ବନ ବିଭାଗ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ କାରଣ ଦର୍ଶାଅ ନୋଟିସ
ଯୋଡ଼ା,୨୮ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାମେବାରି ସେକ୍ସନ ଅନ୍ତର୍ଗତ ନୟାଗଡ଼ ବିଟ୍ ଅନ୍ତର୍ଗତ ପଳଶାଠାରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଳ ମନ୍ତ୍ରଣାଳୟକୁ ବନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣା ଘଟାଇଥିବା…
ହିରାନନ୍ଦାନିଙ୍କୁ ଦେଇଥିଲେ ଲଗଇନ ଆଉ ପାସଓ୍ବାର୍ଡ, ହେଲେ…, ସତ ମାନିଲେ ମହୁଆ
ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଜନତା ପାର୍ଟି (ଭାଜପା) ଲୋକ ସଭା ସଦସ୍ୟ ନିଶିକାନ୍ତ ଦୁବେ ଏବଂ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରଙ୍କ ମଧ୍ୟରେ ବିବାଦ ବନ୍ଦ ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଉଭୟ ପରସ୍ପର ଉପରେ ଆକ୍ରମଣ…
ଭାରତ ବିପକ୍ଷ ଟି -୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ମାଥ୍ୟୁ ୱେଡଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ସିଡ଼ନୀ,୨୮।୧୦: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛି। ଭାରତ ବିପକ୍ଷ ଟି -୨୦ ସିରିଜରେ ପ୍ୟାଟ କମିନ୍ସ, ମିଚେଲ ମାର୍ଶ ଏବଂ ଜୋଶ ହେଜଲଉଡଙ୍କୁ ବିଶ୍ରାମ ଦିଆଯାଇଛି।…
ଟସ୍ ଜିତିଲା ନ୍ୟୁଜିଲାଣ୍ଡ, ନେଲା ବୋଲିଂ ନିଷ୍ପତ୍ତି
ଧର୍ମଶାଳା,୨୮।୧୦: ଆଜି ବିଶ୍ୱକପ ୨୭ ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍ ଜିତି ନ୍ୟୁଜିଲାଣ୍ଡ ବୋଳିଂ ନିଷ୍ପତ୍ତି ନେଇଥିବା ବେଳେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ…
ଭୋକରେ ଡହଳବିକଳ ୨ ଯମଜ ଶିଶୁ
ମହାକାଳପଡ଼ା,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟଚ୍ଛେଲା ପଞ୍ଚାୟତର ଶବରପଡ଼ା ଗ୍ରାମର ଜନଜାତି ବର୍ଗର ୨ ଯମଜ ଶିଶୁଙ୍କୁ ଖାଦ୍ୟ ଅଭାବ ଘଟଣା ଧରିତ୍ରୀରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ପ୍ରଶାସନ ପହଞ୍ଚତ୍ବା ପାଇଁ ପ୍ରତିଶ୍ରୁତି…
୧୩୯ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ
ପଟ୍ଟାମୁଣ୍ଡାଇ,୨୮ା୧୦(କଳ୍ପତରୁ ନାୟକ): ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ତ୍ୱାବଧାନରେ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ପରିଚାଳିତ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ପାଠପଢାର ମୂଳଦୁଆ ପଡୁଥିବା କୁହାଯାଉଛି। ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଙ୍ଗନଓ୍ବାଡି କେନ୍ଦ୍ରର ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର…
ପ୍ରଣତି, ମହିଳା ରଗ୍ବୀ ଦଳକୁ ସ୍ବର୍ଣ୍ଣ
ଗୋଆ, ୨୮ା୧୦: ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୭ ତମ ସଂସ୍କରଣରେ ଓଡ଼ିଶା ଶୁକ୍ରବାର ୬ ପଦକ ହାସଲ କରିଛି। ଫର୍ମରେ ଥିବା ପ୍ରଣତି ନାୟକ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସର ଭଲ୍ଟ ଓ ଅନଇଭେନ ବାର୍ ଇଭେଣ୍ଟରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ…
ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣର ନିନ୍ଦା କରିବା ଶଶି ଥରୁରଙ୍କୁ ପଡିଲା ଭାରି
ନୂଆଦିଲ୍ଲୀ,୨୮।୧୦: ଇସ୍ରାଏଲରେ ପ୍ରବେଶ କରି ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସ ଯୋଦ୍ଧାଙ୍କ ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରିବା କଂଗ୍ରେସ ଏମପି ଶଶି ଥରୁରଙ୍କୁ ବହୁତ ମହଙଘ୍ଗା ପଡିଛି। କେରଳର ମୁସଲିମ ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ମହଲ ଏମ୍ପାଓ୍ବାରମେଣ୍ଟ…
ପାକିସ୍ତାନ ଅଲ୍ରାଉଣ୍ଡର ଶଦାବଙ୍କ ମୁଣ୍ଡରେ ଆଘାତ
ଚେନ୍ନାଇ, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍ର ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ମ୍ୟାଚ ଅବସରରେ ମୁଣ୍ଡରେ ଆଘାତ ପାଇଥିଲେ ପାକିସ୍ତାନ ଅଲ୍ରାଉଣ୍ଡର ଶଦାବ ହୋସେନ। ଦକ୍ଷିଣ ଆଫ୍ରିକା ରନ୍ ଚେଜ୍ କରିବାବେଳେ…
ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ହାରିବା ପରେ ବି ସେମିଫାଇନାଲରେ ପହଞ୍ଚିପାରେ ପାକିସ୍ତାନ ଟିମ, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୮।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ବିଗିଡିଯାଇଛି। ତାଙ୍କ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ କ୍ରମାଗତ ଚାରିଟି ମ୍ୟାଚ ହାରିଯାଇଛନ୍ତି ଏବଂ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ମଧ୍ୟ ମଉଳିଯାଇଛି। ପାକିସ୍ତାନର ଚତୁର୍ଥ ପରାଜୟ ଦକ୍ଷିଣ…
ରବିବାର ଭାରତ-ଇଂଲଣ୍ଡ ମହାମୁକାବିଲା: ଅଭ୍ୟାସରେ ଶର୍ଟବଲ୍ ଉପରେ ରହିଥିଲା ଗିଲ୍ଙ୍କ ଫୋକସ
ଲକ୍ଷ୍ନୌ, ୨୮।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ଆସନ୍ତା ୨୯ ତାରିଖରେ ଇଂଲଣ୍ଡକୁ ଭେଟିବ ଭାରତ। କ୍ରମାଗତ ୫ ମ୍ୟାଚ ଜିତି ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ପାଖାପାଖି ୧ ସପ୍ତାହ ବ୍ରେକ୍ ପରେ ପୁଣି ପଡ଼ିଆକୁ ଓହ୍ଲାଇବାକୁ…
୫୦ ବର୍ଷରୁ ଅଧିକ ବୟସର ପୋଲିସଙ୍କୁ ଦିଆଯିବ ଅବସର
ଲକ୍ଷ୍ନୌ,୨୮।୧୦: ପୋଲିସ ବାବୁଙ୍କ ଅବସରକୁ ନେଇ ଉତ୍ତର ପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବାଧ୍ୟତାମୂଳକ ଅବସର ପାଇଁ ୫୦ ବର୍ଷ ବୟସ ଅତିକ୍ରମ କରିଥିବା ପୋଲିସର ସ୍କ୍ରିନିଂ ସମ୍ପର୍କରେ ଶୁକ୍ରବାର ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଉତ୍ତରପ୍ରଦେଶ ପୋଲିସ…
Archives


