Posted inଖେଳ

କାହିଁକି ଧର୍ମଶାଳା ଟେଷ୍ଟରୁ ବାଦ୍‌ ପଡିଲେ ରଜତ, କାରଣ କହିଲେ ରୋହିତ ଶର୍ମା

ଧର୍ମଶାଳା,୭।୩: ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରଜତ ପାଟିଦାର ଖେଳୁ ନାହାଁନ୍ତି। ଆହତ କାରଣରୁ ପାଟିଦାର ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍‌ ପଡିଛନ୍ତି। ଟସ୍‌ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂରା ମାମଲା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଆହତ କାରଣରୁ ରଜତ ଖେଳୁନାହାନ୍ତି। ଦଳ ଦେବଦତ୍ତ ପଡିକ୍କଲଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଛି। ସେ ଭାରତ ପାଇଁ ଦୁଇଟି ଟି -୨୦ ମ୍ୟାଚ ଖେଳିଛନ୍ତି। କିନ୍ତୁ ଟେଷ୍ଟରେ ଖେଳିବାର ସୁଯୋଗ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି -୨୦ ବିଶ୍ୱକପ: ଆଇପିଏଲ୍ ପ୍ରଦର୍ଶନ ଦେଖି ବୋକା ବନିପାରେ ଟିମ୍ ଇଣ୍ଡିଆ, ଏହା ଚିନ୍ତାର କାରଣ

ନୂଆଦିଲ୍ଲୀ, ୯।୫: ଆଇପିଏଲ୍ ର ଚଳିତ ସିଜିନ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। ଲିଗ୍ ପର୍ୟ୍ୟାୟ ଶେଷ ହେବାକୁ ଯାଉଛି ଏବଂ ଏହା ସହିତ...

ରାହୁଲଙ୍କ ସହ ଝଗଡା କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସଙ୍କ ମାଲିକ କିଏ ଜାଣନ୍ତି: ତାଙ୍କ ମୋଟ ସମ୍ପତ୍ତି ହେଉଛି…

ହାଇଦ୍ରାବାଦ୍‌,୯।୫: ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ସନରାଇଜର୍ସ ହାଇଦ୍ରାବାଦ ଏକ ପରାଜୟ ଦେଇଥିଲା। ଏହି ପରାଜୟ ପରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ...

ଲକ୍ଷ୍ନୌ ହାତ ଛାଡିଦେବେ କି ରାହୁଲ: ବଢୁଛି ଚର୍ଚ୍ଚା

ହାଇଦ୍ରାବାଦ୍‌,୯।୫:ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ଲକ୍ଷ୍ନୌ୍‌କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଏବେ ଆରସିବିର ମାଲିକ କିଏ ଜାଣନ୍ତି: ବିଜୟ ମାଲ୍ୟା ନା ଆଉ କିଏ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୦୮ରେ ଆରମ୍ଭ ହୋଇଥିଲା। ୧୭ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ(ଆରସିବି) ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ହୋଇପାରିଛି। ଆରସିବି ଦଳ...

୨୦ କୋଟି ଅଫର୍‌ ଦେଲେ ବି ଆଇପିଏଲ୍‌ ଖେଳିବେ ନାହିଁ ବାବର, କାରଣ ବି କହିଲେ…

ଇସଲାମାବାଦ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ନେଇ ସାରା ବିଶ୍ୱରେ କ୍ରେଜ୍‌ ଅଧିକ ରହିଛି। ଏହା ଏଭଳି ଏକ ଟୁର୍ନାମେଣ୍ଟ ଯେଉଁଠି ରାତାରାତି ଯେକୌଣସି ଖେଳାଳିର ଭାଗ୍ୟ...

ରୋଚକ ହେଉଛି ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌: ଜାଣନ୍ତୁ କେଉଁ ଦଳ ଅଛନ୍ତି ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ର ୫୭ଟି ମ୍ୟାଚ ଖେଳାଯାଇଛି। ହାଇଦ୍ରାବାଦ ଲକ୍ଷ୍ନୌର ପ୍ଲେ ଅଫରେ ପହଞ୍ଚିବାର ଆଶା ଶେଷ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ଦଳ ପ୍ଲେ...

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍‌ କହିଲେ-କେଉଁ ଟିମ୍‌କୁ ଯିବେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୯।୫: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ୧୨ ମ୍ୟାଚ୍‌ରେ ୪ ବିଜୟ ସହ ଏମ୍‌ଆଇ ୮ ଅଙ୍କ...

ତୁମ ସମୟ ଆସିବାକୁ ଯାଉଛି… ନିଜ ଶିଷ୍ୟଙ୍କ ପ୍ରଶଂସାରେ ଶତମୁଖ ହେଲେ ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ,୯।୫: ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ କେବଳ ୫୮ ବଲ୍‌ରେ ହାସଲ କରିନେଇଥିଲା। ଏହି ମୁକାବିଲାରେ ହାଇଦ୍ରାବାଦର ଓପନିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri