Home Left

ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୬ା୧୧: ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୨୦ ନଭେମ୍ବର ଶେଷ ହେବ। ରାଜ୍ୟର ୩୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡିଶା…

ସୁପ୍ରିମକୋର୍ଟକୁ ମିଳିବ ୩ ନୂଆ ବିଚାରପତି, ୩ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ,୬।୧୧: ସୁପ୍ରିମକୋର୍ଟ କଲେଜିୟମ ସୋମବାର ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ପାଇଁ ସୁପାରିଶ କରିଛନ୍ତି। ଏଥିମଧ୍ୟରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ ଜର୍ଜ ମାସିହ ଏବଂ…

ମାତ୍ର ୧୫ ମିନିଟ୍‌ ପାଇଁ ଖର୍ଚ୍ଚ କରିଦେଲେ ୪ କୋଟି, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ୱାଶିଂଟନ: ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ। ସେମାନଙ୍କୁ ଦେଖିବାକୁ, ତାଙ୍କ ସହ ଟିକେ କଥା ହେବାକୁ ତାଙ୍କ ପ୍ରଂଶସକ ବେଶ୍‌ ଆଗ୍ରହୀ ଥାନ୍ତି। ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି, କ୍ରିଷ୍ଟେନ୍‌ ଷ୍ଟେୱାର୍ଟ। ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟେନ୍‌ଙ୍କୁ…

କୋଟିଏ ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ବାବର ଆଜମ, ରିଜୱାନ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୬।୧୧: ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଏତେ ଟା ଭଲ ନାହିଁ । ଆଫଗାନିସ୍ତାନ ଭଳି ଟିମ୍‌ ବିପକ୍ଷରେ ହାରିଯିବା ପରେ ପାକିସ୍ତାନ ଅନେକ ଲଜ୍ଜାର ସମ୍ମୁଖୀନ ହୋଇଛି। ବିଶେଷ କରି ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଅଧିନାୟକ ବାବର ଆଜମଙ୍କ ସମେତ…

ଭର୍ଷ୍ଟାପେନ୍‌ ଜିତିଲେ ବ୍ରାଜିଲିଆନ ଗ୍ରାଁ ପ୍ରି: ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି

ସାଓ ପାଉଲୋ,୬ା୧୧: ତିନି ଥର ଚାମ୍ପିୟନ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ବ୍ରାଜିଲିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ସିଜନରେ ତାଙ୍କ ସର୍ବକାଳୀନ ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ତାଙ୍କ ଟିମ୍‌ମେଟ ସର୍ଗିଓ ପେରେଜଙ୍କୁ ୪ର୍ଥ…

କୋଇଲା ବୋଝେଇ ଟ୍ରକ୍‌ ଜବତ

ଭଣ୍ଡାରିପୋଖରୀ, ୬।୧୧ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ କରିଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲିଥିବା ବେଳେ ଛତାବର ଟୋଲ୍‌ଗେଟ ନିକଟରୁ କୋଇଲା ଟ୍ରକ୍‌କୁ…

ପୁଣିଥରେ ରାଷ୍ଟ୍ରପତି ଦୌଡରେ ସାମିଲ ହେବେ ପୁଟିନ୍‌, ୨୦୨୩ ପର୍ଯ୍ୟନ୍ତ କ୍ଷମତାରେ ରହିବାକୁ ପ୍ରସ୍ତୁତ

ମସ୍କୋ,୬।୧୧: ମାର୍ଚ୍ଚରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ସୂତ୍ରରୁ ଏହା ଜଣାପଡଛି। ପୁଟିନ୍‌ଙ୍କ ଏହି ନିଷ୍ପତ୍ତି ସହିତ ସେ ପ୍ରାୟ ୨୦୩୦ ପର୍ଯ୍ୟନ୍ତ କ୍ଷମତାରେ ରହିବେ ଏବଂ ରୁଷିଆର…

ଫିଡେ ସୁଇସ୍‌ ଚେସ୍‌: ବୈଶାଳୀ, ଭିଦିତ ଚାମ୍ପିୟନ

ନୂଆଦିଲ୍ଲୀ,୬ା୧୧: ଆର୍‌. ବୈଶାଳୀ ଏବଂ ଭିଦିତ ଗୁଜରାଠୀ ଫିଡେ ଗ୍ରାଣ୍ଡ୍‌ ସୁଇସ୍‌ ଚେସ୍‌ ପ୍ରତିଯୋଗିତାରେ ଯଥାକ୍ରମେ ମହିଳା ଓ ଓପନ କାଟାଗୋରୀରେ ଚାମ୍ପିୟନ ହୋଇଛନ୍ତି। ବିଶ୍ୱସ୍ତରରେ ସେମାନେ ଭାରତ ପାଇଁ ବିରଳ ଡବଲ ସଫଳତା ଆଣିଦେଇଛନ୍ତି। ଏଥିସହିତ ଦୁହେଁ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ…

ଟ୍ରକକୁ ଧକ୍କା ଦେଲା ହାଇଓ୍ବା

ବାହାନଗା, ୬ା୧୧(ଅରୂପ କୁମାର  ଦାସ): ୧୬ନଂ. ଜାତୀୟ ରାଜପଥ ଶେରଗଡ ନିକଟସ୍ଥ ଟୋଲଗେଟ୍‌ଠାରେ ଶନିବାର ରାତିରେ  ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇ ହାଇଓ୍ବା ଡ୍ରାଇଭର ଗୁରୁତର ହୋଇଛନ୍ତି। ଦମକଳବାହିନୀ ତାଙ୍କୁ ଉଦ୍ଧାର  କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି…

ବ୍ୟାଙ୍କରୁ ଋଣ ଟଙ୍କା ଉଠାଇ ଫେରୁଥିଲେ: ବାଟରୁ ଛଡାଇ ନେଲେ…

ପାଇକମାଲ,୬।୧୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମର ମା’ ଦୁର୍ଗା ସ୍ବୟଂ ସହାୟିକା ମହିଳା ଗ୍ରୁପ୍‌ର ସଦସ୍ୟାମାନେ ପାଇକମାଲ ଷ୍ଟେଟ ବ୍ୟାଙ୍କରୁ ସୋମବାର ୯୯ ହଜାର ଋଣ ବାବଦ ଟଙ୍କା ଉଠାଇ ଗାଁକୁ ଆସୁଥିଲେ। ହେଲେ ବ୍ୟାଙ୍କଠାରୁ ମାତ୍ର…

ମୁଁ ଯାହା କହିଥିଲି କିଛି ଭୁଲ ନାହିଁ : ସନାତନ ଧର୍ମ ଉପରେ ଦେଇଥିବା ବୟାନକୁ ନେଇ କହିଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୬।୧୧: ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଅଟଳ ଅଛନ୍ତି। ସୋମବାର ସେ ଏହାକୁ ଦୋହରାଇ କହିଛନ୍ତି ଯେ, ସେ ଦେଇଥିବା ମନ୍ତବ୍ୟରେ କିଛି ଭୁଲ ନାହିଁ। ଖବରଦାତାମାନଙ୍କ ସହ କଥାବାର୍ତ୍ତା…

ଗୁଜରାଟୀ ଲୋକଙ୍କ ଉପରେ ବିବାଦୀୟ ବୟାନ: ତେଜସ୍ବୀ ଯାଦବଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୬।୧୧: ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଗୁଜରାଟୀ ଲୋକଙ୍କ ଉପରେ ଦେଇଥିବା ବିବାଦୀୟ ବିବୃତ୍ତି ସଂପର୍କକୁ ନେଇ ତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାନହାନୀ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ କୋର୍ଟ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri