Home Left

ଦେଶର ପ୍ରଥମ ୬ଜି ପ୍ରୟୋଗଶାଳା ଉଦ୍‌ଘାଟନ

ବେଙ୍ଗାଲୁରୁ,୬।୧୦: ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳରେ ଭାରତକୁ ଆଗକୁ ନେବା ଏବଂ କେବଳ ଜଣେ ଉପଯୋଗକର୍ତ୍ତା ନୁହେଁ ବରଂ ନେତୃତ୍ୱକର୍ତ୍ତା ହେବା ପାଇଁ ବେଙ୍ଗାଲୁରୁରେ ଦେଶର ପ୍ରଥମ ଲାଇଭ ୬ଜି ଲ୍ୟାବ ଆରମ୍ଭ କରାଯାଇଛି। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି…

ବିଶ୍ୱକପରେ ଦ୍ରୁତତମ ଶତକ

ନୂଆଦିଲ୍ଲୀ,୫ା୧୦: ଦିନିକିଆ କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରି ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡର ରଚିନ୍‌ ରବୀନ୍ଦ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଛି। ରଚିନ୍‌ଙ୍କ ପିତା ରବି କ୍ରିଷ୍ଣମୂର୍ତ୍ତି ବେଙ୍ଗାଲୁରୁର ବାସିନ୍ଦା। ସଫ୍ଟଓ୍ବେୟାର…

ରାସ୍ତାରେ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ, ଯୁବତୀଙ୍କୁ ଛୁରାମାଡ଼

ମୁରିବାହାଲ, ୫ା୧୦(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ସିଲେଟପଡାର ଦୀନେଶ ତାଣ୍ଡି ଓ ତାଙ୍କ ସ୍ତ୍ରୀ ମେଘା ତାଣ୍ଡି(୨୦) ଗୁରୁବାର ଗଁରେଇ ସାପ୍ତାହିକ ବଜାରରୁ ଫେରୁଥିଲେ। ପଟାମୁଣ୍ଡା ଗାଁ ରାସ୍ତାର ଏକ ନିଛାଟିଆ ସ୍ଥାନରେ ସିଲେଟପଡାର ଗଣେଶ…

ଥାନା ଭିତରେ ମାର୍‌ପିଟ

ମୁରିବାହାଲ,୫ା୧୦(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପରିସରରେ ଗୁରୁବାର ଦୁଇପକ୍ଷ ମଧ୍ୟରେ ମାର୍‌ପିଟ ହୋଇଛି। ଏ ନେଇ ଉଭୟ ପକ୍ଷରୁ ୨ଟି ପୃଥକ ମାମଲା ରୁଜୁ ହୋଇଛି। ଅଭିଯୋଗ ମୁତାବକ ବାଗୁଆବାହାଲ ଗ୍ରାମର ଗୋକୁଳ ବେନିଆଙ୍କୁ ମୁରିବାହାଲ ପୋଲିସ କୌଣସି…

ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ

ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ…

ବସ୍‌ଷ୍ଟପ୍‌ ଚୋରି

ବେଙ୍ଗାଲୁରୁ,୫ା୧୦: ବେଙ୍ଗାଲୁରୁର କନିଙ୍ଗହାମ୍‌ ରୋଡ୍‌ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ବସ୍‌ଷ୍ଟପ୍‌ ଉଭାନ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ଚୋରି ହୋଇଥିବା ନେଇ ପୋଲିସ ଆଇପିସିର ଧାରା ୩୭୯ରେ ମାମଲା ଦାଏର ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌…

ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର,୫ା୧୦(ସୁଧୀର କୁମାର ପରିଡ଼ା)- ଉତ୍ତର ସିକିମ୍‌ର ଲୋନାକ ଲେକ୍‌ ଅଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ବାଦଲଫଟା ବର୍ଷା ପରେ ତିସ୍ତା ନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ (୨୯) ଶହୀଦ ହୋଇଯାଇଛନ୍ତି।…

ଟ୍ରକରେ ପିଟିହେଲା ବାଇକ୍‌, ଦମ୍ପତି ଗୁରୁତର

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ବାଲିଆଗୋଡ଼ା ନିକଟ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରକ ପଛପଟେ ଏକ ବାଇକ୍‌ ପିଟି ହୋଇଯାଇଥିଲା। ଫଳରେ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଲିଆଗୋଡ଼ା…

ଖରାପ ହେବନି ଭାରତ-ଆମେରିକା ସମ୍ପର୍କ: ଆମେରିକା

ଓ୍ବାଶିଂଟନ,୫।୧୦: ଖାଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ ଆମେରିକା ଦୂତାବାସ ଗୁରୁବାର କାନାଡା ସହ କୂଟନୈତିକ ବିବାଦରେ ଭାରତ-ଆମେରିକା ସମ୍ପର୍କ ଉପରେ ପ୍ରଭାବ ପକାଇପାରେ ବୋଲି…

ଗଛରେ ପିଟି ହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋରୁକୋଣ୍ଡା,୫।୧୦(ଅବିନାଶ ବେହେରା): ମାଲକାନଗିରି ଜିଲା ସଦରମହକୁମାରରୁ ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୋରୁକୋଣ୍ଡା ବ୍ଲକ ସଦର ସାରଦାଗୁଡା ଛକ ନିକଟରେ ଏକ ଗଛରେ ପିଟି ହୋଇ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିମେଳା ୧୧ ନମ୍ବର…

ରିଲିଜ ହେଲା ‘ଲିଓ’ର ଦମଦାର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଅପକମିଂ ଫିଲ୍ମ ‘ଲିଓ’ ପାଇଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜି ପ୍ରଶଂସକଙ୍କ ଅପେକ୍ଷାକୁ ଶେଷ କରି ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ…

କେବଳ ଆତଙ୍କବାଦ ନୁହେଁ, ସମ୍ପୂର୍ଣ୍ଣ ସିଷ୍ଟମକୁ ଧ୍ୱଂସ କରିବାକୁ ହେବ, ଅମିତ ଶାହା

ନୂଆଦିଲ୍ଲୀ,୫।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ନୂଆଦିଲ୍ଲୀରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ତୃତୀୟ ଦୁଇ ଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି ଯେ କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri