ଏହି ୭ ଜିନିଷରେ ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ନଚେତ ହୋଇଯିବେ ବରବାଦ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ, ବନ୍ଧୁତା, ଶତ୍ରୁତା ହେଉ ଅଥବା ବୈବାହିକ ଜୀବନ ସହ ଜଡିତ ସମସ୍ୟା ସବୁକିଛିର…
କିଏ ସେହି ଦେବଦତ୍ତ ପଡିକ୍କଲ, ଯାହାଙ୍କୁ ମିଳିଲା ଇଂଲଣ୍ଡ ଡେବ୍ୟୁ କରିବାର ସୁଯୋଗ
ଧର୍ମଶାଳା,୭।୩: ଧର୍ମଶାଳାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଦେବଦତ୍ତ ପଡ୍ଡିକଲ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ୧୦୦ ତମ ଟେଷ୍ଟ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ପଡିକ୍କଲଙ୍କୁ ଡେବ୍ୟୁ କ୍ୟାପ ଦେଇଥିଲେ। ଏହାପୂର୍ବରୁ ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ…
ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ
ନୂଆଦିଲ୍ଲୀ,୭।୩:ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସ୍ତ୍ରୀ ଡୋନା ଏକ ଅଭିଯୋଗ ଆଣିଛନ୍ତି। ନିକଟରେ ଡୋନା ଗାଙ୍ଗୁଲିଙ୍କୁ ବଙ୍ଗଳା ଟେଲିଭିଜନ ଶୋ’ ଦିଦି ନଂ ୧ ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ରାଖନା ବାନାର୍ଜୀ ଏହି ଶୋ’ର ହୋଷ୍ଟ କରନ୍ତି।…
କାହିଁକି ଧର୍ମଶାଳା ଟେଷ୍ଟରୁ ବାଦ୍ ପଡିଲେ ରଜତ, କାରଣ କହିଲେ ରୋହିତ ଶର୍ମା
ଧର୍ମଶାଳା,୭।୩: ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରଜତ ପାଟିଦାର ଖେଳୁ ନାହାଁନ୍ତି। ଆହତ କାରଣରୁ ପାଟିଦାର ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍ ପଡିଛନ୍ତି। ଟସ୍ ପରେ ଭାରତୀୟ…
ଆଜିଠୁ ପଞ୍ଚମ ଟେଷ୍ଟ: ଭାରତର ଲକ୍ଷ୍ୟ ୪-୧ରେ ସିରିଜ ବିଜୟ
ଧର୍ମଶାଳା, ୭।୩ (ପି.ଟି.): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ଭାରତ ୩-୧ରେ ଅଗ୍ରଣୀ ରହିବା ସହ ସିରିଜକୁ ଆଗୁଆ ଜିତି ସାରିଛି। ଏବେ ଅନ୍ତିମ ଟେଷ୍ଟ…
ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ, ଏହି ସମୟରେ ଉଠିବ ମହାଦୀପ
ଭୁବନେଶ୍ୱର,୭।୩: ଶୁକ୍ରବାର ମହାଶିବରାତ୍ରୀ । ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ତେବେ ସମସ୍ତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି କରାଯିବ, ସେନେଇ ଗତକାଲି ଏକ ବୈଠକ ବସିଥିଲା। ଶିବରାତ୍ରୀ ଦିନ…
ପାକିସ୍ତାନରେ ଧୁମ୍ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ
ଇସଲାମାବାଦ,୭।୩: ଭାରତର ପଡୋଶୀ ଦେଶ ପାକିସ୍ତାନରେ ମହାଶିବରାତ୍ରୀ ମହୋତ୍ସବ ମଧ୍ୟ ଧୁମ୍ଧାମରେ ପାଳନ କରାଯିବ। ୬୨ ହିନ୍ଦୁ ଉତ୍ସବରେ ଭାଗ ନେବାକୁ ବୁଧବାର ୱାଗା ସୀମା ଦେଇ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଆମୀର…
ପଲିଥିନ ତଳେ ଚାଲିଛି ସମବାୟ ସମିତି
ଧାମନଗର, ୭ା୩(ସନ୍ତୋଷ କୁମାର ମହାପାତ୍ର)ଧାମନଗର ବ୍ଲକ ମୁସ୍ତଫାପୁର ମହାନ୍ତିସାହିରେ ଥିବା ଦୋବଲ ସେବା ସମବାୟ ସମିତିର କାର୍ଯ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯେକୌଣସି ମୂହୂର୍ତ୍ତରେ ଘରର ଆଜବେଷ୍ଟସ ଛପର ଓ ଇଟାକାନ୍ଥ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ବର୍ଷା ପାଣି ପଡ଼ିବା…
ଗାଁକୁ ରାସ୍ତା ନାହିଁ ତ ନେତାଙ୍କୁୁ ଭୋଟ ନାହିଁ
ବାରିପଦା,୭ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଗଁାକୁ ଭଲ ରାସ୍ତା ନାହିଁ ା ମାଳ ମାଳ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମୌଳିକ ସୁବିଧା ମିଳି ପାରୁନାହିଁ। ଜିଲାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଥାଇ…
ସେତେବେଳେ କୋରେଇ, ଏବେ ଧର୍ମଶାଳା
ରସୁଲପୁର,୭ା୩(ରଞ୍ଜିତ ରାଉତ):ସାଧାରଣ ନିର୍ବାଚନ ପାଖେଇ ଆସିଲେ ବିଜେଡିର ନେତା ଓ କର୍ମୀଙ୍କ ମିଶାଣ ଫେଡ଼ାଣକୁ ନେଇ ଦଳ ବେଶୀ ଚର୍ଚ୍ଚାରେ ରହିଥାଏ। ଯାଜପୁର ଜିଲାରେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ଛାମୁଆ ନେତାଙ୍କୁ ଫେରାଇ ଆଣିବା ପାଇଁ ଦଳ ସମାନ ରଣନୀତି…
ମହେଶ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ
ଭୁବନେଶ୍ୱର,୭।୩: ଭାରତୀୟ ରେଳର ପ୍ରମୁଖ ଜୋନ୍ ତଥା ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ମହେଶ କୁମାର ବେହେରା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଭାରତୀୟ ରେଳ ଇଞ୍ଜିନିୟର୍ସ ସେବାର ବରିଷ୍ଠ ଅଧିକାରୀ ମହେଶ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ…
ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ବ୍ରାଣ୍ଡ୍ ଔଷଧ କାରବାର
ପଟ୍ଟାମୁଣ୍ଡାଇ, ୭ା୩ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରୁଥିବାରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ନିମ୍ନମାନର ଔଷଧ ସାଙ୍ଗକୁ ନକଲି…

