Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା

ମୁମ୍ବାଇ: ମାର୍ଚ୍ଚ ୯ ଶନିବାର ୭୧ତମ ମିସ୍‌ ଓ୍ବାଲର୍‌ଡ ବିଜେତା ଘୋଷିତ ହୋଇଛି। ଏଥର ଏହି ଟାଇଟଲ ଚେକ୍‌ ରିପବ୍ଲିକର କ୍ରିଷ୍ଟ୍ରିନା ପିସ୍‌କୋଭାଙ୍କ ନିକଟକୁ ଯାଇଛି। ଯେତେବେଳେ କି ଲେବାନନର ୟସ୍ମିନା ପ୍ରଥମ ରନର୍ସଅପ୍‌ ହୋଇଥିଲେ। ୨୮ ବର୍ଷ ପରେ ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଭାରତ ଏହି ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ସିନି ଶେଟ୍ଟୀ ଭାରତର ପ୍ରତିନିଧିତ୍ୱ କରି ଏହାକୁ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ କରିଥିଲେ ଏବଂ ଏହା ପରେ ତାଙ୍କୁ ହଟାଇ ଦିଆଯାଇଥିଲା। ୨୦୦୦ରେ ମିସ୍‌ ୱାଲର୍‌ଡ ଟାଇଟଲ ଜିତିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ବାର୍ତ୍ତା ପଠାଇଥିଲେ। ଏହି ଭିଡିଓରେ ସେ ମିସ୍‌ ୱାଲର୍‌ଡ ଅର୍ଗାନାଇଜେଶନର ସଭାପତି ତଥା ସିଇଓ ଜୁଲିଆ ମୋର୍ଲି ଏବଂ ନୀତା ଅମ୍ବାନୀଙ୍କୁ ପ୍ରଶଂସା କରିଛନ୍ତି।

୭୧ ତମ ମିସ୍‌ ଓ୍ବାଲର୍‌ଡ ୨୦୨୪ରେ ନୀତା ଅମ୍ବାନୀଙ୍କୁ ‘ହ୍ୟୁମାନେଟେରିଆନ ଆଓ୍ବାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଭଳି ପରିସ୍ଥିତିରେ ପ୍ରିୟଙ୍କା ତାଙ୍କୁ ପ୍ରଶଂସା କରି କହିଥିଲେ, ଗତ କିଛି ବର୍ଷ ହେବ ନୀତାଙ୍କୁ ଜାଣିବାର ସୌଭାଗ୍ୟ ପାଇଛି। ସେ ଜଣେ ଯିଏକି ମୁଁ ସବୁକିଛି ପାଇଁ ପ୍ରଶଂସା କରେ। ବର୍ଷ ବର୍ଷ ଧରି, ମୁଁ ତାଙ୍କର ବିଭିନ୍ନ ପ୍ରୟାସ ମାଧ୍ୟମରେ ଅନେକ କଥା ଉପରେ ତାଙ୍କର ଗଭୀର ପ୍ରଭାବ ଦେଖିଛି। ସେ ଭାରତର କଳାର ଜଣେ ସମର୍ଥକ ଏବଂ ରକ୍ଷକ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri