Home Left

ମିଳିଲାନି ମହାପ୍ରୟାଣ ଗାଡି: ମୃତଦେହକୁ ବୋହି ୮କିଲୋମିଟର ଚାଲିଲେ ପରିବାର ଲୋକେ

ଚନ୍ଦାହାଣ୍ଡି,୨୪।୧୦ (ଦିଲୀପ ଦାସ )ଦୀର୍ଘ ୮ କିଲୋମିଟର ମୃତଦେହକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ । ମଙ୍ଗଳବାର ସକାଳେ ସରଧାପୁର ଗାଁର ଅର୍ଜୁନ…

ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ୧୫ ବର୍ଷ ହେଲା ଡାଇବେଟିସ…

ନୂଆଦିଲ୍ଲୀ,୨୪।୧୦: ଟିମ ଇଣ୍ଡିଆର କ୍ରିକେଟ କିମ୍ବଦନ୍ତୀଙ୍କୁ ୧୫ ହେଲା ଡାଇବେଟିସ। ତେବେ ସେ ଏନେଇ ବ୍ୟସ୍ତ ବିବ୍ରତ ନୁହନ୍ତି। ରକ୍ତରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣ କରାଯିବ ସେ ନେଇ ସେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ୟାଚ ହେଉ, ଗ୍ଲୁକୋମିଟର କିମ୍ବା…

କୁମ୍ଭୀର ସହ ବିଦ୍ୟୁତ କେନ୍ଦ୍ରରେ ପହଞ୍ଚିଲେ ଚାଷୀ, ଅଧିକାରୀଙ୍କୁ ଦେଲେ ପାନେ, ଦେଖନ୍ତୁ ଭାଇରାଲ ଭିଡ଼ିଓ…

ବେଙ୍ଗାଲୁରୁ,୨୪।୧୦ : କର୍ନାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ବିଦ୍ୟୁତ କାଟ ଯୋଗୁଁ ଅସୁବିଧାରେ ପଡିଥିବା ଚାଷୀମାନେ କୁମ୍ଭୀରକୁ ବିରୋଧ କରି ପାୱାର ହାଉସକୁ ନେଇ ଯାଇଥିଲେ ଏବଂ ପରେ ଅଧିକାରୀଙ୍କ ପାଖରେ ରଖିଥିଲେ। ସେମାନଙ୍କ ସମ୍ମୁଖରେ କୁମ୍ଭୀରଟି…

ପାକିସ୍ତାନର ପରାଜୟରେ ଆଫଗାନିସ୍ତାନର ରସିଦ ଖାନଙ୍କ ସହ ଗ୍ରାଉଣ୍ଡରେ ନାଚିଲେ ଭାରତର ପୂର୍ବତନ କ୍ରିକେଟର

ଚେନ୍ନାଇ,୨୪।୧୦: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ, ପାକିସ୍ତାନକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ତେବେ ଏହି ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌…

୬ ଜୁଆଆଡ୍ଡାରୁ ୬୯ ହଜାର ୫୪୦ ଟଙ୍କା ଜବତ

ଛତ୍ରପୁର,୨୪।୧୦(ଦିଲ୍ଲୀପ ସାମଲ): ପାର୍ବଣକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯାଉଛି। ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେଥିବା ଜୁଆଆଡ୍ଡା ଉପରେ ଘନଘନ ଚଢ଼ାଉ କରୁଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଜିଲାର ହିଞ୍ଜିଳିକାଟୁ, ପାତ୍ରପୁର,…

ଗୌରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ,୨୪।୧୦: ପାକିସ୍ତାନ ଗୌରୀ କ୍ଷେପଣାସ୍ତ୍ରକୁ ମଙ୍ଗଳବାର ସଫଳତାର ସହ ପରୀକ୍ଷଣ କରିଛି। ଏହି ସୂଚନା ଦେଇ ପାକିସ୍ତାନୀ ସେନା ଏକ ବିବୃତ୍ତି ଜାରି କରିଛି। ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବରୁ ପାକିସ୍ତାନ ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅବାବିଲ ମଧ୍ୟ ପରୀକ୍ଷଣ…

ଅସତ୍ୟ ଉପରେ ସତ୍ୟର ଜୟ: ଭୁବନେଶ୍ୱରର ଏସବୁ ସ୍ଥାନରେ ହେବ ରାବଣ ପୋଡ଼ି 

ଭୁବନେଶର, ୨୪।୧୦: ମଙ୍ଗଳବାର ଦୁର୍ଗାପୂଜାର ଶେଷ ଦିନ  ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟର ହେବ ଜୟ। ମାଙ୍କୁ ସିନ୍ଦୂର ଲାଗି ପରେ ସିନ୍ଦୂର ଖେଳିବେ ମହିଳା। ପରେ ସାରେ ଅନୁଷ୍ଠିତ ହେବ ରାବଣପୋଡ଼ି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ…

ପାକିସ୍ତାନ ଫେରିବା ମାତ୍ରେ ନଓ୍ବାଜଙ୍କୁ ବଡ ଆଶ୍ୱସ୍ତି

ଇସଲାମାବାଦ,୨୪।୧୦: ଚାରି ବର୍ଷର ବ୍ୟବଧାନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଲଣ୍ଡନରୁ ଶନିବାର ନିଜ ଦେଶକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଷ୍ଟିଲ ମିଲ ମାମଲାରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ଅଲ ଅଜିଜିଆ…

ରାଜନୀତି ଛାଡିବାକୁ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀଳେଶ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ବିଧାୟକ ନୀଳେଶ ରାଣେ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ନୀଳେଶ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଡ ପୁଅ ହେଉଛନ୍ତି…

ହମାସର ୪୦୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ୍‌ କଲା ଇସ୍ରାଏଲ

ଜେରୁଜେଲମ,୨୪।୧୦: ହମାସ ସହିତ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଇସ୍ରାଏଲ ସେନା କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ ଦ୍ୱାରା ହମାସକୁ କ୍ଷତି ପହଞ୍ଚାଉଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ, ହମାସର ୪୦୦ରୁ ଅଧିକ ସ୍ଥାନ ଉପରେ ଇସ୍ରାଏଲ ପ୍ରତିରକ୍ଷା…

ହସ୍ପିଟାଲରେ ବନ୍ଧାପଡ଼ିଛି ଭାଇର ମୃତଦେହ: ଟଙ୍କା ଯୋଗାଡ଼ରେ ଭିକ ମାଗୁଛନ୍ତି ୩ ଭଉଣୀ

ସଇଁତଲା,୨୪।୧୦(ରାଖାଲ ପ୍ରସାଦ ଶତପଥୀ): ଦୁଇଦିନ ତଳେ ଭାଇର ଦୀର୍ଘାୟୁ କାମନା କରି ଉପବାସ ରହି ଭଉଣୀ ପାଳିଥିଲା ଭାଇଜିଉନ୍ତିଆ ବ୍ରତ। ହେଲେ ବିଧିର ବିଧାନ କିନ୍ତୁ ଓଲଟା ଦେଖିବାକୁ ମିଳିଛି। ଭାଇର ମୃତଦେହ ରାଜ୍ୟ ବାହାର ଏକ ହସ୍ପିଟାଲରେ ବନ୍ଧା ପଡିଥିବା…

ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ,୨୪।୧୦: ଦିନିକିଆ ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାଂଲାଦେଶ ବୋଲିଂ କରିବାକୁ ପଡିଆକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri