Home Left

ବାୟୁପ୍ରଦୂଷଣ ଯୋଗୁ ସ୍ମୃତି ଶକ୍ତି ପାଉଛି ହ୍ରାସ, ମସ୍ତିଷ୍କ ଫୁଲି ଯାଉଛି…

ଓ୍ବାଶିଂଟନ,୧।୧୧ : ବାୟୁରେ ଥିବା ପ୍ରଦୂଷଣର ଛୋଟ କଣିକା ମଣିଷଠାରେ ପାର୍କିନସନ ସମସ୍ୟା ସୃଷ୍ଟି କରୁଛି। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଉଛି। ଏହି କଣିକା ଯୋଗୁ ମସ୍ତିଷ୍କ ଫୁଲି ଯାଉଛି। ୫୬ ପ୍ରତିଶତ ପର୍ଯ୍ୟନ୍ତ ଏହାର ବିପଦ ମଣିଷମାନଙ୍କଠାରେ ଦେଖାଯାଇଛି।…

ଦୀପାବଳିରେ ଧମାକା କରିବାକୁ ଆସୁଛି ଟାଇଗର-୩, ଏହି ଦିନଠୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ

ମୁମ୍ବାଇ: ଦୀର୍ଘ ଦିନ ପରେ ସଲମାନ ଖାନ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀପାବଳି ଅବସରରେ ତାଙ୍କ ଫିଲ୍ମ ଟାଇଗର-୩ ରିଲିଜ ହେବାକୁ ଯାଉଛି। ଦୀପାବଳିରେ ଭାଇଜାନ ଏକ ଧମାକା ସୃଷ୍ଟି କରିବାକୁ ଯାଉଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ…

ହାତୀ ଆକ୍ରମଣରେ ବିଧବା ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅନ୍ତର୍ଗତ ଉପର ଡିହା ଚତିରି ସାହିର ଜଣେ ମହିଳା ପାଖ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ହେଲେ ବେଲ ମୁଣ୍ଡା। ସେ ମଙ୍ଗଳବାର ମଧ୍ୟାହ୍ନରେ ଜଙ୍ଗଲକୁ…

ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତ, ଆଫଗାନିସ୍ତାନର ସାହାଯ୍ୟ ଆବଶ୍ୟକ, ଜାଣନ୍ତୁ ୨ ପଡ଼ୋଶୀ କିପରି ପାକିସ୍ତାନକୁ ଦେଇପାରିବେ ସେମିଫାଇନାଲ ଟିକେଟ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନ ସର୍ବଦା ନିଜର ଦୁଇ ପଡ଼ୋଶୀ ଉପରେ ନଜର ରଖେ, କିନ୍ତୁ ବିଶ୍ୱକପ ୨୦୨୩ରେ ସେମିଫାଇନାଲରେ ପ୍ରବେଶ କରିବା ଉପରେ ବର୍ତ୍ତମାନ ୨ ପଡୋଶୀ ଉପରେ ଆଶା ରଖିଛି। ବାସ୍ତବରେ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ପାକିସ୍ତାନ କ୍ରିକେଟ…

ପୁନରୁଦ୍ଧାର ହେଲାନି, ବନ୍ଦ କରିଦେଲେ

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସମବାୟ ଚିନିକଳ ଜିଲାର ଆଖୁଚାଷୀଙ୍କ ଜୀବନରେଖା ଥିଲା। ସହର ଉପକଣ୍ଠ ତୋରାଠାରେ ନିର୍ମିତ ଏହି ଚିନିକଳକୁ ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଉଦ୍‌ଘାଟନ କରିଥିଲେ। ଦୀର୍ଘବର୍ଷ ଧରି ଚିନିକଳ ଠିକ୍‌ ଭବେ ଚାଲୁଥିଲା ଏବଂ ଜିଲା…

ପୁଅର ଚିକିତ୍ସା ପାଇଁ ମା’ବାପାଙ୍କ ନିବେଦନ

କାଏମା,୧।୧୧ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡ଼ା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରାଇ(୨୦) ବଜ୍ରପାତରେ ଗୁରୁତର ହୋଇ ୪୦ଦିନରୁ ଅଧିକ ହେବ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟକାର୍ଡରେ ଥିବା…

୪ ଭାଲୁ ସହ ଘଣ୍ଟାଏ ଲଢିଲେ, ଆଉ ତା’ ପରେ…

ପାଟଣା,୧।୧୧(ବୀର କିଶୋର ଦାଶ): ଜୀବନ ବଞ୍ଚାଇବାକୁ ଯାଇ ସୁଦର୍ଶନ ନାୟକ(୫୩) ନାମକ ଜଣେ ବ୍ୟକ୍ତି ୪ ଭାଲୁ ସହ ଘଣ୍ଟାଏ ଧରି ଲଢେଇ କରି ଶେଷରେ ରକ୍ଷା ପାଇଯାଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ…

ନଭେମ୍ବର ୧ରୁ ଧାମରାରୁ ଦେବୀ ମୁହାଣ ମାଛଧରା କଟକଣା

ରାଜନଗର,୧।୧୧(ଭାସ୍କର ରାଉତରାୟ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ଗହୀରମଥା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ତୀର୍ଥସ୍ଥଳୀ। ଅତିଥି ଅଲିଭ ରିଡ୍‌ଲେ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମକରି ଗହୀରମଥାର ନିଷିଦ୍ଧ ଜଳରାଶିରେ ପାଦ ଥାପିବେ। ଆସୁଥିବା ଆଗନ୍ତୁକ ଅତିଥି…

ପ୍ରଗତିରେ ବାଧକ ସାଜିଛି ଦୁର୍ନୀତି

ଜଗତ୍‌ସିଂହପୁର, ୧।୧୧ (ପ୍ରମୋଦ କୁମାର ନାୟକ): ସମ୍ପ୍ରତ୍ତି ଦେଶରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଲାଣି। ବିଶେଷକରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନଙ୍କ ଦୁର୍ନୀତିଖୋର ମନୋଭାବ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷେ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ…

ଘୁମୁସର ଉତ୍ତର ବନଖଣ୍ଡରେ ୫ ବାଘ ଥିବା ଆଶଙ୍କା

ଭଞ୍ଜନଗର, ୧।୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ବୁଧବାର ଠାରୁ ଆରମ୍ଭ ହେବ। ବାଘ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଟ୍ରାପ କ୍ୟାମେରା ଲଗାଯିବ। ଏଥିପାଇଁ ବିଭାଗ ପକ୍ଷରୁ କ୍ୟାମେରା ପ୍ରସ୍ତୁତ କରି ରଖାଯାଇଛି। ଏହି ପ୍ରକ୍ରିୟା…

କନ୍ଧମାଳର ଦୁଇଟି ନୂଆ ପର୍ଯ୍ୟଟନସ୍ଥଳର ସନ୍ଧାନ

ଫୁଲବାଣୀ, ୧।୧୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲାର ପ୍ରକୃତି ଓ ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା। ଜିଲାରେ ରହିଛି ବହୁ ପର୍ଯ୍ୟଟନ କ୍ଷେତ୍ର। ବହୁ କ୍ଷେତ୍ର ଲୁକାୟତ ଭାବରେ ରହି ଯାଉଥିବା ବେଳେ କନ୍ଧମାଳ ଇତିହାସ କଂଗ୍ରେସ ପକ୍ଷରୁ ଜିଲାର ଇତିହାସ…

ବର୍ଷା ନାହିଁ,ଜଳିବାକୁ ବସିଲାଣି ଧାନ ଫସଲ

ଚିକିଟି,୧।୧୧(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ବିଳମ୍ବରେ ହେଲେ ମଧ୍ୟ ଦୁଇ ମାସ ତଳେ ହୋଇଥିବା ବର୍ଷାରେ ପ୍ରାୟ ଅଧିକାଂଶ ଜମିରେ ଧାନ ଚାଷ ହୋଇଥିଲା। କିନ୍ତୁ ବର୍ତ୍ତମାନ ବର୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri