ସତ ମାନିଲେ ମହୁଆ: ହିରାନନ୍ଦାନୀଙ୍କଠାରୁ ଉପହାରରେ ନେଇଥିଲେ ସ୍କାର୍ଫ, ଲିପଷ୍ଟିକ, ମେକଅପ
ନୂଆଦିଲ୍ଲୀ,୩୦।୧୦: କ୍ୟାଶ ଫର କ୍ୱେରି ମାମଲାରେ ନଗଦ ଟଙ୍କା ନେଇଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର କିଛି ସତ କହିଛନ୍ତି। ସେ ଭାରତୀୟ ଜନତା ପାର୍ଟି (ଭାଜପା) ଏପି ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ବ୍ୟବସାୟୀ…
ରାଜସ୍ଥାନ ବିଧାନସଭା ନିର୍ବାଚନ: ନେତାଙ୍କ ପୁଅ, ଝିଅ, ବୋହୂ, ନାତୁଣୀଙ୍କୁ ମିଳିଲାଣି ୨୯ ଟିକେଟ୍
ଜୟପୁର,୩୦ା୧୦: ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନେତାଙ୍କ ୨୯ଜଣ ସମ୍ପର୍କୀୟଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଛନ୍ତି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନ…
‘ସିଂଘମ ଏଗେନ୍’ରେ ରଣବୀରଙ୍କ ଲୁକ୍ ଆଉଟ୍
ଆଜିକାଲି ରୋହିତ ସେଟ୍ଟୀଙ୍କ ‘ସିଂଘମ ଏଗେନ୍’କୁ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ପୁଣି ଥରେ ସିଂଘମ ଅର୍ଥାତ୍ ଅଜୟ ଦେବଗନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏଥର ଫିଲ୍ମ ଷ୍ଟାର୍ କାଷ୍ଟ ମଧ୍ୟ ବହୁତ ଭଲ। ରଣବୀର ସିଂ ଏବଂ…
ବିଷାକ୍ତ ଲୋକ, ବିଷ ବିସ୍ତାର ଜାରି ରଖିବେ: କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରାଗିଗଲେ କେରଳ ମୁଖ୍ୟମନ୍ତ୍ରୀ
କୋଚି,୩୦।୧୦: କେରଳର କନ୍ଭେନଶନ୍ ସେଣ୍ଟରରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। ରାଜୀବ ଚନ୍ଦ୍ରଶେଖର କହିଥିଲେ, ହମାସ ଆତଙ୍କବାଦୀମାନେ କେରଳରେ ବିସ୍ଫୋରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏଠାରେ ଦିଲ୍ଲୀରେ…
କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଏସ ଜୟଶଙ୍କର
ନୂଆଦିଲ୍ଲୀ,୩୦।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ପୂର୍ବତନ ଆଠଜଣ କର୍ମଚାରୀଙ୍କ ପରିବାରକୁ ଭେଟିଛନ୍ତି। ଭାରତ ସେମାନଙ୍କ ମୁକ୍ତିକୁ ନିଶ୍ଚିତ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବ ଜୟଶଙ୍କର କହିଛନ୍ତି। ସୂତ୍ରରୁ…
ଭୋଟ ମାଗିବାକୁ ଯାଇଥିବା ନେତାଙ୍କୁ ହିସାବ ମାଗିଲେ ଜନତା
ଭୋପାଳ,୩୦।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ନେତାଙ୍କ ଉପରେ ଜନସାଧାରଣଙ୍କ କ୍ରୋଧ ଖୁବ ଭାରି ପଡିଛି। ଏହି ବିଷୟ ସିଙ୍ଗରୌଲି ଜିଲାର ଦେବସର ବିଧାନସଭା ନିର୍ବାଚନମଣ୍ଡଳୀରେ ଅଛି, ଯେଉଁଠାରେ ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ମେଶ୍ରାମ ଭୋଟ ମାଗିବା…
ବିଲ ଭିତରକୁ ପଶିଗଲା ବସ୍, ୧୪ ଆହତ
ଡୁଙ୍ଗୁରିପାଲି,୩୦ା୧୦: ସୋମବାର ସକାଳେ ଏକ ବସ୍ର ଚକା ଫାଟି ଯିବାରୁ ଏହା ବିଲ ଭିତରକୁ ପଶିଯାଇଛି। ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି।…
ଜବରଦସ୍ତ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ ଶର୍ମା: କହିଦେଲେ ଏମିତି କଥା
ଲକ୍ଷ୍ନୌ,୩୦।୧୦: ଚାଲିଥିବା ବିଶ୍ୱକପ ୨୦୨୨ରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଭାରତ ସେମିଫାଇନାଲ ରେସ୍କୁ ପ୍ରାୟ ଏକ ଔପଚାରିକତାରେ ପରିଣତ କରିଛି। ଭାରତୀୟ ବୋଲରମାନେ ବିଶେଷକରି ଦ୍ରୁତ ବୋଲରମାନେ ମହମ୍ମଦ ଶାମିଙ୍କ…
ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ଭାଜପା ନେତାଙ୍କ ପୁଅଙ୍କୁ ଦେଖି ଫଟୋ ଶେୟାର କରି ବର୍ଷିଲେ ଅଖିଳେଶ
ଲକ୍ଷ୍ନୌ,୩୦।୧୦: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଇକାନା ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ନେତାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ମାଧ୍ୟମରେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିିଛନ୍ତି।…
ବିଶ୍ୱକପ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି…
ଲକ୍ଷ୍ନୌ,୩୦।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ବିରାଟ କୋହଲି ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏହି ମ୍ୟାଚରେ ସେ ନଅ ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ଡେଭିଡ ୱିଲି…
ଭାରତର ପ୍ରଚଣ୍ଡ ବିଜୟ ପରେ ଟୁଇଟରରେ ଟ୍ରେଣ୍ଡ କରୁଛି ବାର୍ମି ଆର୍ମି: ଜାଣନ୍ତୁ ଏହା ପଛର କାରଣ
ଲକ୍ଷ୍ନୌ,୩୦।୧୦: ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ଶୂନ୍ୟରେ ଆଉଟ୍ ହେବାକୁ ନେଇ ଇଂଲଣ୍ଡର ବାର୍ମି ଆର୍ମି ପରିହାସ କରିଥିଲା। ବତକ ସହ କୋହଲିଙ୍କ ଫଟୋ ଏଡିଟ କରି ତାଙ୍କୁ ଟ୍ରୋଲ କରିଥିଲା। କିନ୍ତୁ ବିରାଟ କୋହଲିଙ୍କୁ ପରିହାସ କରିବା ବାର୍ମି…
ଆଲୋକ ଦେଖିଲେ ମାଙ୍କଡ଼ହଟିଂବାସୀ
ଯୋଡ଼ା,୩୦ା୧୦(ମାନସ ମହାନ୍ତି): ବିଦ୍ୟୁତ୍ ସଂଯୋଗ ନିମନ୍ତେ ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ। ଏପରିକି ପ୍ରତି ନିର୍ବାଚନ ସମୟରେ ବିଦ୍ୟୁତ୍ ସମସ୍ୟା ସମାଧାନ ନେଇ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେହି ପଦକ୍ଷେପ ଗ୍ରହଣ କରୁ ନ…
Archives


