Home Left

୧୪ ବର୍ଷ ହେଲା ପ୍ରଥମ ଆଉଟଲେଟ୍‌ ଭାଙ୍ଗିଛି: ପିଲାସାଲୁଙ୍କି କେନାଲର ମରାମତି ପାଇଁ ବିଭାଗର ନଜର ନାହିଁ

ଖଜୁରୀପଡ଼ା,୨୮ା୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ୩୨୩୩ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପିଲାସାଲୁଙ୍କି ଜଳ ଭଣ୍ଡାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ଲେଫ୍ଟ କେନାଲ ୨୦.୦୫ କିମି ପର୍ଯ୍ୟନ୍ତ ଲମ୍ବା ଥିବା ବେଳେ ରାଇଟ…

ସଙ୍ଗୀତାଙ୍କ ହ୍ୟାଟ୍ରିକ୍‌: ମହିଳା ହକି ଦଳ ବିଜୟୀ

ହାଙ୍ଗଝୋ,୨୮ା୯(ପି.ଟି.): ବୁଧବାର ଏସିଆନ୍‌ ଗେମ୍ସ ମହିଳା ହକି ମ୍ୟାଚ୍‌ରେ ଭାରତ ୧୩-୦ରେ ସିଙ୍ଗାପୁରକୁ ପରାସ୍ତ କରିଛି। ପୁଲ୍‌ ଏ’ରେ ଭାରତ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଯୁବ ଷ୍ଟ୍ରାଇକର ସଙ୍ଗୀତା କୁମାରୀ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ପ୍ରଥମ ଦୁଇ କ୍ୱାର୍ଟରରେ…

ଚତୁର୍ଥ ଦିବସରେ ଶୁଟରଙ୍କ ଚମକ, ସେଲିଂରୁ ୧ ପଦକ

ହାଙ୍ଗଝୋ,୨୮ା୯(ପି.ଟି.):ଏସିଆନ ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ ସହ ମୋଟ ୮ଟି ପଦକ ହାସଲ କରିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୭ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୨ରେ ପହଞ୍ଚତ୍ଛି। ବୁଧବାର ମହିଳା ୫୦…

ସମନ୍ବୟ ଅଭାବରୁ ପୂର୍ତ୍ତ ବିଭାଗ କାମ ମନ୍ଥର

ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ):ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ଭଞ୍ଜନଗରତ୍‌-ବଦାଙ୍ଗି ରାଜ୍ୟ ରାଜପଥକୁ ୩ଟି ପର୍ଯ୍ୟାୟରେ କାମ କରାଯାଉଛି । ଏ ବାବଦରେ ୫୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ସେଥିମଧ୍ୟରେ ଗାଲେରୀ-ବଦାଙ୍ଗି ପ୍ରଥମ ପର୍ଯ୍ୟାୟ…

ଜାତିଗତ ପ୍ରମାଣପତ୍ର ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ରାଜସ୍ବ ନିରୀକ୍ଷକଙ୍କ ଚାପ

ମାଲକାନଗିରି, ୨୮ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଲୁଗେଲ ପଞ୍ଚାୟତର ଏମପିଭି-୪୭ ଗ୍ରାମର ସୁନିତା ମଣ୍ଡଳ ନାମକ ମହିଳା ନିଜର ଜାତିଗତ ପ୍ରମାଣପତ୍ର ପାଇଁ ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ ରାଜସ୍ବ ନିରୀକ୍ଷକ ତାଙ୍କୁ ଧର୍ମ ପରିବର୍ତ୍ତନ କଲେ ସବୁ…

କାର୍ଯ୍ୟକ୍ଷମ ହୋଇପାରୁନାହିଁ

ଚଣ୍ଡିଖୋଲ,୨୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ୧୯ ବ୍ଲକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ସମସ୍ତ କାର୍ଯ୍ୟର ତଦାରଖ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା କରାଯିବ। ସେଥିପାଇଁ ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ…

ବ୍ୟାଙ୍କମିତ୍ର ତାଲିମ ଶିବିର

ଭୁବନେଶ୍ୱର,୨୮।୯: ଓଡ଼ିଶା ଜୀବିକା ମିଶନ ଓ ରୁଡ୍‌ସେଟର ମିଳିତ ସହଭାଗିତାରେ ଏକ ୬ ଦିନିଆ ବ୍ୟାଙ୍କ ମିତ୍ର ତାଲିମ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ମହିଳା ସଶକ୍ତୀକରଣ ଓ ଆର୍ଥିକ ସାକ୍ଷରତାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଏଭଳି…

ନୀତାଙ୍କୁ ସିଟିଜେନ୍‌ ଅଫ୍‌ ମୁମ୍ବାଇ ଆୱାର୍ଡ

ଭୁବନେଶ୍ୱର,୨୮।୯(ଅଭୟ ଦାଶ): ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଏମ୍‌ ଅମ୍ବାନୀଙ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରୋଟାରି କ୍ଲବ ଅଫ୍‌ ବମ୍ବେ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ନୀତାଙ୍କୁ ୨୦୨୩-୨୪ ବର୍ଷ ପାଇଁ…

ଜୋନାଲ ମାଇନ୍ସ ରେସ୍‌କ୍ୟୁ ପ୍ରତିଯୋଗିତା ଉଦ୍‌ଯାପିତ

ତାଳଚେର,୨୮ା୯(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ ଜଗନ୍ନାଥ କ୍ଷେତ୍ରରେ ୨୭ତମ କ୍ଷେତ୍ରୀୟ ଖଣି ଉଦ୍ଧାର ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଦକ୍ଷିଣ ପୂର୍ବାଞ୍ଚଳ ଜୋନ ରାଞ୍ଚି ମହାନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌)ଙ୍କ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଏମ୍‌ସିଏଲ୍‌ ସିଏମ୍‌ଡି ଓମ୍‌ ପ୍ରକାଶ ସିଂହ…

ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅଣହେଳା

କେନ୍ଦ୍ରାପଡ଼ା, ୨୮ା୯ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ, ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ଏହି କ୍ଷେତ୍ରର ରାଜନଗର ବଗପାଟିଆରେ ଅବସ୍ଥିତ ପଞ୍ଚୁବରାହୀ ମନ୍ଦିରରେ କେବଳ ଦଳିତ…

ଭୁଶୁଡ଼ି ପଡ଼ିଲାଣି ନୂଆଗାଁ ବ୍ଲକ ଶିକ୍ଷା ବ୍ୟବସ୍ଥା

ନୂଆଗାଁ,୨୮।୯ (ଧନେଶ୍ୱର ସାହୁ)ଶିକ୍ଷା ବ୍ୟବସ୍ଥାର ତଦାରଖ, ଦାୟିତ୍ୱ, ପରିଚାଳନା ଆଦିକୁ ତଳସ୍ତରରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି। କିନ୍ତୁ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତା ଯୋଗୁ ନୂଆଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି…

ଇଂଲିଶ୍‌ ସାଇନବୋର୍ଡ ଦେଖି ରାଗିଲେ ନୀତୀଶ

ପାଟନା, ୨୮ା୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବାଙ୍କା ଜିଲାକୁ ଏକ ପାଠାଗାର ଉଦ୍‌ଘାଟନ ପାଇଁ ଯାଇଥିଲେ। ନୂଆକରି ପ୍ରତିଷ୍ଠା ହୋଇଥିବା ଡିଜିଟାଲ ଲାଇବ୍ରେରିରେ ଲିଂଲିଶ୍‌ରେ ସାଇନବୋର୍ଡ ଥିବା ଦେଖି ନୀତୀଶ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ନିଜ ଉପରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri