Posted inରାଜ୍ୟ

ଆମ ପାଇଁ ଅତ୍ୟନ୍ତ ବିପଜ୍ଜନକ ବଜ୍ରପାତ, ଜାଣନ୍ତୁ ରକ୍ଷା ପାଇବେ କିପରି

ଭୁବନେଶ୍ୱର,୧୭ା୩: ବଜ୍ରପାତ ବା ବିଜୁଳି ଆମ ପାଇଁ ଅତ୍ୟନ୍ତ ବିପଜ୍ଜନକ। କାରଣ ଏଥିରେ ୧୦ କୋଟିରୁ ୧୦୦ କୋଟିର ବିଦ୍ଯୁତି ଶକ୍ତି ଏବଂ ପ୍ରଚୁର ପରିମାଣର ଉତ୍ତାପ (ହାରାହାରି ୩୫୦୦ ଡ଼ିଗ୍ରୀ ଫାରେନ୍ହାଇଟ୍ /୨୦୦୦ ଡ଼ିଗ୍ରୀ ସେଲସିୟସ) ରହିଥାଏ। ଏହି ତାପମାତ୍ରାରେ ଏହା ଧାତୁକୁ ତରଳାଇବା ସହ ବାଲିକୁ କାଚରେ ମଧ୍ଯ ପରିଣତ କରିପାରେ।

ତେଣୁ ଅନେକ ସମୟରେ ବିଜୁଳି ପ୍ରଭାବରେ ସୃଷ୍ଟି ଏହି ଉଚ୍ଚ ତାପମାତ୍ରା ରେ ନଡ଼ିଆ,ତାଳ ଗଛ ପ୍ରଭୃତି ଜଳୁଥିବାର ଦେଖା ଯାଇଥାଏ। ତେଣୁ ଏହା ଆମ ପାଇଁ ଅତ୍ୟନ୍ତ ବିପଦଜନକ ଏବଂ ବିପର୍ଯ୍ୟୟ ସୃଷ୍ଟି କରେ। ବିଜୁଳି ଘଡଘଡି ସମୟରେ ନିଜକୁ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ ଆଗକୁ ଖରା ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଲୋକମାନଙ୍କୁ ସତର୍କତା ବାର୍ତ୍ତା ଦିଆଯାଇଛି।

କ’ଣ କରିବା ଉଚିତ୍

  • ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ଚତ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ।
  • ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାଘର ଭିତରକୁ ଚାଲି ଆସନ୍ତୁ।
  • ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ିକରି ରୁହନ୍ତୁ।
  • ମୋଟା ଛାତ ଛାତ ଥିବା ଗାଡ଼ି ଯଥା କର, ବସ୍ ଆଦି ଯାନ ମଧ୍ୟ ଜିରାପଦ ଅଟେ।
  • ବିଦ୍ୟୁତ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ।
  • ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଯାଜି ଜୁକି ହୋଇ ରହିଯାଆନ୍ତୁ! ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ନିଜେ ଯଥାସାଧ୍ୟ କମ୍ ଉଚ୍ଚତାରେ ରୁହନ୍ତୁ।
  • ମୁଣ୍ଡ ବାଳ ଠିଆ ଠିଆ ହୋଇଗରେ ନିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶଳ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ି ଚାଲି ଯାଆନ୍ତୁ।
  • ଯଦି ଗାଡ଼ି ଚଲାଉଥାନ୍ତି, ଏହାକୁ ଆସ୍ତେ ଚଢାନ୍ତୁ, ଗଛ କିମ୍ବା ଇଲେକ୍ଟ୍ରି ଲାଇନ୍ ଠାକୁ ଯଥା ସମ୍ଭବ ଦୂରରେ ରୁହନ୍ତୁ ।
  • ପୋଖରୀ ଅଥବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ । ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ଯଥାଶୀଘ୍ର ବାହାରି ଆସନ୍ତୁ।
  • ବଜ୍ରପାତର ସମ୍ଭାବନା ଦେଖାଦେଲେ ଗୃହପାଳିତ ପଶୁମାନଙ୍କୁ ବାହାରେ ନ ଛାଡ଼ି ଘର ଭିତରେ ରଖନ୍ତୁ।

କ’ଣ ନ କରିବା ଉଚିତ୍

  • ଦିଦ୍ୟୁତ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ ବ୍ୟବହାର କରନ୍ତୁ ନାହିଁ।
  • ଖୋଲା ଘର କିମ୍ବା ତମ୍ବୁ ତଳେ ଆଶ୍ରୟ ଏ ସମୟରେ ନିରାପଦ ନୁହେଁ।
  • ଗଛ ତଳେ ବା କୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ।
  • ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡି ଉଡ଼ାକୁ ନାହିଁ! ନାଳରେ ମାଛ ଧାରା ବନିଶୀ, ଲୁହା ଲୁହାଛଡ଼ ଧରନ୍ତୁ ନାହିଁ।
  • କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ।
  • ଲୁହା ଖୁମ୍ବ, ଲୁହାଛଡ଼ ଏବଂ ଲୁଗା ଶୁଖାଇବା ତାର ଠାରୁ ଦୂରରେ ରୁହନ୍ତୁ।
  • ସାଇକେଲ ଚାଲାନ୍ତୁ ନାହିଁ କିମ୍ବା ଖୋଲା ଗାଡ଼ିରେ ବୁଲାନ୍ତୁ ନାହିଁ।
  • ଗୃହ ପାଳିତ ପଶୁଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧି ରଖନ୍ତୁ ନାହିଁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri