ରେଳବାଇକୁ ୬୦ ହଜାର ଜରିମାନା, ୧୩ ଘଣ୍ଟା ବିଳମ୍ବର ଦଣ୍ଡାଦେଶ…
ଏର୍ନାକୁଲମ,୨୮।୧୦ : ଅକ୍ଟୋବର 28 ରେ, କେରଳର ଏର୍ନାକୁଲମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଦକ୍ଷିଣ ରେଳବାଇକୁ ଟ୍ରେନ ବିଳମ୍ବ ହୋଇଥିବା ନେଇ ଜଣେ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଭାରତୀୟ ରେଳବାଇକୁ ୧୩…
ଏହି ପପଷ୍ଟାରଙ୍କ ଗୋଟିଏ ରାତିର ରୋଜଗାର ୧୦୦ କୋଟିରୁ ଅଧିକ, ଦେଖନ୍ତୁ ଭିଡିଓ…
କିଛି ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର କଠିନ ପରିଶ୍ରମ ଆଧାରରେ, ଖୁବ କମ ସମୟ ମଧ୍ୟରେ ଖ୍ୟାତି ହାସଲ କରିଛନ୍ତି, ଯାହା କିଛି ଲୋକ ବହୁ ବର୍ଷର ପରିଶ୍ରମ ପରେ ମଧ୍ୟ ହାସଲ କରିପାରନ୍ତି ନାହିଁ । ଏପରି ଜଣେ ପପଷ୍ଟାର…
ମୁକେଶ ଅମ୍ବାନୀଙ୍କୁ ମିଳିଛି ୫୫ ଯବାନଙ୍କ ଅଭେଦ୍ୟ ସୁରକ୍ଷା କବଚ, ମାସକୁ ଗଣନ୍ତି ମୋଟା ଅଙ୍କର ଟଙ୍କା
ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଇ-ମେଲ ପ୍ରେରକ ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଛନ୍ତି। ପୂର୍ବରୁ ଅମ୍ବାନୀଙ୍କ ଘର…
ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ବନ୍ଧାହେଲେ ଆଇନଜୀବୀ
ସିମୁଳିଆ,୨୮ା୧୦(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଞ୍ଚଳର ଜଣେ ବିଧବା ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣାରେ ସିମୁଳିଆ ପୋଲିସ ଭଦ୍ରକ ଅଞ୍ଚଳର ଅନନ୍ତ ନାରାୟଣ ପଣ୍ଡା ନାମକ ଜଣେ ଆଇନଜୀବୀଙ୍କୁ ଗିରଫ କରିଛି। ଏନେଇ…
କେବଳ ୨୯୫ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ‘ବ୍ରିଟାନିଆ’, ଏବେ ୧.୦୯ ଲକ୍ଷ କୋଟିରେ ପହଞ୍ଚିଲାଣି କମ୍ପାନୀ ମୂଲ୍ୟ…
ଏକଦା କେବଳ ‘ବିସ୍କୁଟ’ରୁ ବ୍ୟବସାୟ ଆରମ୍ଭ କରିଥିଲା ‘ବ୍ରିଟାନିଆ’। ହେଲେ ଏବେ ଏହାର ବ୍ୟବସାୟ ବ୍ରେଡ୍, କେକ୍, ରସ୍କଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ପହଞ୍ଚିଲାଣି। ସାରା ଦେଶରେ ଏହା ୧୫ ମାନୁଫାକ୍ଚରିଂ ୟୁନିଟ୍୍ ଏବଂ ୩୫ କଣ୍ଟ୍ରାକ୍ଟ ଏବଂ ଫ୍ରାଞ୍ଚାଇଜ୍…
ଆଖି ପିଛୁଳାକେ ଛେଳିକୁ ଜିଅନ୍ତା ଗିଳିଲା ବିଶାଳକାୟ ଗୋଧି, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ…
ପ୍ରତ୍ୟେହ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ ହୁଏନା। ଏବେ ସେଭଳି ଏକ ଭିଡିଓରେ ଏକ ଛେଳି ଛୁଆକୁ ବିଶାଳକାୟ ଗୋଧି(କୋମୋଡୋ ଡ୍ରାଗନ୍) କିଭଳି କେଇ ସେକେଣ୍ଡରେ ଜିଅନ୍ତା ଗିଳି…
ବନ୍ଦେ ସାଧାରଣ ଏକ୍ସପ୍ରେସର ୫ ରୁଟ୍କୁ ମିଳିଲା ମଞ୍ଜୁରୀ, ଶ୍ରୀଘ୍ର ହେବ ଆରମ୍ଭ
ନୂଆଦିଲ୍ଲୀ,୨୮।୧୦: ବନ୍ଦେ ଭାରତ ଏକ୍ସପ୍ରେସ ପରେ ଖୁବ୍ଶୀଘ୍ର ବନ୍ଦେ ସାଧାରଣ ଏକ୍ସପ୍ରେସ ଟ୍ରେନ୍ ଆରମ୍ଭ ହେବ। ଏଥିରେ ସମସ୍ତ ବଗି ସେକେଣ୍ଡ କ୍ଲାସ ରହିବ। ଏଥିଲାଗି ଭଡ଼ା ମଧ୍ୟ କମ୍ ରହିବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରାଥମିକ ସ୍ତରରେ ବନ୍ଦେ…
ପାଇପ୍ ଫାଟି ରାସ୍ତାରେ ବୋହୁଛି ପାଣି
କେନ୍ଦୁଝର,୨୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ମୁଖ୍ୟ ବଜାର ନିକଟ ଧର୍ମଶାଳା ରାସ୍ତାରେ ଦୀର୍ଘମାସ ହେଲା ପାଣି ପାଇପ୍ ଫାଟି ଯାଇଥିଲେ ହେଁ ସଜଡ଼ା ଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଧିରେ ଧିରେ ପାଇପ୍ରୁ କମ୍…
ପୁରୁଷୋତ୍ତମପୁର ଅଞ୍ଚଳରେ ପ୍ରଥମ: ଚାନ୍ଦି ଗହଣାରେ ଶୋଭା ପାଇଲେ ମା’ ଗଜଲକ୍ଷ୍ମୀ, ସାଢେ ଛଅ କେଜି ରୁପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦେଲେ ଦର୍ଶନ
ପୁରୁଷୋତ୍ତମପୁର, ୨୮/୧୦ (ସିମାଞ୍ଚଳ ମିଶ୍ର) ପବିତ୍ର କୁମାର ପୂର୍ଣମା ଓ ଗଜଲକ୍ଷ୍ମୀ ପୂଜା ଲାଗି ଶନିବାର ସମଗ୍ର ପୁରୁଷୋତ୍ତମପୁର ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛିା କୁମାରୀ ଯୁବତୀ ମାନେ ଜହ୍ନିଓଷା ବ୍ରତକୁ ଉଦଯାପନରେ ଲାଗିପଡିଥିବା ବେଳେ ବିଭିନ୍ନ ପୂଜା କମିଟି…
୧୩୦ବର୍ଷର ପୁରୁଣା ଘରୁ ମିଳିଲା ମାଲିକଙ୍କ ଶେଷ ଚିଠି, ଏଥିରେ ଲେଖାଅଛି ଏମିତି…
ଘରଟିକୁ ଭୂତିଆ ଘର କହିଲେ ଅନ୍ୟଥା ହେବ ନାହିଁ। କୋର୍ଟନି ଏବଂ ମ୍ୟାଟ ନାମକ ଏକ ଦମ୍ପତି କିଣିଛନ୍ତି ଏହି ୧୩୦ବର୍ଷର ପୁରୁଣା ଘରକୁ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଘରେ ସେମାନଙ୍କୁ ଏକ ଚିଠି ମିଳିଛି ଯାହା ଘରେ ରହିଥିବା…
ଚନ୍ଦ୍ରଗ୍ରହଣ ଦେଖିଲେ ସତରେ କ’ଣ ମଣିଷ ହରାଇଦିଏ ଦୃଷ୍ଟିଶକ୍ତି, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ
ଆଜି ଅର୍ଥାତ୍ କୁମାରପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ରଗ୍ରହଣ। ଏହା ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଉପରେ ଆଧାରିତ ଘଟଣା। ଉଭୟ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ୱ ଦିଆଯାଏ। ଚନ୍ଦ୍ରଗ୍ରହଣର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବିଷୟରେ ଲୋକଙ୍କୁ କୁହାଯାଏ। ଏହି ସମୟ…
ମ୍ୟାଚ୍ ହାରିବା ପରେ ଭୋ-ଭୋ ହୋଇ କାନ୍ଦିଲେ ଆଫ୍ରିଦି; ଅଟକାଇ ପାରିଲେନି କୋଚ୍…
ନୂଆଦିଲ୍ଲୀ,୨୮।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ପାକିସ୍ତାନ ପରାଜୟର ସ୍ବାଦ ଚାଖିଛି। ଏହାକୁ ନେଇ ଦଳ ବେଶ ନିରାଶ ହୋଇଥିବା ବେଳେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଲୁହକୁ ରୋକି ପାରି ନ ଥିଲେ। ଡଗ୍ଆଉଟ୍ରେ ବସିଥିବା ବେଳେ…
Archives


