Home Left

ମନୀଷ ସିସୋଡିଆଙ୍କ ପରିବାରକୁ ଭେଟିବା ପରେ ସଞ୍ଜୟ ସିଂଙ୍କ ବାସଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। କୋର୍ଟ ଅନୁମତି ଦେବା ପରେ ଶନିବାର ସିସୋଡିଆ ତାଙ୍କ…

ବେଙ୍ଗାଲୁରୁରେ ରେକର୍ଡ ହାସଲ କଲେ ରାହୁଲ

ବେଙ୍ଗାଲୁରୁ, ୧୨।୧୦: ବିଶ୍ୱକପରେ ଭାରତ ପାଇଁ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ହାସଲ କରିଛନ୍ତି କେଏଲ ରାହୁଲ। ରାହୁଲ ଏହି ମାମଲାରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ଛାଡିଛନ୍ତି। ଦିନିକିଆ ବିଶ୍ୱକପ ୨୦୨୩ର ଶେଷ ଲିଗ ମ୍ୟାଚରେ ରାହୁଲ…

ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ୯ଜଣ ଗୁରୁତର

ମଥୁରା,୧୨।୧୧: ଉତ୍ତରପ୍ରଦେଶ ମଥୁରା ଜିଲାର ଗୋପାଳବାଗ ଅଞ୍ଚଳରେ ରବିବାର ଏକ ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୯ଜଣ ଗୁରୁତର ହୋଇଥିବା ବେଳେ ୭ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି…

ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ କାନାଡା: ଜଷ୍ଟିନ ଟ୍ରୁଡୋ

ଓଟାଓ୍ବା,୧୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ନିଜର ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ,…

ନିଆରା ବାନ୍ଦନା ପର୍ବ: ଉତ୍ସବ ମୁଖର କେନ୍ଦୁଝର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାରେ କାଳୀ ପୂଜା ଏବଂ ଆଲୋକର ପର୍ବ ଦୀପାବଳିକୁ ୩ ଦିନ ଧରି ଧୂମ୍‌ଧାମରେ ହର୍ଷ ଉଲ୍ଲାସ ମଧ୍ୟରେ ମଧ୍ୟରେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ କୁଡୁମୀ ସମ୍ପ୍ରଦାୟର ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ…

ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…

ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍‌ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ ସହ…

Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ରେସିଂ ବାଇକ୍‌; ୨୬୫ କିମି ପ୍ରତିଘଣ୍ଟା ବେଗରେ…

ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍‌ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ। ଆଗାମୀ…

ଛାତ୍ରୀଙ୍କୁ ମିଳିବ ଋତୁସ୍ରାବ ଛୁଟି: ଶ୍ରେଣୀ ଉପସ୍ଥାନକୁ ୨ ପ୍ରତିଶତ କୋହଳ

ଗୁଆହାଟୀ,୧୨ା୧୧: ଆସାମର ଗୁଆହାଟୀ ୟୁନିଭର୍ସିଟି ଏବଂ ଏହାର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଛାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀମାନଙ୍କୁ ଏଣିକି ଋତୁସ୍ରାବକାଳୀନ ଛୁଟି ମିଳିବ ବୋଲି ଗୁଆହାଟୀ ୟୁନିଭର୍ସିଟ ପକ୍ଷରୁ କୁହାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ଏ ନେଇ ଛାତ୍ରୀମାନଙ୍କ ସର୍ବନିମ୍ନ…

୬୦ ଲକ୍ଷ ମୃତଦେହ ପୋତାଯାଇଥିବା ‘କବରଖାନା’ ରେ ବିବାହ କଲେ ଏହି ଯୋଡ଼ି, ନାଁ ଶୁଣି ଭୟରେ ଥରିଥିଲେ ଅତିଥି…

ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ। ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ‘ଡେଷ୍ଟିନେଶନ ଓ୍ବେଡିଂ’ କରିବାକୁ ପସନ୍ଦ କରୁଛନ୍ତି। ହେଲେ କିଛି ଯୋଡ଼ି ରୋମାଞ୍ଚକର ଅନୁଭୂତି ଲାଗି ଏଭଳି ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ…

ଦୀପାବଳିରେ ପ୍ରଥମ ରଙ୍ଗୋଲି କଲେ ପିସିଙ୍କ କୁନି ଝିଅ ମାଳତୀ, ଫଟୋ ଦେଖି ପ୍ରଶଂସକ କହିଲେ ‘wow’

ବମ୍ବେ: ବିଦେଶରେ ରହି ବି ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସେ ହୋଲି ହେଉ କି ଦୀପାବଳି ସେ ବେଶ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଏବେ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ…

ମ୍ୟାଚ୍‌ ପୂର୍ବରୁ ପରିବାର ସହ ଦୀପାବଳି ସେଲିବ୍ରେଟ୍‌ କଲେ ଟିମ୍‌ ଇଣ୍ଡିଆର କ୍ରିକେଟର, ଦେଖନ୍ତୁ ଜବରଦସ୍ତ ଭିଡିଓ…

ବେଙ୍ଗାଲୁରୁ,୧୨।୧୧: ନେଦରଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧି ପରିବାର ସହ ଏକତ୍ରିତ ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଭିଡିଓ…

ଲୋକପ୍ରିୟ ଓ୍ବେବ ସିରିଜ ‘ଫୌଦା’ର କ୍ରୁ ମେମ୍ବର ମାତନ ମିରଙ୍କ ପରଲୋକ, ହମାସ ବିରୋଧରେ ଲଢୁଥିଲେ ଯୁଦ୍ଧ

ତେଲ ଆଭିଭ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଥି ସହିତ, ଗାଜାରେ ହୋଇଥିବା ଅପରେସନ ସମୟରେ ଇସ୍ରାଏଲର ଲୋକପ୍ରିୟ ୱେବ ସିରିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri