Home Left

ମହିନ୍ଦ୍ରା ଥର୍‌ ସ୍ପେଶାଲ ଏଡିଶନ ଲଞ୍ଚ୍‌: ଦାମ୍‌ ରହିଛି…

ନୂଆଦିଲ୍ଲୀ,୨୮।୨: ଗାଡି ନିର୍ମାତା ମହିନ୍ଦ୍ରା ନିଜ ଥର ଲାଇଫ୍‌ଷ୍ଟାଇଲ୍‌ ଏସୟୁଭିର ଏକ ନୂତନ ସ୍ପେଶାଲ ଏଡିଶନ ଲଞ୍ଚ କରିଛି, ଯାହାର ନାମ ମହିନ୍ଦ୍ରା ଥର ଆର୍ଥ ଏଡିଶନ। ଡିଜର୍ଟ ଦ୍ୱାରା ଅନୁପ୍ରାଣିତ ଏହି ନୂତନ ଥର SUV 4 ଭାରିଆଣ୍ଟରେ ଉପଲବ୍ଧ…

ଟ୍ରେନ୍‌ରେ ଯାଉଥିବା ଏହି ବାପ-ଝିଅଙ୍କୁ ଦେଖି ହୋଇଯିବେ ଇମୋଶନାଲ୍‌: ଦେଖନ୍ତୁ ଭିଡିଓ

କୁହାଯାଏ, ପୁଅ ନିଜ ମା’ଙ୍କ ଏବଂ ଝିଅ ପିତାଙ୍କ ନିକଟତର। ଆପଣ ମଧ୍ୟ ଏହା ନିଶ୍ଚୟ ଏଭଳି ଅନୁଭବ କରିଥିବେ । ସୋସିଆଲ ମିଡିଆରେ ବାପା-ଝିଅଙ୍କ ପ୍ରେମର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ଲୋକେ…

ବିଶ୍ୱର ସବୁଠୁ ଛୋଟ ୱାଶିଂ ମେଶିନ ତିଆରି କଲେ ଆନ୍ଧ୍ରପ୍ରଦେଶ ଯୁବକ: ସାରା ବିଶ୍ୱରେ ପ୍ରଶଂସା

ଆନ୍ଧ୍ରପ୍ରଦେଶର ବାସିନ୍ଦା ସାଇ ତିରୁମଲାନିଦି ସବୁଠାରୁ ଛୋଟ ୱାଶିଂ ମେଶିନ ତିଆରି କରି ଇତିହାସ ରଚିଛନ୍ତି ଏବଂ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ଗିନିଜ ବୁକ ନିଜ ଇନଷ୍ଟାଗ୍ରାମ ପେଜ ରେ ଏହି ସଫଳତାକୁ ଶେୟାର କରିଛି। ଯାହାକୁ ସମଗ୍ର…

କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ

ନୂଆଦିଲ୍ଲୀ,୨୮।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ଟେଷ୍ଟ ମାନ୍ୟତାରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ଧ୍ରୁବ ୩୧ଟି ସ୍ଥାନକୁ ଡେଇଁଛନ୍ତି। ସେ…

ନିର୍ବାଚନ ଲଢ଼ିବା ନେଇ ଏପରି କହିଲେ ଏମ୍‌ପି ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍‌ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ। ଏ ନେଇ ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ‘ବର୍ତ୍ତମାନ ବାଲେଶ୍ୱରରେ ଭାଜପାରୁ ପ୍ରତାପ ଏମ୍‌ପି ଅଛନ୍ତି ମାନେ ନୁହେଁ ଯେ…

୨୫ ବର୍ଷ ମଧ୍ୟରେ ବଦଳିଗଲା ଟିମ ଇଣ୍ଡିଆର ଚିତ୍ର: ଟେଷ୍ଟରେ ଟକ୍କର ଦେବାକୁ କେହି ନାହିଁ

ନୂଆଦିଲ୍ଲୀ,୨୮।୨: ଟେଷ୍ଟ ଫର୍ମାଟରେ ଗତ ୨୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମାର୍ଚ୍ଚ ୭ରୁ ଇଂଲଣ୍ଡ ବିପକ୍ଷରେ ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆର ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ଟିମ ଇଣ୍ଡିଆ ଧର୍ମଶାଳାରେ ବିଜୟ…

ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୮।୨ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀ ଭାବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ୨୦୨୧ ଏପ୍ରିଲ ୨୭ ତାରିଖରେ ପଣ୍ଡିଚେରୀରେ ପଦ୍ମଭୂଷଣ କଥାକାର…

ନିର୍ବାଚନ ପୂର୍ବରୁ ପୁଣି ୩ ଆଇଏଏସ୍‌ଙ୍କ ବଦଳି : ଜାଣନ୍ତୁ କାହାକୁ କେଉଁଠିକୁ

ଭୁବନେଶ୍ୱର,୨୮।୨ : ଆଇଏଏସ୍‌ ସ୍ତରରେ ବୁଧବାର ଅଦଳବଦଳ ହୋଇଛି। ତିନି ଜିଲାର ଜିଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ବଦଳି କରାଯାଇଛି। ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଜିଲାପାଳ ଥିବା…

Lok Sabha Election 2024: ଭୋଟର୍‌ ଲିଷ୍ଟରେ ଅଛି କି ନାହିଁ ନାଁ, ଘରେ ବସି ଏପରି କରନ୍ତୁ ଚେକ୍‌

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୧୪। ଆଉ କିଛି ସପ୍ତାହ ପରେ ଘୋଷଣା ହେବ ତାରିଖ। ଏଥିପାଇଁ ସବୁ ପ୍ରାର୍ଥୀଙ୍କ ଛାତିରେ ଛନକା। କାହାକୁ ଟିକେଟ୍‌ ମିଳିବ କାହାକୁ ମିଳିବନି ଏନେଇ ଚାଲିଛି ଧରପଗଡ। ନିର୍ବାଚନ ତ ନୁହେଁ ଦେଶରେ ଏହାକୁ…

ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ

ଭୁବନେଶ୍ବର ୨୮।୨: ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିବା ସହିତ କେବଳ ମହିଳାମାନଙ୍କ ଦାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ବିଲ ଗେଟ୍ସ ଖୁସି ହୋଇଥିଲେ । ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ ସେ କୋରାପୁଟ କଫି…

ନନାଙ୍କୁ ମିଳିବନି କି ଭାଜପା ଟିକେଟ୍‌? ଏଥର ପ୍ରତାପ ଆଉ ଜିତିବେନିି କହିଲେ ଖାରବେଳ

ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍‌ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ। ଏ ନେଇ ସେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହା ସହ ସେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କଠାରୁ ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟ୍‌ରେ…

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର, ତୁରନ୍ତ କରନ୍ତୁ ଆବେଦନ

ମୁମ୍ବାଇ,୨୮।୨: ଝିଅଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ଯୋଜନା ଦ୍ୱାରା ବାପା-ମାଆଙ୍କୁ ମିଳିବ ୫୦ହଜାର ଟଙ୍କା। ଏହି ଯୋଜନାର ନାମ ହେଉଛି ମାଝି କନ୍ୟା ଭାଗଶ୍ରୀ ଯୋଜନା । ଏହି ଯୋଜନାରେ ସରକାର ଝିଅଙ୍କୁ ୫୦,୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?