ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡାଦେଶ
କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା ଓରଫ କୁଲୁ ମୁଣ୍ଡା(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ ଜେଲ୍…
ମଣିପୁରରେ ପୁଣି ହିଂସା
ଇମ୍ଫାଲ,୫।୧୦: ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ରାଜ୍ୟର ଇମ୍ଫାଲ ପଶ୍ଚିମ ଜିଲାରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଥିବା ଗୁରୁବାର ପୋଲିସ କହିଛି। ଏହା ବ୍ୟତୀତ ଏହି ସମୟରେ ଅନେକ ରାଉଣ୍ଡ ଗୁଳି ଚାଳନା ମଧ୍ୟ କରାଯାଇଛି। ପୋଲିସ କହିଛି,…
ମଧ୍ୟ ପ୍ରଦେଶରେ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି
ଜବଲପୁର,୫।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବଲପୁରରେ ପହଞ୍ଚି ସେଠାରେ ୧୨,୬୦୦କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ଏହି ସମୟରେ ସେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ…
ପ୍ରେମିକଙ୍କ ହାତ ଧରିବେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ନିର୍ବନ୍ଧ ଫଟୋ
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଏବେ ହାତକୁ ଦି’ ହାତ ହେବାରେ ଲାଗିଛନ୍ତି। ନିକଟରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏମ୍ପି ରାଘବ ଚଢ଼ାଙ୍କୁ ବିବାହ କରିଥିବା ବେଳେ ଟିଭି ଅଭିନେତା ଅମିତ ଟଣ୍ଡନ ୧୬ ବର୍ଷ ପରେ ପୁଣିଥରେ ତାଙ୍କ ସ୍ତ୍ରୀ ରୁବି…
ଏହି କାରଣରୁ ଆଜି ପର୍ଯ୍ୟନ୍ତ କଶ୍ମୀର ଯାଇନାହାନ୍ତି କିଙ୍ଗ୍ ଖାନ
ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ଆଜିକାଲି ତାଙ୍କ ଚଳଚ୍ଚିତ୍ର ‘ଯବାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ୩୫ ବର୍ଷ ଧରି ବଲିଉଡର ଏକ ଅଂଶ ହୋଇ ରହିଆସିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦୦ଟି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଅଭିନେତା…
ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ, ୧୨ ଅକ୍ଟୋବରରେ ହେବ ଶୁଣାଣି
ନୂଆଦିଲ୍ଲୀ,୫।୧୦: ଦିଲ୍ଲୀର ମଦ ଦୁର୍ନୀତିରେ ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଦୀର୍ଘ ଯୁକ୍ତି ପରେ କୋର୍ଟ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ…
ଭାଜପା ମହିଳା ମୋର୍ଚ୍ଚାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ
ସୁନ୍ଦରଗଡ଼,୫ା୧୦(ଜୟନାରାୟଣ ମେଣ୍ଡୁଳି): ରାଉରକେଲାର ସହକାରୀ ଉପଜିଲପାଳ ସୁସ୍ମିତା ମିଞ୍ଜ ଓ ପୋଲିସ ଏଏସ୍ଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଗୁରୁବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଇଛି। ଫଳରେ ଏଠାରେ ସମସ୍ତ…
ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ୫ ରାଜ୍ୟରେ କେବେ ବି ହୋଇପାରେ ନିର୍ବାଚନ ତାରିଖ ଘୋଷଣା, ଆସନ୍ତା କାଲି ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୫।୧୦: ପାଞ୍ଚଟି ରାଜ୍ୟରେ ଯେକୌଣସି ସମୟରେ ନିର୍ବାଚନ ବିଗୁଲ ବାଜିପାରେ। ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗର ସୁନିଶ୍ଚିତତା ପାଇଁ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡାକିଛନ୍ତି। ନିର୍ବାଚନ ଆୟୋଗର ପୋଲିସ, ସାଧାରଣ ତଥା…
ଇନ୍ଦିରା ଗାନ୍ଧୀଙ୍କୁ ମହାପୁରୁଷ କହିଲେ ପ୍ରିୟଙ୍କା, ଭୁଲ୍ ବୁଝିବା ପରେ…
ଭୋପାଳ,୫।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି। ପ୍ରିୟଙ୍କା ଧରର ମୋହନଖେଡା ଠାରେ ଜୈନ ତୀର୍ଥସ୍ଥାନ ପରିଦର୍ଶନ କରି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣ ସମୟରେ ପ୍ରିୟଙ୍କା ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ…
ଦମ୍ପତିଙ୍କୁ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ନିଶ୍ଚିନ୍ତକୋଇଲି,୫ା୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ବଜାରରେ ଥିବା ଏକ ଚା’-ଜଳଖିଆ ଦୋକାନର ମାଲିକ ଓ ତାଙ୍କ ସ୍ତ୍ରୀ ଦୋକାନ ଘରେ ଶୋଇଥିବା ଅବସ୍ଥାରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ସ୍ବାମୀ ହରେକୃଷ୍ଣ ପୃଷ୍ଟିଙ୍କର ମୃତ୍ୟୁ ଘଟିଥିବା…
ଜାପାନରେ ୬.୬ ତୀବ୍ରତାର ଭୂକମ୍ପ, ସୁନାମୀ ଆଲର୍ଟ
ଟୋକିଓ,୫।୧୦: ଜାପାନରେ ଗୁରୁବାର ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବାହ୍ୟ ଦ୍ୱୀପପୁଞ୍ଜ ନିକଟରେ ସରକାର ସୁନାମି ଚେତାବନୀ ଦେବାକୁ ବାଧ୍ୟ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏକ ସମ୍ଭାବ୍ୟ ସୁନାମି…
ଜାକଲିନଙ୍କ ଫଟୋରେ କମେଣ୍ଟ ଦେବା ମିକାଙ୍କୁ ପଡ଼ିଲା ମହଙ୍ଗା: ସୁକେଶ ପଠାଇଲେ ଆଇନଗତ ନୋଟିସ
ଅଭିନେତ୍ରୀ ଜାକଲିନ ଫର୍ନାଣ୍ଡିଜଙ୍କ ପ୍ରେମରେ ଏକପ୍ରକାର ଦିଓ୍ବାନା ହୋଇଯାଇଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର। ଜେଲରୁ ଅନେକ ଥର ତାଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିଗୁଡ଼ିକରେ ଜ୍ୟାକଲିନଙ୍କ ପ୍ରତି ତାଙ୍କର ପ୍ରେମ ସ୍ପଷ୍ଟ ଦେଖାଯାଏ। ବର୍ତ୍ତମାନ ସୁକେଶ ଏପରି କିଛି କରିଛନ୍ତି, ଯାହା…
Archives


