Home Left

ଓଡ଼ିଶା ଦିବ୍ୟାଙ୍ଗ ଟିମ୍‌ରେ ପ୍ରଫୁଲ୍ଲଙ୍କ ସ୍ଥାନ ପକ୍କା

ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ସହରରେ ରହୁଥିବା ଗ୍ରାମାଞ୍ଚଳ କ୍ରିକେଟ କ୍ଳବର ଦିବ୍ୟାଙ୍ଗ ଖେଳାଳି ପ୍ରଫୁଲ କୁମାର ତରାଇ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ଲହରି ଖେଳିଯାଇଛି…

ସିଙ୍ଗାପୁରର ନବମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କାର୍ଯ୍ୟଭାର ସମ୍ଭାଳିଲେ ଥର୍ମନ

ସିଙ୍ଗାପୁର,୧୪।୯: ଭାରତୀୟ ମୂଳ ବାସିନ୍ଦା ଥର୍ମନ ଶନମୁଗରତ୍ନମ ଗୁରୁବାର ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସେ ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି। ସୂଚନାଯୋଗ୍ୟ ରାଷ୍ଟ୍ରପତି ହଲିମା ୟାକୁବଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୩ରେ ଶେଷ ହୋଇଥିଲା। ଏଭଳି ପରିସ୍ଥିତିରେ ଥର୍ମନ ଶନମୁଗୁରତ୍ନମ…

ସାମୂହିକ ଛୁଟିରେ ରହିବେ ୪୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ମୋରଡ଼ା,୧୪।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ କାର୍ଯ୍ୟରତ ୪ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଶୁକ୍ରବାର ସାମୁହିକ ଛୁଟିରେ ରହିବେ। ଏନେଇ ଏକ ଦାବିପତ୍ର ମୋରଡ଼ା ବିଇଓ ମନମୋହନ ହେମ୍ବ୍ରମଙ୍କୁ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ପ୍ରାଥମିକ ଶିକ୍ଷାରୁ…

ରାଜ୍ୟର ଖଣିଜ ସମ୍ପଦକୁ ଏଟିଏମ ଭଳି ବ୍ୟବହାର କରିଛି କଂଗ୍ରେସ: ରାୟଗଡରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ ଗସ୍ତରେ ଯାଇଛନ୍ତି। ସେଠାରେ ସେ ରାୟଗଡ଼ରେ ପହଞ୍ଚି ଏକ ରୋଡ ଶୋ’ କରିଛନ୍ତି। ଏହାସହ ବିଜୟ ଶଙ୍ଖନାଦ ରାଲିକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ୬,୩୫୦ କୋଟିର ରେଳ ପରିଯୋଜନାକୁ ରାଷ୍ଟ୍ରକୁ ସମର୍ପିତ…

ମୁମ୍ବାଇ ଏୟାରପୋର୍ଟରେ ରନଓ୍ବେରୁ ଖସିଲା ପ୍ରାଇଭେଟ ଚାର୍ଟର୍ଡ ବିମାନ, ହେଲା ଦୁଇଖଣ୍ଡ

ମୁମ୍ବାଇ,୧୪।୯: ମୁମ୍ବାଇ ବିମାନ ବନ୍ଦରରେ ଗୁରୁବାର ଲ୍ୟାଣ୍ଡିଂ କରିବା ସମୟରେ ଏକ ପ୍ରାଇଭେଟ ଚାର୍ଟର୍ଡ ବିମାନ ରନଓ୍ବେରୁ ଖସି ଯାଇଛି। ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରିୟୁ ସଦସ୍ୟ ଥିଲେ। ଡିଜିସିଏ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି…

ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ: ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ, ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ

ପୁରୁଷୋତ୍ତମପୁର,୧୪।୯(ସୀମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଏକତ୍ରିତ ହୋଇ ଦାବି ପୂରଣ ନେଇ ବିଦ୍ୟାଳୟରେ…

ସ୍ପାଇ ଥ୍ରୀଲର ‘ଖୁଫିୟା’ରେ ନଜର ଆସିବେ ତବ୍ବୁ

ମୁମ୍ବାଇ: ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ମୁଭି ‘ଖୁଫିୟା’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ନିକଟରେ ଏହି ମୁଭିର ଘୋଷଣା ସହ ଫିଲ୍ମରେ ଅଭିନୟ କରିଥିବା କଳାକାରଙ୍କ ଝଲକ ଦେଖାଯାଇଥିଲା। ଆଉ ଗୁରୁବାର ଅର୍ଥାତ୍‌ ୧୪…

ସୁପରଷ୍ଟାରଙ୍କ ଫ୍ଲପ୍‌ କନ୍ୟା, ଗୋଟିଏ ବର୍ଷରେ କିଣିଲେଣି ୨ ଫ୍ଲାଟ୍‌

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ଅଭିନେତ୍ରୀ ସୋନାକ୍ଷୀ ନିକଟରେ କିଣିଥିବା ତାଙ୍କ ନୂଆ ଆପାର୍ଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାରଣ ସୋନାକ୍ଷୀ ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ଘର କିଣିସାରିଲେଣି। ସୋନାକ୍ଷୀ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ…

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା: ୧୬୦ କିଲୋମିଟର ଚାଲିକି ଆସିଲେ

ପଟ୍ଟାଙ୍ଗି,୧୪।୯(ଶରତ ଧଳ): କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବସଷ୍ଟାଣ୍ଡରେ ପହଞ୍ଚି ଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ।…

ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍‌ ଜାରି କଲା ଭାଜପା, କଂଗ୍ରେସ

ନୂଆଦିଲ୍ଲୀ,୧୪।୯: ଉଭୟ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ସେମାନଙ୍କ ନିଜ ନିଜ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରି ୧୮ ରୁ ୨୨ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ କହିଛନ୍ତି। ଗୁରୁବାର କଂଗ୍ରେସ ଏହାର…

ଅଭିନେତା ରିଓ କାପାଡିଆଙ୍କ ପରଲୋକ

ଭେଟେରାନ ଅଭିନେତା ରିଓ କାପାଡିଆ ଆଉ ନାହାଁନ୍ତି। ସୁପରହିଟ ଫିଲ୍ମ ‘ଦିଲ ଚାହତା ହୈ’ ଏବଂ ‘ଚକ ଦେ ଇଣ୍ଡିଆ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ରିଓ ଆଜି ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ…

ଅମୀରଙ୍କଠାରୁ ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ କିରଣ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଦ୍ୱିତୀୟ ସ୍ତ୍ରୀ କିରଣ ରାଓ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି। ତାଙ୍କ କଥା ଶୁଣି ପ୍ରଶଂସକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୦୦୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅମୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri