Home Left

ମୁଣ୍ଡ ନୂଆଁଇଲେ ନବଘନଙ୍କ ପରିବାର

ରସୁଲପୁର,୪ା୧୧(ରଞ୍ଜିତ ରାଉତ): କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମର ନବଘନ ରଥ(୪୫)ଙ୍କ ପରିବାର ଶେଷରେ ମୁଣ୍ଡ ନୂଆଁଇଛନ୍ତି। ଗାଁଲୋକଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ନବଘନଙ୍କ ମୃତଦେହ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ନବଘନଙ୍କ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।…

ପ୍ରମୋଦଙ୍କୁ ୨ କୋଟି, ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ସହାୟତା

ଭୁବନେଶ୍ୱର,୪ା୧୧,(ଅନିଲ ଦାସ): ନିକଟରେ ଶେଷ ହୋଇଥିବା ପାରା ଏସିଆନ ଗେମ୍ସରେ ୨ ପଦକ ବିଜେତା ପ୍ରମୋଦ ଭଗତ ଏବଂ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ଅର୍ଥରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୨ କୋଟି…

କାର୍ତ୍ତିକରେ ବଢୁଛି ତାତି

ଭୁବନେଶ୍ୱର,୪ା୧୧,(ଅନିଲ ଦାସ): କାର୍ତ୍ତିକ ମାସ ହେଲା। ରାଜ୍ୟରେ ଶୀତ ବଦଳରେ ତାତି ବିରାଜମାନ କରୁଛି। ସକାଳ ୮ଟା ହେବା ମାତ୍ରେ ମାଡ଼ିଆସୁଛି ଟାଇଁ ଟାଇଁ ଖରା। ପାରଦ ୩୫ ଡିଗ୍ରୀକୁ ଟପିଯାଉଛି। ରାଜ୍ୟରେ ସ୍ବାଭାବିକ ଭାବେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦…

ସଙ୍ଗୀତରେ ଭୁବନେଶ୍ୱର…

ଭୁବନେଶ୍ୱର,୪ା୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମନ୍ଦିରମାଳିନୀ ସହରରୁ ଏବେ ସ୍ମାର୍ଟସିଟି ଭୁବନେଶ୍ୱର। ଆଶା, ବିଶ୍ୱାସ, ସମ୍ପର୍କ, ଆଉ ବିକାଶର ଏହି ମହାନଗର। ସମୟ ସ୍ରୋତରେ ଏଠି କେତେ ସମ୍ପର୍କ ଗଢ଼ି ଉଠିଛି। ସହର ଛାତିରେ କେତେ କାହାଣୀ, କେତେ ଇତିହାସ ଲେଖାହୋଇଛି। ନାନା ଜାତି, ସମ୍ପ୍ରଦାୟକୁ…

ପ୍ରେମିକାଙ୍କ ଉଚ୍ଚତା ପ୍ରେମିକଙ୍କ ଉଚ୍ଚତାର ଅଧା

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷଙ୍କଠାରୁ ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ସେମାନଙ୍କ ଯୋଡ଼ି ସୁନ୍ଦର ଲାଗେ, ହେଲେ ଏଠାରେ ଏକ ଯୋଡ଼ିଙ୍କ ଉଚ୍ଚତାରେ ଏତେ ଫରକ ରହିଛି ଯେ, ପ୍ରେମୀ ଜଣଙ୍କ ପ୍ରେମିକଙ୍କ ଆଗରେ ଛୁଆ ସଦୃଶ ଦେଖାଯାଉଛନ୍ତି। ଏବଂ ପ୍ରେମିକ ତାଙ୍କ…

ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ବେଙ୍ଗାଲୁରୁ, ୪।୧୧:ଦିନିକିଆ କ୍ରିକେଟ ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ ଶନିବାର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କାରଣ କ୍ରମାଗତ ୪ ବିଜୟ ପରେ ୩…

ଅଧିକ ମୋବାଇଲ ବ୍ୟବହାରରୁ ଶୁକ୍ରାଣୁ ହ୍ରାସ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନ ମୋବାଇଲ ଫୋନ ବ୍ୟବହାର ଏବଂ ପୁରୁଷ ଶୁକ୍ରାଣୁ ସଂଖ୍ୟା ହ୍ରାସ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍‌କୁ ଅନୁଧ୍ୟାନ କରିଛି। ଗତ ଅର୍ଦ୍ଧଶତାବ୍ଦୀରେ ବିଶ୍ୱର ଶୁକ୍ରାଣୁ ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିବା ଦେଖାଯାଇଛି। ଯାହା…

ଲାଲ୍‌ଚାନ୍ଦରେ ବିଶ୍ୱର ସର୍ବବୃହତ୍‌ ଅଳଙ୍କାର ମହୋତ୍ସବ

ଭୁବନେଶ୍ୱର,୪।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍‌ତେରସ୍‌ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୨୫ ଟଙ୍କା…

ୱାଲର୍‌ଡ ଫୁଡ୍‌ ଇଣ୍ଡିଆକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତମଣ୍ଡପମ୍‌ଠାରେ ଆୟୋଜିତ ଓ୍ବାର୍ଲଡ ଫୁଡ୍‌ ଇଣ୍ଡିଆ-୨୦୨୩ ର ୨ୟ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସେ ୧ ଲକ୍ଷରୁ ଅଧିକ…

କୃଷିଭିତ୍ତିକ ଷ୍ଟାର୍ଟଅପ୍‌ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୪।୧୧: ଜମ୍ମୁ-କଶ୍ମୀରର ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଶୁକ୍ରବାର ଉଭୟ ଓଡ଼ିଶା ଓ ଜମ୍ମୁ କଶ୍ମୀରର ବରିଷ୍ଠ ଅଧିକାରୀଙ୍କ ସହ ଓ-ହବ୍‌ଠାରେ ଷ୍ଟାର୍ଟଅପ୍‌ ଓଡ଼ିଶା ପରିଦର୍ଶନ କରିଛନ୍ତି। ଏପରିକି ଷ୍ଟାର୍ଟଅପ୍‌ ଓଡ଼ିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ…

କାର୍ଯ୍ୟକ୍ଷମ ଦକ୍ଷତା କ୍ଷେତ୍ରରେ ଉତ୍କର୍ଷ ହାସଲ

ଭୁବନେଶ୍ୱର,୪।୧୧, (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌’ (ଜେଏସ୍‌ଏଲ୍‌) ନିକଟରେ ଆଉ ଏକ ସମ୍ମାନଜନକ ମାନ୍ୟତା ହାସଲ କରିଛି। ବିଶେଷକରି ଗୁଣାତ୍ମକ ପରିଚାଳନାରେ ଉକତ୍ର୍ଷ ପାଇଁ ଅନ୍ତର୍ଜାତୀୟ କନ୍‌ଭେନଶନ ଅଫ୍‌ କ୍ୱାଲିଟି କନ୍‌ସେପ୍ଟସ୍‌ (ଆଇସିକ୍ୟୁସି)-୨୦୨୩ରେ…

ଭିସାଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୪।୧୧: ରାଜ୍ୟର ପ୍ରମୁଖ ଘରୋଇ ଷ୍ଟାର୍ଟଅପ୍‌ ୟୁନିଟ୍‌ ତଥା ଭିସାଜ୍‌ ବିଉଟି ସାଲୁନ୍‌ ଆଣ୍ଡ ଏକାଡେମୀର ଏକ୍ସକ୍ଲୁସିଭ ଆଉଟଲେଟ (ନୂତନ ଶାଖା) ‘ଭିସାଜ୍‌ ବେଷ୍ଟ ଇନ୍‌ ବିଉଟି ୟୁନିସେକ୍ସ ସେଲୁନ୍‌’ ଶୁକ୍ରବାର ଜୟଦେବ ବିହାରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri