Home Left

ପ୍ରେମ ଉପରୁ ବିଶ୍ୱାସ ହରାଇଥିଲେ ନେହା, ହେଲେ ଜୀବନରେ ଆସିଲା ଏମିତି ମୋଡ…

ମୁମ୍ବାଇ: ନିଜର ମେଲୋଡି ଭଏସ୍‌ରେ ପ୍ରଶଂସକଙ୍କୁ ଦ୍ୱିଓ୍ବାନା କରୁଥିବା ନେହା କକ୍କର ଅନେକ ଗୀତ ଗାଇ ସାରା ଭାରତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଚମତ୍କାର ପ୍ରେମ ଗୀତ ଗାଉଥିବା ନେହା କକ୍କର କେବେ ଭାବି ନଥିଲେ ଯେ ଜୀବନ ସାଥୀ…

ମମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ୫ ମୃତ

ରାଞ୍ଚି,୨୪।୧୦: ଝାଡଖଣ୍ଡର ଦେଓଘରରେ ମଙ୍ଗଳବାର ସକାଳେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଚିତ୍ର ପୋଲିସ ଷ୍ଟେଶନ ଅଞ୍ଚଳର ସିକାଟିଆ ବ୍ୟାରେଜ କେନାଲରେ (ସିକାଟିଆ ଅଜୟ ବ୍ୟାରେଜ) ଘଟିଛି। ବ୍ୟାରେଜରେ…

ପୁଟିନ୍‌ଙ୍କୁ ହୃଦ୍‌ଘାତ: ତଳେ ପଡ଼ିଯିବାରୁ ହସ୍ପିଟାଲରେ ଭର୍ତ୍ତି

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହୃଦ୍‌ଘାତର ଶିକାର ହୋଇଥିବା ଜଣାପଡିଛି। କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନ୍‌ ତାଙ୍କ ଶୋଇବା ଘରେ ଅଚେତ ଅବସ୍ଥାରେ ପଡିଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ବାସଭବନରେ ନିର୍ମିତ ଏକ…

୨୦ ହଜାର ଟଙ୍କାରୁ ବି କମରେ ମିଳୁଛି ଆଇଫୋନ ୧୪: ଜାଣନ୍ତୁ କେମିତି ଉଠାଇପାରିଲେ ଅଫର୍‌ ଲାଭ

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ ଦଶହରା ସେଲ୍‌ ଆରମ୍ଭ ହୋଇଛି। ଏହି ସେଲ୍‌ ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ସେଲ୍‌ରେ ବିଭିନ୍ନ ଜିନିଷ ଉପରେ ରିହାତି ଦିଆଯାଉଛି। ଏହାପୂର୍ବରୁ ଫ୍ଲିପ୍‌କାର୍ଟରେ ବିଗ ବିଲିୟନ ଡେ ସେଲ୍‌ କରାଯାଇଥିଲା,…

ଇସ୍ରାଏଲର ଆକ୍ରମଣରେ ମୃତ୍ୟୁର ଭୟ, ପରିଚୟ ପାଇଁ ହାତରେ ନାଁ ଲେଖୁଛନ୍ତି ପାଲେଷ୍ଟାଇନ ପିଲା, ଭିଡିଓ ଭାଇରାଲ

ଜେରୁଜେଲମ,୨୪।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗାଜାରେ ରହୁଥିବା ପାଲେଷ୍ଟାଇନୀୟମାନଙ୍କ ପାଇଁ ଅସୁବିଧା ବଢାଇ ଦେଇଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ଏହି ସମୟରେ, ଗାଜାରୁ ଏପରି କିଛି…

କେ. ପଦ୍ମ ରେଡ୍ଡୀ ହତ୍ୟା ମାମଲା: ଧରାପଡ଼ିଲେ ୫ ଅଭିଯୁକ୍ତ

ଛତ୍ରପୁର,୨୪।୧୦(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ବଡ଼ରାମପଲ୍ଲୀ ଗ୍ରାମ ନିକଟରେ କୋମଣ୍ଡ ଗ୍ରାମର କେ.ପଦ୍ମ ରେଡ୍ଡୀ ହତ୍ୟା ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରି କି ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଖଣ୍ଡା, ଛୁରି ଏବଂ…

ପାପ ଉପରେ ପୁଣ୍ୟର ବିଜୟ: ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୧୦: ଆଜି ଦେଶରେ ବିଜୟାଦଶମୀ ଉତ୍ସାହର ସହ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ,ବିଜୟାଦଶମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ପର୍ବ ଜୀବନରେ ନକାରାତ୍ମକ ଶକ୍ତି…

ଦୁଇ ଇସ୍ରାଏଲ ମହିଳାଙ୍କୁ ମୁକ୍ତ କଲା ହମାସ

ତେଲ ଆଭିବ,୨୪।୧୦: ହମାସ ଆତଙ୍କବାଦୀ ସଙ୍ଗଠନ ଦୁଇ ବୃଦ୍ଧ ମହିଳାଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି। ଏମାନଙ୍କୁ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ସମୟରେ ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ବନ୍ଦୀ କରି ନେଇଥିଲେ। ଇସ୍ରାଏଲର ସାମରିକ ମୁଖପାତ୍ର ସୋମବାର ଏକ ବିବୃତ୍ତିରେ…

ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା: ୨୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି

ଢାକା,୨୪।୧୦: ବାଂଲାଦେଶର ଉତ୍ତର-ପୂର୍ବ କିଶୋରଗଞ୍ଜ ଜିଲାରେ ଏକ ମାଲବାହୀ ଏବଂ ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ୨୦କୁ ବୃଦ୍ଧିପାଇଛି। ଦୁର୍ଘଟଣାରେ ଶତାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଚିକିତ୍ସା…

ଦେଶର ପ୍ରଥମ ଏୟାର ମାର୍ଶଲ କପଲ

ନୂଆଦିଲ୍ଲୀ,୨୪।୧୦: ଆମେ ଅନେକ ସମୟରେ ଡାକ୍ତର ଦମ୍ପତି, ଶିକ୍ଷକ ଦମ୍ପତି ଏପରିକି ଆଇଏଏସ ଦମ୍ପତି ଏବଂ ପିସିଏସ ଦମ୍ପତିଙ୍କୁ ଦେଖିଥିବେ, କିନ୍ତୁ ଥ୍ରୀ ଷ୍ଟାର ଦମ୍ପତିଙ୍କୁ ପାଇବା ବିରଳ। ଯେତେବେଳେ ସାଧନା ସାକ୍ସେନା ନାୟାରଙ୍କୁ ବାୟୁସେନାରେ ଏୟାର ମାର୍ଶଲ ପଦବୀକୁ ଉନ୍ନୀତ…

ଶୋ’ ମଝିରୁ ଗିରଫ ହେଲେ ବିଗ୍‌ବସ୍‌ର ଏହି ପ୍ରତିଯୋଗୀ, ଜାଣନ୍ତୁ କ’ଣ ରହିଛି ମାମଲା…

ବମ୍ବେ: ଟେଲିକାଷ୍ଟ ହେବାପରଠାରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌। ଏବେ ଶୋ’ ମଝିରୁ ଗିରଫ ହୋଇଛନ୍ତି ଜଣେ ବିଗ୍‌ବସ୍‌ ପ୍ରତିଯୋଗୀ। କିଛି ଏଭଳି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାପରଠାରୁ ଶୋ’କୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ବିଗ୍‌ବସ୍‌…

ହସ୍ପିଟାଲରେ ଭୟଙ୍କର ଇନ୍ଧନ ଅଭାବ: ବିଶ୍ୱକୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କଲେ ଡାକ୍ତର

ଗାଜା,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଗାଜାର ଅଧିକାଂଶ ଅଞ୍ଚଳ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି। ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗିପଡିଛି। ଏଭଳିସ୍ଥିତିରେ ଗାଜାର ହସ୍ପିଟାଲଗୁଡିକରେ ଇନ୍ଧନ ଯୋଗାଣ ହ୍ରାସ ପାଇଛି। ଫଳରେ ହସ୍ପିଟାଲରେ ଥିବା ଜେନେରେଟରଗୁଡିକରେ ସ୍ବଳ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri