ସତ୍ୟେନ୍ଦ୍ର ଜୈନ, ରାଘବ ଚଢାଙ୍କୁ ଝଟକା
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟ ଆମ ଆଦମୀ ଦଳର ନେତା ସତ୍ୟେନ୍ଦ୍ର ଜୈନ ଏବଂ ରାଘବ ଚଢାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ନିମ୍ନ ଅଦାଲତ ବିରୋଧରେ ଉଭୟ ନେତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗୁରୁବାର ଖାରଜ…
୧୧.୫ କୋଟି ପାନ୍ କାର୍ଡ ବନ୍ଦ କଲେ ସରକାର, ଏବେ ଦେବାକୁ ପଡ଼ିବ ଭାରି ଜରିମାନା
ନୂଆଦିଲ୍ଲୀ,୧୦।୧୧: କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ପାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସଚେଞ୍ଜ(ସିବିଡି଼ଟି)…
ଦାନ୍ତ ଘଷୁଥିବା ବେଳେ ଚାପିଦେଲା ବୋଲେରୋ, ଜଣେ ମୃତ
ବଣାଇ,୧୦ା୧୧(ପ୍ରଦୀପ ତ୍ରିପାଠୀ): ମୃତ୍ୟୁ କେତେବେଳେ କେମିତି ଆସିବ କାହାକୁ ଜଣା ନ ଥାଏ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ନୂଆଗାଁରେ। ଏଠାରେ ଥିବା କାରୋ ନାଳ ନିକଟରେ ବାସୁଦେବ ନାୟକ(୫୦)…
ଆଖି ବୁଜିଲା ଆଉ ଏକ ହାତୀ
କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଡିଭିଜନ ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ଗ୍ରାମ ନିକଟ ଜଙ୍ଗଲରେ ଏକ ପ୍ରାୟ ୨୦ ବର୍ଷର ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦଳରେ ଥିବା ଦୁଇ ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁ ଗୋଟିଏର ମୃତ୍ୟୁ ହୋଇଥିବା…
ଜାଣନ୍ତି କି ପତଳା ଟ୍ରାକ୍ ହୋଇ ବି ଏହା ଉପରେ ଦ୍ରୁତଗତିରେ ଚାଲେ ଓଜନିଆ ଟ୍ରେନ୍, ତଥାପି ପଡ଼େ ନାହିଁ ଖସି
ସେ ଯେକୌଣସି ଯାନ ହେଉ ନା କାହିଁକି ରାସ୍ତା ଯଦି ଖରାପ ତେବେ ଚାଲିବା କଷ୍ଟକର। ମାତ୍ର ଆପଣ କେବେ ଭାବିଛନ୍ତି କି ଟ୍ରେନ୍ ଟ୍ରାକ୍ ଏତେ ପତଳା ହୋଇ ବି ଏହା ଉପରେ ଏତେ ଓଜନିଆ ଟ୍ରେନ୍ କିପରି ଦ୍ରୁତ…
କନଫର୍ମ ହେଲା ଅନୁଷ୍କାଙ୍କ ପ୍ରେଗ୍ନେସି!
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ଦ୍ୱିତୀୟ ଗର୍ଭଧାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ରହୁଛନ୍ତି। ଏହି ଖବର ମଧ୍ୟରେ ଅନୁଷ୍କା ମଧ୍ୟ ଲାଇମଲାଇଟ ଠାରୁ ଦୂରେଇ ରହୁଥିବା ନଜର ଆସୁଛି। ନିକଟରେ ତାଙ୍କୁ ବାଙ୍ଗାଲୋରରେ ସ୍ବାମୀ ବିରାଟ…
ବିମାନର ରଙ୍ଗ ଧଳା କାହିଁକି? ଜାଣନ୍ତୁ ଏହା ପଛର କାରଣ
ସମଗ୍ର ବିଶ୍ୱରେ ୧୦୦ ବର୍ଷରୁ ଅଧିକ ସମୟ ଧରି ବିମାନ ସେବା ସକ୍ରିୟ ଅଛି। ଏବେ ଦୁନିଆର କୌଣସି କୋଣକୁ ଯାତ୍ରା କରିବାକୁ ଅଧିକ ସମୟ ଲାଗେ ନାହିଁ। ଯେଉଁ ଦେଶକୁ ଯିବାକୁ ମାସ କିମ୍ବା ବର୍ଷ ସମୟ ଲାଗୁଥିଲା ବର୍ତ୍ତମାନ…
କେନାଲରେ ପାଣି ନାହିଁ, ଶୁଖିଲା ପଡ଼ିଛି ଜମି
ପଦ୍ମପୁର,୧୦।୧୧(ପ୍ରଦୀପ୍ତ ଦାଶ): ଆଉ ଦିନ କେଇଟା ପରେ ଧାନ ଅମଳ ହେବ। ଏଭଳି ସମୟରେ ଫସଲକୁ ପାଣି ଆବଶ୍ୟକତା ଥିବାବେଳେ କେନାଲରେ ପାଣି ଆସୁନାହିଁ। ଫଳରେ ଚାଷଜମି ଫାଟି ଆଁ କରିବା ସହ ଧାନ ଗଛ ଶୁଖିବା ଅବସ୍ଥାକୁ ଆସିଲାଣି। କିଛି…
ଆକର୍ଷଣୀୟ ଧନ୍ତେରସ୍ ଓ ଦୀପାବଳି ଅଫର
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍ତେରସ୍ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୬୨୫ ଟଙ୍କା…
ପରମ୍ପରା ଉଜ୍ଜୀବିତ ରଖିଛନ୍ତି କୁମ୍ଭକାର
ସମ୍ବଲପୁର,୧୦ା୧୧(ଭବାନୀ ଶଙ୍କର ଭୋଇ): ଆସନ୍ତା ୧୨ ତାରିଖରେ ଦୀପାବଳି। ଭାରତୀୟ ପରମ୍ପରାରେ ଦୀପାବଳିରେ ପ୍ରତି ଘରେ ମାଟିଦୀପ ଜାଳିବାର ପରମ୍ପରା ରହିଛି। ସେଥିପାଇଁ ଏହି ପର୍ବ ଆସିଲେ ମାଟି ଦୀପର ଚାହିଦା ବୃଦ୍ଧି ପାଇଥାଏ। ମାଟିରେ ସୁନ୍ଦର ଆକୃତି ଦେଇ କୁମ୍ଭାକାରମାନେ…
ସୁନା କିଣିଲେ ସୁଫଳ ମିଳେ
ଭୁବନେଶ୍ୱର,୧୦।୧୧(ଅଭୟ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନ୍ତେରସ୍ ଉପଲକ୍ଷେ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥାଏ। ବିଶେଷକରି ଧନ୍ତେରସ୍ରେ ଧନ କ୍ରୟ (ସୁନା କିଣିଲେ) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା ରହିଆସିଛି।…
ସବୁ ଜୀବନର ମୂଲ୍ୟ ସମାନ
ପ୍ୟାରିସ୍,୧୦ା୧୧:ଗାଜାରେ ଇସ୍ରାଏଲ ଏବଂ ପାଲେଷ୍ଟିନୀୟ ସଶସ୍ତ୍ର ଗୋଷ୍ଠୀ ହମାସ୍ ମଧ୍ୟରେ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କ ଜୀବନର ମୂଲ୍ୟ ସମାନ କହି ଗାଜାବାସୀଙ୍କୁ ତୁରନ୍ତ ମାନବୀୟ…
Archives


