Home Left

ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ

ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ…

ବସ୍‌ଷ୍ଟପ୍‌ ଚୋରି

ବେଙ୍ଗାଲୁରୁ,୫ା୧୦: ବେଙ୍ଗାଲୁରୁର କନିଙ୍ଗହାମ୍‌ ରୋଡ୍‌ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ବସ୍‌ଷ୍ଟପ୍‌ ଉଭାନ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ଚୋରି ହୋଇଥିବା ନେଇ ପୋଲିସ ଆଇପିସିର ଧାରା ୩୭୯ରେ ମାମଲା ଦାଏର ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌…

ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର,୫ା୧୦(ସୁଧୀର କୁମାର ପରିଡ଼ା)- ଉତ୍ତର ସିକିମ୍‌ର ଲୋନାକ ଲେକ୍‌ ଅଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ବାଦଲଫଟା ବର୍ଷା ପରେ ତିସ୍ତା ନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ (୨୯) ଶହୀଦ ହୋଇଯାଇଛନ୍ତି।…

ଟ୍ରକରେ ପିଟିହେଲା ବାଇକ୍‌, ଦମ୍ପତି ଗୁରୁତର

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ବାଲିଆଗୋଡ଼ା ନିକଟ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରକ ପଛପଟେ ଏକ ବାଇକ୍‌ ପିଟି ହୋଇଯାଇଥିଲା। ଫଳରେ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଲିଆଗୋଡ଼ା…

ଖରାପ ହେବନି ଭାରତ-ଆମେରିକା ସମ୍ପର୍କ: ଆମେରିକା

ଓ୍ବାଶିଂଟନ,୫।୧୦: ଖାଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ ଆମେରିକା ଦୂତାବାସ ଗୁରୁବାର କାନାଡା ସହ କୂଟନୈତିକ ବିବାଦରେ ଭାରତ-ଆମେରିକା ସମ୍ପର୍କ ଉପରେ ପ୍ରଭାବ ପକାଇପାରେ ବୋଲି…

ଗଛରେ ପିଟି ହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋରୁକୋଣ୍ଡା,୫।୧୦(ଅବିନାଶ ବେହେରା): ମାଲକାନଗିରି ଜିଲା ସଦରମହକୁମାରରୁ ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୋରୁକୋଣ୍ଡା ବ୍ଲକ ସଦର ସାରଦାଗୁଡା ଛକ ନିକଟରେ ଏକ ଗଛରେ ପିଟି ହୋଇ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିମେଳା ୧୧ ନମ୍ବର…

ରିଲିଜ ହେଲା ‘ଲିଓ’ର ଦମଦାର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଅପକମିଂ ଫିଲ୍ମ ‘ଲିଓ’ ପାଇଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜି ପ୍ରଶଂସକଙ୍କ ଅପେକ୍ଷାକୁ ଶେଷ କରି ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ…

କେବଳ ଆତଙ୍କବାଦ ନୁହେଁ, ସମ୍ପୂର୍ଣ୍ଣ ସିଷ୍ଟମକୁ ଧ୍ୱଂସ କରିବାକୁ ହେବ, ଅମିତ ଶାହା

ନୂଆଦିଲ୍ଲୀ,୫।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ନୂଆଦିଲ୍ଲୀରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ତୃତୀୟ ଦୁଇ ଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି ଯେ କେବଳ…

ପାକିସ୍ତାନୀ ମିଡିଆ, ପ୍ରଶଂସକଙ୍କୁ ଏବେ ଯାଏ ମିଳିନାହିଁ ଭିଜା, ଶୁକ୍ରବାର ଅଛି ମ୍ୟାଚ

ଇସଲାମାବାଦ,୫।୧୦: ପାକିସ୍ତାନ କ୍ରିକେଟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ୬ ଅକ୍ଟୋବରରେ ଆରମ୍ଭ କରିବାକୁ ଯାଉଛି। ସେମାନଙ୍କ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଆରମ୍ଭ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି…

ସୂର୍ଯ୍ୟଗ୍ରହଣ ସମୟରେ ରକେଟ ମିଶନର ନେତୃତ୍ୱ ନେବେ ନାସାର ଭାରତବଂଶୀ ବିଜ୍ଞାନୀ

ଓ୍ବାଶିଂଟନ,୫।୧୦: ଅକ୍ଟୋବର ୧୪ରେ ସୂର୍ଯ୍ୟ ଗ୍ରହଣ ସମୟରେ ନାସାର ଭାରତୀୟ ମୂଳ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ମିଶନର ନେତୃତ୍ୱ ନେବେ। ମିଶନ ସମୟରେ ତିନୋଟି ରକେଟ ଉତକ୍ଷେପଣ କରାଯିବ। ଭାରତୀୟ ବୈଜ୍ଞାନିକ ଆରୋହ ବଡଜାତ୍ୟାଙ୍କ ନେତୃତ୍ୱରେ ଚନ୍ଦ୍ରଗ୍ରହଣ ପଥ (ଏପିଇପି) ଚାରିପାଖରେ…

ମହାଦେବ ଅନଲାଇନ ଗେମିଂ ମନି ଲଣ୍ଡରିଂ ମାମଲାରେ ଇଡିକୁ ମେଲ କଲେ ରଣବୀର କପୁର, ମାଗିଲେ ଦୁଇ ସପ୍ତାହ ସମୟ

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ରଣବୀର କପୁରଙ୍କ ନାମ ଆସିଥିଲା। କୁହାଯାଉଥିଲା ଯେ ଅନ୍‌ ଲାଇନ ଗେମିଂ ଆପ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ଅନେକ ଅଭିନେତା ଯୋଗ ଦେଇଥିଲେ। ଯେଉଁମାନଙ୍କ ଉପରେ ହାୱାଲା…

ଆମେରିକାର ଅକ୍ଷରଧାମ ମନ୍ଦିରରେ ଆୟୋଜନ ହେଲା ଅନ୍ତରଧାର୍ମିୟ ସଦ୍‌ଭାବନା ଦିବସ କାର୍ଯ୍ୟକ୍ରମ

ନ୍ୟୁ ଜର୍ସି,୫।୧୦: ସ୍ବତନ୍ତ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିମା ଉତ୍ସର୍ଗ କାର୍ଯ୍ୟକ୍ରମ ନ୍ୟୁ ଜର୍ସିର ରୋବିନ୍ସଭିଲେ ସ୍ଥିତ ବିଏପିଏସ ସ୍ବାମୀନାରାୟଣ ଅକ୍ଷୟରଧାମ ମନ୍ଦିରରେ ମହନ୍ତସ୍ବାମୀ ମହାରାଜଙ୍କ ଉପସ୍ଥିତିରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭଗବାନ ଶ୍ରୀ ରାମ, ମାତା ସୀତା, ହନୁମାନ, ଲକ୍ଷ୍ମଣ, ଭଗବାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri