Home Left

ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ ଅଫିସ, ୨୯।୧୦(ଅଜିତ୍‌ ମହାନ୍ତି) : ଶ୍ରୀମନ୍ଦିରକୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହେବା ପରେ ବର୍ତ୍ତମାନ ଭକ୍ତମାନଙ୍କୁ ଏନେଇ ସଚେତନତା କରାଯାଉଛି। ଏହି ନିୟମ ଆସନ୍ତାବର୍ଷ ଜାନୁୟାରୀରୁ କଡ଼ାକଡ଼ି…

କାର୍ତ୍ତିକ ବ୍ରତ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୩ ହଜାରରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ପାଇଁ ହୋଇଛି ରହିବା ବ୍ୟବସ୍ଥା

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): କାର୍ତ୍ତିକ ମାସ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ପୁରୀରେ ହବିଷିଆଳିମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷିଆଳି…

ନ୍ୟୁଜିଲାଣ୍ଡକୁ ହରାଇ ଚତୁର୍ଥ ଥର ରଗ୍‌ବୀ ବିଶ୍ୱକପ୍‌ ଟାଇଟଲ ହାସଲ କଲା ଦକ୍ଷିଣ ଆଫ୍ରିକା

ପ୍ୟାରିସ, ୨୯ା୧୦: ଗତଥରର ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଚତୁର୍ଥ ଥର ପାଇଁ ରଗ୍‌ବୀ ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ପ୍ରତିଯୋଗିତାର ଫାଇନାଲରେ ଦଳ ୧୨-୧୧ରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଫାଇନାଲରେ ପ୍ରଥମ ଖେଳାଳି ଭାବେ ନ୍ୟୁଜିଲାଣ୍ଡ ଅଧିନାୟକ ସାମ୍‌ କେନ୍‌ଙ୍କୁ ରେଡ୍‌କାର୍ଡ…

ଏଠାରେ ମାଛଙ୍କୁ ସୁରକ୍ଷା ଦିଅନ୍ତି ଜୀବନ୍ତ ଦେବତା, ନ ମାନି ଖାଇଲେ ହୁଏ ଭୟଙ୍କର ରୋଗ

ଛପରା: ସାରଣର ଡୋରିଗଞ୍ଜରେ ଏକ ପୋଖରୀ ଅଛି, ଯେଉଁଥିରେ ଖୁବ ବଡ଼ ବଡ଼ ମାଛ ଅଛନ୍ତି। ଦୀର୍ଘ ବର୍ଷ ଧରି ଏହି ପୋଖରୀରେ ମାଛ ରହିଆସିଛି ଏବଂ ପ୍ରତ୍ୟେକ ମାଛର ଲମ୍ବ ୩ରୁ ୪ଫୁଟ ହେବ। ଏହି ପୋଖରୀଟି ଜିଏସ ନାମରେ…

ଭାରତର ବିଜୟ ଦେଖି ଖୁସିରେ ଗଦଗଦ ହେଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୯।୧୦: ଆଇସିସି କ୍ରିକେଟ ବିଶ୍ୱକପ୍‌ର ୨୯ତମ ମ୍ୟାଚ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଦଳକୁ ୧୦୦ ରନରେ ପରାସ୍ତ କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ…

କେରଳ ବିସ୍ଫୋରଣରେ ୨ ମୃତ, ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ୨୦ ସଦସ୍ୟ ଟିମ

କୋଚି,୨୯।୧୦: କେରଳରେ ରବିବାର ହୋଇଥିବା ବିସ୍ଫୋରଣକୁ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି। ଏନଏସଜିର ଟିମ କଲାମାସେରିରେ ସେହି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ…

ସରକାର ବିରୋଧୀ ଆନ୍ଦୋଳନ: ବାଂଲାଦେଶ ବିରୋଧୀ ଦଳ ମୁଖ୍ୟ ଗିରଫ

ଢାକା,୨୯ା୧୦: ସରକାର ବିରୋଧୀ ଆନ୍ଦୋଳନର ଦିନକ ପରେ ରବିବାର ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି)ର ମହାସଚିବ ମିର୍ଜା ଫଖ୍‌ରୁଲ୍‌ ଇସ୍‌ଲାମ ଆଲମଗିର୍‌ଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ଦାବିରେ ଶନିବାର ଢାକାରେ ବିରୋଧୀ ଦଳ ପକ୍ଷରୁ…

ରିକ୍ସା ସହ ଧକ୍କା ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌: ଚାଲିଗଲା ୩ ଜୀବନ

ମିରୁଟ,୨୯।୧୦: ମିରୁଟ କଙ୍କରଖେଡା ଅଞ୍ଚଳର କାସିମପୁର ଫାଟକରେ ଡେରାଡୁନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ଏକ ରିକ୍ସା ଧକ୍କା ହୋଇଛି। ଫଳରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପୋଲିସ ଘଟଣାସ୍ଥଳରେ…

ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ

ପେଶାଓ୍ବର/ନୂଆଦିଲ୍ଲୀ,୨୯।୧୦: ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖାଇବର…

ଷ୍ଟେଶନରେ ପଶିଲା ହାତୀ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ରେଳ ଷ୍ଟେଶନକୁ ଏକ ହାତୀ ବାଟବଣା ହୋଇ ପଶିଆସି ଦୀର୍ଘ ସମୟ ଧରି ବୁଲିଥିଲା। ରବିବାର ଭୋରରେ ରେଳ ଷ୍ଟେଶନରେ ହାତୀକୁ ଦେଖି ରେଳ କର୍ମଚାରୀ ଓ ଯାତ୍ରୀ ଭୟଭୀତ…

ମୁମ୍ବାଇ ରାସ୍ତାରେ ଆଉ ଗଡ଼ିବନି ଐତିହାସିକ ‘ପ୍ରିମିଅର ପଦ୍ମିନୀ, ଟ୍ୟାକ୍ସି

ମୁମ୍ବାଇ,୨୯/୧୦: ଦଶକରୁ କଳା ଏବଂ ହଳଦିଆ ରଙ୍ଗରେ ଗଡୁଥିବା ପ୍ରିମିଅର ପଦ୍ମିନୀ ଟ୍ୟାକ୍ସି ବିନା ମୁମ୍ବାଇ ଅଧୁରା ଲାଗୁଥିଲା। ମୁମ୍ବାଇରେ ଯାତ୍ରୀମାନେ କୌଣସି ସ୍ଥାନରୁ କୁଆଡେ ଯିବାକୁ ଚିନ୍ତା କଲେ ସର୍ବପ୍ରଥମେ କଳା ଏବଂ ହଳଦିଆ ଟ୍ୟାକ୍ସି ସେମାନଙ୍କ ମନକୁ ଆସିଯାଏ।…

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ଭବିଷ୍ୟବାଣୀ କଲେ ଅଖିଳେଶ

ଲକ୍ଷ୍ନୌ,୨୯।୧୦: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ରବିବାର ନଭେମ୍ବର ୨୯ରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଦେଖିବା ପାଇଁ ସମାଜବାଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri