Posted inଖେଳ

କେକେଆର ଟିମ୍ ରେ ଯୋଗଦେଲେ ଦିଲ୍ଲୀ କ୍ୟାପିଟାଲ୍ସର ଦୁର୍ଦଶ ବ୍ୟାଟର

ନୂଆଦିଲ୍ଲୀ,୧୦।୩: ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ଆଇପିଏଲ୍ ୨୦୨୪ ରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବ୍ୟାଟର ଜାସନ ରୟ ଓହରିଯିବା ପରେ ତାଙ୍କର ବଦଳ ଖେଳାଳି ଘୋଷଣା କରିଛି ଟିମ୍। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରତିନିଧିତ୍ୱ କରିବା ପରେ ନିଲାମରେ ବିକ୍ରି ହୋଇ ନ ଥିଲେ ଫିଲ୍ ସଲ୍ଟ। ଏବେ ତାଙ୍କୁ ବଦଳ ଖେଳାଳି ଭାବେ କେକେଆର ଦଳରେ ସାମିଲ କରିଛି। ଆଇପିଏଲରେ ଏହା ଫିଲ୍ ସଲ୍ଟଙ୍କର ଦ୍ୱିତୀୟ ସିଜିନ୍ ହେବ।

ସଲ୍ଟଙ୍କୁ କେକେଆର ତାଙ୍କର ରିଜର୍ଭ ମୂଲ୍ୟରେ ୧.୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ଇଂଲଣ୍ଡର ଏହି ଆକ୍ରମଣାତ୍ମକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ଦୁଇଟି ଟି-୨୦ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କୁ କିଣିବାକୁ କୌଣସି ଆଇପିଏଲ ଟିମ୍ ଆଗ୍ରହ ଦେଖାଇ ନଥିଲେ। ଗତ ବର୍ଷ ଡିସେମ୍ବରରେ ତ୍ରିନିଦାଦରେ ଚତୁର୍ଥ ଟି୨୦ରେ ସେ ମାତ୍ର ୪୮ ବଲରୁ ଦ୍ରୁତ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Team Indiaରେ ସୁଯୋଗ ମିଳୁନାହିଁ ବୋଲି ପୃଥ୍ବୀଙ୍କ ଭଳି ବଡ଼ ନିଷ୍ପତ୍ତି ନେଲେ ଶାର୍ଦ୍ଦୁଳ, ଏଣିକି…

ନୂଆଦିଲ୍ଲୀ,୧୮।୨: ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବହୁତ ଦିନ ଧରି ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୧ ବର୍ଷରୁ ଅଧିକ ସମୟ ଧରି...

Champions Trophy 2025: ଟିମ୍‌ ଇଣ୍ଡିଆରେ ଆଉ ଏକ ବିବାଦ, ଗୌତମ ଗମ୍ଭୀରଙ୍କ ଉପରେ ଋଷଭ ପନ୍ତ ଖପ୍ପା? ଚମକାଇବ କାରଣ…

ନୂଆଦିଲ୍ଲୀ,୧୮।୨: ଟିମ୍‌ ଇଣ୍ଡିଆରେ ମୁଣ୍ଡ ଟେକିଛି ନୂଆ ବିବାଦ। ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବା ଦିନଠାରୁ, ସେ ଦଳର ବିଜୟ ଅପେକ୍ଷା...

Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି...

ICC Champions Trophy ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍‌କା, ହଠାତ୍‌ ସ୍ବଦେଶ ଫେରିଲେ…

ଦୁବାଇ,୧୮।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବାକୁ ଦୁବାଇରେ ପହଞ୍ଚି ସାରିଛି ଟିମ୍‌ ଇଣ୍ଡିଆ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳକୁ ଲାଗିଛି ବଡ଼...

ବୁମ୍‌ରାଙ୍କ ଅନୁପସ୍ଥିତିରେ ଶାମି ହିଁ ଭରସା

ବେଙ୍ଗାଲୁରୁ, ୧୮ା୨ : ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ମହମ୍ମଦ ଶାମିଙ୍କ ରିଷ୍ଟ ମ୍ୟାଜିକ୍‌ ବୋଲିଂ ଉପରେ ଭରସା...

ୟୁ-ଟର୍ଣ୍ଣ ନେଲା BCCI: ଚାମ୍ପିଅନ୍ସ ଟ୍ରଫି ସମୟରେ କ୍ରିକେଟରଙ୍କ ପରିବାରକୁ ମିଳିଲା ଏପରି ଅନୁମତି

ମୁମ୍ବାଇ,୧୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତୀୟ କ୍ରିକେଟରମାନେ ସେମାନଙ୍କ ପରିବାରକୁ ଗୋଟିଏ ମ୍ୟାଚ୍ ପାଇଁ ସାଥିରେ ନେଇପାରିବେ ବୋଲି ଜଣାପଡ଼ିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ...

Champions Trophy 2025: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଦଳରୁ ବାହାରିଲେ  ଘାତକ ବୋଲର

ନୂଆଦିଲ୍ଲୀ,୧୮।୨: ନିକଟରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ସେହିପରି ଏବେ ମିଚେଲ ସାଣ୍ଟନରଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଏବେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଉପରେ...

ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…

ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍‌ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri