ଆସିବ ‘ଜବ୍ ଉଇ ମେଟ୍’ ସିକୁଏଲ, ପୁଣି ଏକାଠି ନଜର ଆସିବେ ଶାହିଦ-କରିନା !
ବମ୍ବେ: ଇମ୍ତିଆଜ ଅଲ୍ଲିଙ୍କ ଚଳଚ୍ଚିତ୍ର ‘ଜବ ଉଇ ମେଟ୍’ ବଲିଉଡର ସୁପରହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏଥିରେ ଶାହିଦ କପୁର ଏବଂ କରିନା କପୁରଙ୍କ ଯୋଡ଼ି ଜବରଦସ୍ତ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟ ଜିତିଥିଲା। ବିଶେଷକରି ‘ଗୀତ୍’ ଚରିତ୍ରକୁ ନେଇ ଆକାଶ…
ଦଳର ନେତାଙ୍କୁ ଅନୁଶାସନର ପାଠ ପଢାଇଲେ ଖାର୍ଗେ
ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଦଳର ନେତାଙ୍କୁ ଅନୁଶାସନ ଏବଂ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ବ୍ୟକ୍ତିଗତ ମତଭେଦଠାରୁ ଦୂରରେ ରହି କଂଗ୍ରେସର ସଫଳତାକୁ ପ୍ରାଧାନ୍ୟ ଦେବାକୁ ଏବଂ ଦଳର କିଛି କ୍ଷତି ନ କରିବାକୁ ସେ କହିଛନ୍ତି।…
ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର: ଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ଖୋଲିଲା ସ୍ପେଶାଲ ଓପିଡି
ନୂଆଦିଲ୍ଲୀ,୧୭।୯: ଦୀର୍ଘଦିନ ଧରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକମାନେ ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ସପିଡି ସେବା (ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଓପିଡି) ଦାବି କରୁଥିଲେ। ଏହି ସମ୍ପ୍ରଦାୟ ପାଇଁ ଏହା ଏକ ଖୁସିର ବିଷୟ ଯେ ବର୍ତ୍ତମାନ ସେମାନଙ୍କର ଆଶା ପୂରଣ ହୋଇଛି।…
ତୃତୀୟ ମୋର୍ଚ୍ଚାର ସଙ୍କେତ ଦେଲେ ଓଓ୍ବାଇସି
ନୂଆଦିଲ୍ଲୀ,୧୭।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ଏନ୍ଡିଏ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ପରେ ଏବେ ଏକ ତୃତୀୟ ସାମ୍ମୁଖ୍ୟ ମଧ୍ୟ ଗଠନ ହେଉଥିବା ଜଣାପଡିଛି। ଏନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ…
ଏସିଆ କପ୍ରୁ ବିଦା ହେବାପରେ ପାକିସ୍ତାନ ପିଛା ଛାଡୁନି ବିବାଦ: ମୁଖ୍ୟ ଚୟନକର୍ତ୍ତା ଦେଲେ ଧମକ
ଇସଲାମାବାଦ୍,୧୭।୯: ପାକିସ୍ତାନ କ୍ରିକେଟ ଦଳର ଏସିଆ କପ୍ରୁ ବାହାରିବା ପରେ ବିବାଦ ବୃଦ୍ଧି ପାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ବାବର ଆଜାମ ତାଙ୍କ ଖେଳାଳିଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି।…
ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମା ସ୍ଥାପିତ
ଗ୍ବାଲିଅର୍,୧୭।୯: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକ ଏବଂ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ଧୂମଧାମରେ ପାଳନ କରୁଛନ୍ତି। ଗ୍ବାଲିଅରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଛି। ଏଠାରେ ସମର୍ଥକମାନେ ତାଙ୍କ ନାମରେ ଏକ ପ୍ରତିମୂର୍ତ୍ତି…
ପାନବରଜ, କିଆ ଫୁଲ ଚାଷୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ବର ୧୭।୯ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସମ୍ପର୍କରେ ଅନେକ ଆପତ୍ତି…
ତୋଷଣ ରାଜନୀତି ଯୋଗୁ ୭୫ ବର୍ଷ ହେବ ପାଳନ କରାଯାଇ ନାହିଁ ତେଲେଙ୍ଗାନା ମୁକ୍ତି ଦିବସ: ଶାହା
ନୂଆଦିଲ୍ଲୀ,୧୭।୯: ସିକନ୍ଦରାବାଦରେ ତେଲେଙ୍ଗାନା ମୁକ୍ତି ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ୭୫ବର୍ଷ ଧରି କୌଣସି ସରକାର ଆମର ଯୁବକମାନଙ୍କୁ ଏହି ମହାନ ଦିନରେ…
ବିବାହ ପୂର୍ବରୁ ‘ଆର୍’ ଟୋପି ପିନ୍ଧିଲେ ପରିଣୀତି
ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୪ ସେପ୍ଟେମ୍ବରରେ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟରେ ପରିଣୀତିଙ୍କୁ…
ଭାଜପା ‘ସନାତନ ଧର୍ମ’ର ସମର୍ଥକ କିମ୍ବା ସୁରକ୍ଷାକାରୀ ନୁହେଁ: କପିଲ ସିବଲ
ଚେନ୍ନାଇ,୧୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଥମିବାର ନାଁ ଧରୁନି। ଗୋଟିଏ ପଟେ ଭାଜପା ଏହି ପ୍ରସଙ୍ଗରେ ବିରୋଧୀ ଦଳ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟ ପଟେ…
ସୌଭାଗ୍ୟ ଆଣେ ହାତୀ ପ୍ରତୀମା, ଘରେ ରଖନ୍ତୁ…
ଭଗବାନ ଗଣେଶଙ୍କର ଏକ ସ୍ବରୂପ ଭାବେ ହାତୀଙ୍କୁ ଅନେକେ ପୂଜା କରିଥାନ୍ତି। ବାସ୍ତୁଶାସ୍ତ୍ରରେ ବି କୁହାଯାଇଛି, ଘରେ ହାତୀର ପ୍ରତୀମା ରଖିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। ଯେମିତିକି * ହାତୀକୁ ଯଶ ଆଉ କୀର୍ତ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ…
ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନାହିଁ ମମତାଙ୍କ ସହ ଆଉ କେତେଜଣ ମୁଖ୍ୟମନ୍ତ୍ରୀ
କୋଲକାତା,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ୭୩ବର୍ଷ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଭାଜପା ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛି। ଦେଶର ବହୁ ବଡ ନେତା ତଥା…
Archives


