନ୍ଦିର ଓ୍ବହିଁ ବନାଏଗେଁ’ ସ୍ଲୋଗାନ…

ନୂଆଦିଲ୍ଲୀ,୩।୨: ଭାରତୀୟ ଜନତା ପାର୍ଟୀ(ଭାଜପା)ର ବରିଷ୍ଠ ନେତା ତଥା ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ ଘୋଷଣା ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଭାଜପାର ସଂସ୍ଥାପକ ସଦସ୍ୟ ଆଡଭାନୀ…

ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଶୁକ୍ରବାର ଦେହାନ୍ତ ପୁଣି ଆଜି ଜୀବିତ ଥିବା ଖବର ବେଶ୍‌ ଚର୍ଚ୍ଚା ହେଉଛି। ଶୁକ୍ରବାର ଅଭିନେତ୍ରୀଙ୍କ ମ୍ୟାନେଜର କହିଥିଲେ, ପୁନମ ସବୁଦିନ ପାଇଁ ଏ ଦୁନଆରୁ ବିଦାୟ ନେଇଛନ୍ତି। ତାଙ୍କର ସର୍ଭାଇକାଲ କ୍ୟାନସରରେ…

କେନ୍ଦ୍ର ସରକାର ଦେଉନାହାନ୍ତି ବକେୟା, ରାତି ସାରା ଧାରଣାରେ ବସି ରହିଲେ ମମତା

କୋଲକାତା,୩।୨: ବିଭିନ୍ନ ସମାଜ କଲ୍ୟାଣ ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ଥିବା ବକେୟା ଦାବି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ଶନିବାର ମଧ୍ୟ ଅନୁରୂପ ଭାବେ ଦଳର ନେତାମାନଙ୍କ ସହ କୋଲକାତାର ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତୀ…

ଟେଷ୍ଟରେ ଇତିହାସ ରଚିଲେ ବୁମ୍ରା, କପିଲ ଦେବ-ଅଶ୍ୱିନଙ୍କ ରେକର୍ଡ ଭାଙ୍ଗିଲେ…

ବିଶାଖାପଟ୍ଟନମ,୩।୨ : ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବିଶାଖାପଟ୍ଟନମ ଟେଷ୍ଟରେ ବ୍ରିଟିଶ ବ୍ୟାଟ୍ସମ୍ୟାନଙ୍କୁ ପରାସ୍ତ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରର ଦଶମ ଥର ପାଇଁ ପାଞ୍ଚ ୱିକେଟ ନେଇଛନ୍ତି। ସେ ଚତୁର୍ଥ ୱିକେଟ ନେବା ମାତ୍ରେ ୧୫୦ ତମ…

ବସ୍‌ ପଛରୁ ପିଟିଲା ଟ୍ରକ୍‌: ୮ ଯାତ୍ରୀ ଗୁରୁତର

ଖୋର୍ଦ୍ଧା,୩।୨: ଖୋର୍ଦ୍ଧା ଜିଲା ବାଲୁଗାଁରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ପଛରୁ ଟ୍ରକ ଧକ୍କା ଦେବାରୁ ୮ ଯାତ୍ରୀ ଗୁରୁତର ହୋଇଛନ୍ତି। ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଏକ ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ…

୭୦୦ ଟଙ୍କାରେ ଥର୍‌ ଗାଡ଼ି କିଣିବାକୁ ଚାହୁଁଥିଲା ଏହି କୁନିପିଲା, ଆନନ୍ଦ ମହିନ୍ଦ୍ରା ଦେଲେ ଏପରି ସର୍‌ପ୍ରାଇଜ୍‌

ଯେତେବେଳେ ଆନନ୍ଦ ମହିନ୍ଦ୍ରାଙ୍କ ନାଁ ମନକୁ ଆସେ, ସେତେବେଳେ ଏକ୍ସୟୁଭି ୭୦୦ ପରି ଗାଡ଼ିକୁ ନେଇ ତାଙ୍କର ଆକର୍ଷଣୀୟ ଟୁଇଟ୍‌ ଦେଖିବାକୁ ମିଳେ। ମହିନ୍ଦ୍ରାର ମାଲିକ ଆନନ୍ଦ ମହିନ୍ଦ୍ରା। ଯିଏ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ଏପରି କିଛି ଟୁଇଟ୍‌…

ଡିଭାଇଡରରେ  ପିଟିହେଲା କାର୍‌

ଛତ୍ରପୁର,୩।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଭାଗ୍ୟଲକ୍ଷ୍ମୀନଗର ନିକଟ ଜାତୀୟ ରାଜପଥରେ ଶନିବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଡିିଭାଇଡରରେ ପିଟିହେଲା କାର। ଏଥିରେ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।…

୧୯ ଛୁଆଙ୍କୁ ଜନ୍ମ ଦେଇ ସାରିଲେଣି ଏହି ସିଙ୍ଗଲ ମଦର, ଏବେ ପୁଣି ଗର୍ଭବତୀ, କହିଲେ ଅସଲ କାରଣ…

ଦୁନିଆରେ ପିଲାମାନେ ଈଶ୍ବରଙ୍କ ଉପହାର ବୋଲି ବିବେଚନା କରାଯାଏ। ସନ୍ତାନ ଜନ୍ମ କରିବା ଭାଗ୍ୟର ସଙ୍କେତ। ଅନେକ ମହିଳା ପିଲାଟିଏ ପାଇବା ପାଇଁ କେତେ ଦିଅଁଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଏକ ଅନନ୍ୟ ମାମଲା ଦେଖିବାକୁ ମିଳିଛି, ଯିଏକି ଏପର୍ଯ୍ୟନ୍ତ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?