ମା’ ଚଣ୍ଡୀଙ୍କ ପାଖରେ ପଡିଲା ପୋଢ଼ ବଳି
ତୁଣ୍ଡଲା,୨୨।୧୦(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସର୍ବପୁରାତନ ଶୈବପୀଠ ବେଲଖଣ୍ଡି ମା’ ଚଣ୍ଡୀଙ୍କଠାରେ ବୋଦା, ଗଡ଼ରା ଓ ପୋଢ଼ ବଳି ପଡ଼ିଥିବା ଦେଖିବାକୁ ମିଳିଛି। ବର୍ଷରେ ମହାଶିବରାତ୍ରି ସମୟରେ ମାନସିକ ଧାରୀମାନେ ଯେମିତି ଶହ ଶହ ସଂଖ୍ୟାରେ ବୋଦା…
ଫ୍ରି ଆଇଫୋନ୍ ପାଇଁ ଏମିତି ଚ୍ୟାଲେଞ୍ଜକୁ ବି ଗ୍ରହଣ କରିନେଲେ ଲୋକେ
ଯେତେବେଳେ ମୋବାଇଲ ଫୋନ କିଣିବା କଥା ଆସେ, ଅଧିକାଂଶ ଲୋକ ଆଇଫୋନ କିଣିବା ପାଇଁ ରୁଚି ରଖନ୍ତି। ଏକ ନୂତନ ଆଇଫୋନ ସିରିଜ ଲଞ୍ଚ ହେବା ମାତ୍ରେ ଲୋକମାନେ ଏହାକୁ କିଣିବାର ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଛନ୍ତି। ଆଇଫୋନ ୧୫…
ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା
ଦେବଗଡ଼, ୨୨।୧୦(ଶଶାଙ୍କ ଶେଖର ଝାଙ୍କର): ଆଗକୁ ନିର୍ବାଚନ। ଏବେଠାରୁ ଦେବଗଡ଼ ଜିଲାରେ ନିର୍ବାଚନୀ ଉଷ୍ମତା ବଢିଲାଣି। ଦେବଗଡ଼ ଆୟତନରେ ଏକ ଛୋଟ ଜିଲା। କିନ୍ତୁ ରାଜନୀତି ପାଇଁ ଏଠି ଚର୍ଚ୍ଚା ବେଶି ହୁଏ। ଜିଲାର ୭୦ଟି ପଞ୍ଚାୟତ, ତିନୋଟି ବ୍ଲକ ଓ…
ଆପଣାନ୍ତୁ ପାଞ୍ଚଟି କଥା
ଖୁସିର ମାହୋଲ ଭିତରେ ରହିବାକୁ କିଏ ବା ନ ଚାହେଁ ? ହେଲେ ସବୁବେଳେ ଏହା ସମ୍ଭବ ହୋଇ ନ ଥାଏ। ତେବେ ଯଦି ଆମେ ପାଞ୍ଚଟି କଥାକୁ ଗୁରୁତ୍ୱ ଦେବା ତା’ହେଲେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବା। ପ୍ରଥମ କଥା…
ନକଲି ମଦ କାରଖାନା ଠାବ: ବ୍ୟବସାୟୀଙ୍କୁ ଧରି ପୋଲିସର ପଚରାଉଚରା
ପାଟଣା,୨୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗାରେ ଚାଲିଥିବା ଏକ ବେଆଇନ ନକଲି ମଦ କାରଖାନା ଠାବ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ଅବକାରୀ ଡିଜି ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ପାଟଣା ଅବକାରୀ…
ଝିଅ, ପୁଅଙ୍କ ସହ ଶୋଇଥିଲେ ମା’: କାମୁଡ଼ି ଦେଲା ସାପ
ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅଧୀନ ବଦାଙ୍ଗୀ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରୁନା ନାଇକ(୪୦)। ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ରୁନା ତାଙ୍କ ଦୁଇ ପୁଅ ଏବଂ ଝିଅଙ୍କ…
ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ଭାଜପା ବିଧାୟକ
ଭୋପାଳ,୨୩।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାଜନୈତିକ ଦଳ ଦ୍ୱାରା ପ୍ରାର୍ଥୀଙ୍କ ନାମ ଘୋଷଣା ପ୍ରକ୍ରିୟା ଜାରି ରହିଛି। ରାଜ୍ୟର ମୁଖ୍ୟ ଦଳଗୁଡିକ ବିଷୟରେ ଆଲୋଚନା କରି ଭାଜପା ଏପର୍ଯ୍ୟନ୍ତ ୨୩୦ଟି ଆସନ ମଧ୍ୟରୁ ୨୨୮ଟି ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ମଧ୍ୟ ୨୨୯…
ଉପକାରୀ ଅଙ୍ଗୁର
ଅଙ୍ଗୁରରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ୱ ଶରୀର ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଦୀର୍ଘକାଳୀନ ତଥା କ୍ରୋନିକ୍ ରୋଗ ପାଇଁ ଅଙ୍ଗୁର ବେଶ୍ ଉପକାରୀ।…
‘ୱାଗ ବକ୍ରି ଚା’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରଲୋକ
ନୂଆଦିଲ୍ଲୀ,୨୩।୧୦: ୱାଗ ବକ୍ରି ଚା’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି। କମ୍ପାନୀ ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରିଛି। ଗତ ସପ୍ତାହରେ ଦୁର୍ଘଟଣା ଯୋଗୁ ତାଙ୍କ ମସ୍ତିଷ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା।…
ଆମିରଙ୍କ ଘର ଉପରେ ଚାଲିବ ବୁଲଡୋଜର!
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଆମୀର ଖାଁ ତାଙ୍କ ଚମତ୍କାର ଅଭିନୟ ସହିତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଆଜି ସେ ଯେଉଁ ଲକ୍ଜରିୟସ ଲାଇଫ ମେଣ୍ଟେନ କରୁଛନ୍ତି ସେଥିପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ମୁମ୍ବାଇର ପାଲି…
ନଭେମ୍ବରରେ ଆୟୋଜିତ ହେବ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ
ନୂଆଦିଲ୍ଲୀ,୨୩।୧୦: ବିଶ୍ୱର ଅନେକ ସ୍ଥାନରେ ଚାଲିଥିବା ଅଶାନ୍ତି ମଧ୍ୟରେ ଭାରତ ଏବଂ ଆମେରିକା ନଭେମ୍ବର ୯-୧୦ ମଧ୍ୟରେ ନୂଆଦିଲ୍ଲୀରେ ଟୁ ପ୍ଲସ ଟୁ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ର ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛି ଯେ ଆମେରିକାର ପ୍ରତିରକ୍ଷା…
ଉଇକିପିଡ଼ିଆକୁ ଅଫର୍ ଦେଲେ ଏଲନ ମସ୍କ: ନାଁ ବଦଳାଇଲେ ମିଳିବ ଏକ ବିଲିୟନ ଡଲାର
କାଲିଫର୍ନିଆ,୨୩।୧୦: ବିଲିୟନେୟାର ତଥା ଟୁଇଟର୍ ମାଲିକ ଏଲନ ମସ୍କ ସବୁବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି। ନିକଟରେ ଉଇକିପିଡ଼ିଆକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଉଇକିପିଡ଼ିଆ ଏହାର ନାମ ପରିବର୍ତ୍ତନ କରି ଡିକିପିଡିଆ ରଖେ ତେବେ ସେ…
Archives


