Home Left

୯ କୁଆଁରିଙ୍କୁ ଖାଦ୍ୟ ଖୁଆଇ ନବରାତ୍ର ବ୍ରତ ଭାଙ୍ଗିଲେ ବିଧାୟକ

କୁଆଁରମୁଣ୍ଡା,୨୩।୧୦(ମହେନ୍ଦ୍ର କୁମାର ସାହୁ): ଶାରଦୀୟ ନବରାତ୍ରର ନବମ ଦିବସରେ ଶ୍ରଦ୍ଧାଳୁ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି। ତେବେ ଏହି ବ୍ରତ ପାଳନ କରି ଗତ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଅନ୍ନ ଗ୍ରହଣ ନ କରି…

ଦାଣ୍ଡିଆ ପ୍ରତି ବଢ଼ୁଛି ଯୁବ ବର୍ଗଙ୍କ ଆଗ୍ରହ: ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋଶନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଆୟୋଜିତ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହ…

ନବରାତ୍ରର ନବମ ଦିନ: ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର:୨୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ରର ନବମ ଦିବସରେ ମା’ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା…

ପାର୍ବଣରେ ପୋଲିସର ସ୍ବତନ୍ତ୍ର ନଜର: ୧ ଲକ୍ଷ ୪ ହଜାର ଟଙ୍କା ଜବତ, ୧୦ ଅଟକ ଛତ୍ରପୁର

୨୩।୧୦ (ଦିଲ୍ଲୀପ ସାମଲ): ପାର୍ବଣରେ ଜୁଆଆଡ୍ଡା ଉପରେ ଗଞ୍ଜାମ ପୋଲି ସ୍ବତନ୍ତ୍ର ନଜର ରଖିଛି। ଗଞ୍ଜାମ ଏସ୍‌ପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରିଛି। ଅନ୍ୟପକ୍ଷେ ଛତ୍ରପୁର ଥାନା ଅଞ୍ଚଳରେଥେିବା ବାଳକୃଷ୍ଣପୁର…

ଗଛରେ ଝୁଲିପଡ଼ିଲେ ନବମଶ୍ରେଣୀ ଛାତ୍ରୀ

ପାଟଣା,୨୩।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ ଘର ନିକଟରେ ଥିବା ଏକ ଗଛରୁ ସୋମବାର ଜଣେ ନବଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନାବାଳିକା ଜଣଙ୍କ ମାମୁ ଘରେ…

ଟେର ପାଇଲାନି ପୋଲିସ, ବର୍ଷେ ଧରି ଚାଲୁଥିଲା ନକଲି ମଦ କାରଖାନା 

ପାଟଣା,୨୩।୧୦( ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ସାହି ଭିତରେ ୧ ବର୍ଷ ଧରି ଚାଲିଥିବା ନକଲି ବିଦେଶୀ  ମଦ କାରଖାନା ଉପରେ ଚଢ଼ାଉ ହୋଇଛି। ଖବରପାଇ ସୋମବାର  ସକାଳୁ  ସମ୍ବଲପୁର ଏକ୍ସାଇଜ …

ମଦପିଇ ଚଳାଉଥିଲେ ଗାଡ଼ି, ରାତିକରେ ୧୮ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାାମଲ): ଗଞ୍ଜାମ ପୋଲିସ ଚଢ଼ାଉ କରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଗାଡ଼ି ମଧ୍ୟ ପୋଲିସ ଜବତ କରିଛି। ଏପରିକି ରମ୍ଭା ଅଞ୍ଚଳରେ ମଦ୍ୟ ପାନକରି ବସ୍‌ ଚଳାଉଥିବା ଚାଳକ ମଧ୍ୟ…

ରାତିକରେ ୫୭ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୦ଟି ଜୁଆଆଡ୍ଡାରେ ଗୋଟିଏ ରାତିରେ ଚଢ଼ାଉ କରଛି। ଘଟଣାରେ ସମ୍ପୃକ୍ତ ୫୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧ ଲକ୍ଷ ୫୯ ହଜାର ୪୦୦ ଟଙ୍କା ଜବତ…

ପୁଅ ଆଗରେ ଚାଲିଗଲା ମା’ର ଜୀବନ

ନୀଳଗିରି,୨୩।୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ରାସ୍ତାର ଚଣ୍ଡୀପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ମଧ୍ୟାହ୍ନ ସମୟରେ ପବିତ୍ର ଦୁର୍ଗାପୂଜାର ନବମ ଦିନ ଅବସରରେ ବାଲେଶ୍ୱର ଭୀମପୁରା ଅଞ୍ଚଳର ମା’ ପଦ୍ମାବତୀ ଦେ ପୁଅ ଶିବଶଙ୍କର ଦେ…

ହାର୍ଟଆଟାକ୍‌ ଆସିବା ପରେ କରନ୍ତୁ ଏମିତି କାମ, ବଞ୍ଚିଯିବ ରୋଗୀର ଜୀବନ

ଭାରତରେ ହାର୍ଟଆଟାକ୍‌ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ବର୍ତ୍ତମାନ ଦେଶରେ ହାର୍ଟଆଟାକ୍‌ ଯୋଗୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା କେବଳ ବୃଦ୍ଧମାନଙ୍କ ମଧ୍ୟରେ ସୀମିତ ନୁହେଁ, ୨୫ ରୁ ୪୫ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ…

ଜଙ୍ଗଲ ଜମି ହସ୍ତାନ୍ତରକୁ ବିରୋଧ କଲେ  ଗ୍ରାମବାସୀ

ପଟ୍ଟାଙ୍ଗି,୨୩/୧୦(ଶରତ ଧଳ): ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ସରକାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସମ୍ପୂର୍ଣ୍ଣ ଅଧିକାର ଦେଉଥିବା ବେଳେ ସେପଟେ ଗ୍ରାମବାସୀଙ୍କ ଅଜାଣତରେ ମାଇନିଙ୍ଗ୍କୁ ଜଙ୍ଗଲ ଜମି ତଥା ପାହାଡ଼…

ଗ୍ଲେସିୟର ଭୁଶୁଡ଼ି ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀରରେ ଆସିପାରେ ବନ୍ୟା

ନୂଆଦିଲ୍ଲୀ,୨୩ା୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ଗ୍ଲେସିୟର ତରଳୁଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି। ଏହା ସହିତ ଅବାଧ ନିର୍ମାଣ ଏବଂ ପ୍ରଦୂଷଣ ଆଗାମୀ ଦିନରେ ହିମାଳୟ ଅଞ୍ଚଳରେ ସିକିମ୍‌ ଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri