ସ୍କୁଲ ହତାରେ ହଷ୍ଟେଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଖୋର୍ଦ୍ଧା,୪ା୧୧, (ପ୍ରଭାତ ପାଣିଗ୍ରାହୀ): ଜଟଣୀରେ ଟ୍ୟୁଶନ ଫି’ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ହତ୍ୟା ଘଟଣାର ୨ଦିନ ପରେ ଖୋର୍ଦ୍ଧାରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଶୁକ୍ରବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ. ଜାତୀୟ ରାଜପଥର ଚଣ୍ଡିଚୁଆ…
ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ସ: ୨୮ ଜଣିଆ ଭରତୀୟ ଦଳ ଘୋଷିତ
ନୂଆଦିଲ୍ଲୀ, ୪ା୧୧: ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ସ ପାଇଁ ଭାରତୀୟ ଫୁଟ୍ବଲ ଟିମ୍ ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ ଶୁକ୍ରବାର ୨୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛନ୍ତି। ଏଥିରେ ସୁନୀଲ ଛେତ୍ରୀ, ଗୁରପ୍ରୀତ ସିଂ ସାନ୍ଧୁ ଓ ସନ୍ଦେଶ ଝିନ୍ଗାନ୍ଙ୍କ ସମେତ…
ବିଶ୍ୱକପ୍ ସେମିଫାଇନାଲରେ ଆଶା ବଢ଼ାଇଲା ଆଫଗାନିସ୍ତାନ
ଲକ୍ଷ୍ନୌ, ୪।୧୧:ବୋଲିଂ, ଫିଲ୍ଡିଂ ଓ ବ୍ୟାଟିଂ ସବୁଥିରେ ପ୍ରଭାବୀ ପ୍ରଦର୍ଶନ କରି ଆଫଗାନିସ୍ତାନ ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲ ଦିଗରେ ଆଉ ଗୋଟିଏ ପାଦ ଅଗ୍ରସର ହୋଇଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୭ ଉଇକେଟରେ ନେଦରଲାଣ୍ଡ୍ସକୁ ପରାସ୍ତ…
ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୪
ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି ଥିବା…
ଚମକିବ ପୁରୁଣା ଗହଣା; ଆପଣାନ୍ତୁ ଏସବୁ ଘରୋଇ ଉପାୟ…
ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ ପଡ଼ିଯାଏ। ପୁଣିଥରେ ସେସବୁକୁ ଚମକାଇବାକୁ ନେଇ ଚିନ୍ତା ବଢ଼ିଯାଏ। ଯଦି ଏହି ସମସ୍ୟାକୁ…
‘ଭାରତ ଏକ କ୍ରୁର କ୍ରିକେଟ ଟିମ୍ ପାଲଟିଗଲାଣି’
ନୂଆଦିଲ୍ଲୀ,୩।୧୧: ଓ୍ବାଙ୍ଖଡେର ଐତିହାସିକ ମଇଦାନରେ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ବୋଲିଂ ଭାରତୀୟ ବୋଲରମାନେ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ପେସ୍ ବୋଲରଙ୍କ ପ୍ରଶଂସା କରିଛନ୍ତି। ଭାରତ ଏକ କ୍ରୁର ଟିମ୍ ପାଲଟି…
ବାଲି, ପଥର ବୋଝେଇ ଗାଡ଼ି ଜବତ
ଆସିକା,୩ା୧୧(ସୁରେନ୍ଦ୍ର ନାଥ ସାହୁ): ଆସିକା ଅଞ୍ଚଳରେ ବେଆଇନ ବାଲି ପଥର ଚାଲାଣ ରୋକିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଭୋରରେ ତହସିଲର ପାଟ୍ରୋଲିଂ ଟିମ ଆସିକା-ବାଲିପଦର ରାସ୍ତାର ଚାରିମାଇଲି ନିକଟରୁ ଗୋଟିଏ ବାଲି ବୋଝେଇ ହାଇୱା ଓ…
୩ .୮ ଫୁଟର ବ୍ୟକ୍ତିଙ୍କ ସହ ଫେସ୍ବୁକ୍ରୁ ପ୍ରେମ
ନୂଆଦିଲ୍ଲୀ: ଦୁନିଆରେ କିଛି ଜିନିଷ ଏପରି ହୋଇଥାଏ, ଯାହା ଦେଖିବାକୁ ଟିକେ ଅଜବ ଲାଗେ। ଅନେକ ପ୍ରେମୀଯୁଗଳ ହାତ ଧରାଧରି ହୋଇ ବୁଲୁଥିବାର ଦେଖିବାକୁ ମିଳେ। ହେଲେ ଏପରି ଏକ ପ୍ରେମୀଯୁଗଳ ଅଛନ୍ତି, ଯେଉଁମାନେ କେବେ ହାତ ଧରାଧରି ହୋଇ ଚାଲିପାରନ୍ତିନି।…
ରଜନୀକାନ୍ତଙ୍କୁ ପୂଜା କଲେଣି ଲୋକେ
ଚେନ୍ନାଇ: ଦେଶ ବିଦେଶରେ ସୁପରଷ୍ଟାର ରଜନୀକାନ୍ତଙ୍କ ଅଗଣିତ ପ୍ରଶଂସକ ଅଛନ୍ତି। ଗତ ଅଗଷ୍ଟରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିବା ପୂର୍ବରୁ ଫିଲ୍ମର ସଫଳତା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ମନ୍ଦିରରେ ଏକତ୍ର ପ୍ରାର୍ଥନା କରିଥିଲେ। ଏଥିରୁ ରଜନୀକାନ୍ତଙ୍କ ପାଇଁ ପ୍ରଶଂସକଙ୍କ…
କ୍ୟାଟ୍ରିନାଙ୍କ ନାଁରେ ଉଠିଥିଲା ଗୁଜବ, ଏବେ ଜଣାପଡ଼ିଲା ସତ
ମୁମ୍ବାଇ: ଦୀର୍ଘଦିନ ଧରି ଡେଟିଂ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକ୍କି କୌଶଲ ଶେଷରେ ୨୦୨୧ରେ ବିବାହ କରିଥିଲେ। ଏହା ମଧ୍ୟରେ ସେମାନଙ୍କ ବିବାହକୁ ୨ ବର୍ଷ ଅତିକ୍ରମ କରିଥିବାବେଳେ ନିକଟରେ କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଗୁଜବ…
ଓଜନମାପ ଯନ୍ତ୍ରକୁ କାଟିଦେଲେ
କେନ୍ଦୁଝର,୩।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ଗୋହାଲଡିହି ରେଲୱେ ସାଇଡିଂରେ ଥିବା ୬୦ ଟନ୍ ବିଶିଷ୍ଟ ଓଜନମାପ ଯନ୍ତ୍ରକୁ ବୁଧବାର ରାତିରେ ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରିଛନ୍ତି। ସେମାନେ ଓଜନ…
ଅପେରା ଦେଖବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ
ପାଟଣା,୩ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ବୁଧବାର ରାତିରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟାଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ସେ ହେଲେ ପାଟଣା…
Archives


