Home Left

୩୫୦ ବର୍ଷ ପରେ ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘନଖ’ ବ୍ରିଟେ୍‌ରୁ ଅଣାଯିବ ଭାରତ

ମୁମ୍ବାଇ,୧।୧୦: ଚଳିତ ବର୍ଷ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜାଭିଷେକ କାର୍ଯ୍ୟ ୩୫୦ ବର୍ଷ ପୂରଣ ହେଉଛି। ଏହି ଅବସରରେ ବର୍ଷ ୧୬୫୯ରେ ମସିହାରେ ଛତ୍ରପତି ଶିବାଜୀ ମହାରାଜ ଯେଉଁ ବାଘ ନଖ (ବାଘ ନଖ ପରି ଲୁହା ଅସ୍ତ୍ର) ସହାୟତାରେ ଅଫଜଲ…

ମାନବାଧିକାର ଆୟୋଗରେ ପହଞ୍ଚିଲା ଏମପି ଦାନିସ ଅଲ୍ଲିଙ୍କ ଅପଶବ୍ଦ କହିଥିବା ମାମଲା

ନୂଆଦିଲ୍ଲୀ,୧।୧୦: ଅମରୋହାରୁ ବାହୁଜନ ସମାଜ ପାର୍ଟି ଏମପି ଦାନିସ ଅଲ୍ଲିଙ୍କ ସହ ସଂସଦରେ ଅଶ୍ଳୀଳତା ମାମଲା ଜାତୀୟ ମାନବ ଅଧିକାର ଆୟୋଗରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ରାମପୁର ବାସିନ୍ଦା ଆରଟିଆଇ କାର୍ଯ୍ୟକର୍ତ୍ତା ଦାନିସ ଖାନ ଅଭିଯୋଗ କରିଥିଲେ। ଦାନିସ ଖାନ ଡି.କେ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ: ଆଜି ହେବ ଡିଏନ୍‌ଏ  ଟେଷ୍ଟ 

ଭୁବନେଶ୍ୱର ୧।୧୦ : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ ରବିବାର ମା ଓ ଶିଶୁର ଡିଏନଏ ପରୀକ୍ଷା ହୋଇଛି ।  ଏ ନେଇ  ଭୁବନେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଖବର ଅନୁଯାୟୀ, କିଛି ଦିନ ତଳେ କ୍ୟାପିଟାଲ…

ଭାରତ ହେବ ବିଶ୍ୱକପ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧।୧୦: ଆଉ କିଛି ଦିନ ପରେ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ। ଏହାପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ମୁଥିୟା ମୁରଲୀଥନ। ସେ କହିଛନ୍ତି, ମୋ ମତରେ, ଘରୋଇ ପରିସ୍ଥିତିରେ ଭାରତ ବିଶ୍ୱ ଚାମ୍ପିୟନ ହୋଇପାରିବ। ଅଷ୍ଟ୍ରେଲିଆ ଏବଂ ବର୍ତ୍ତମାନର…

ଜେଏନୟୁ କ୍ୟାମ୍ପସରେ ବିବାଦୀୟ ସ୍ଲୋଗାନ, ଆପତ୍ତି ଉଠାଇଲା ଛାତ୍ର ସଙ୍ଗଠନ

ନୂଆଦିଲ୍ଲୀ,୧।୧୦: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ପରିସରରୁ ପୁଣି ଏକ ଘୃଣ୍ୟ କାହାଣୀ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜେଏନୟୁ କ୍ୟାମ୍ପସର କାନ୍ଥରେ ବିବାଦୀୟ ସ୍ଲୋଗାନ ଲେଖାଯାଇଛି। ଛାତ୍ର ସଂଗଠନର ନେତାମାନେ (ଜେଏନୟୁ ଛାତ୍ର ସଂଘ) ଏହି ପ୍ରସଙ୍ଗରେ…

ରିଲ୍ସ ଚକ୍କରରେ ଗଲା ଜୀବନ

ଲକ୍ଷ୍ନୌ,୦୧।୧୦: ଆଜିକାଲି ଯୁବପିଢିଙ୍କୁ ରିଲ୍ସ କରିବା ନିଶା ଘାରିଛି। ରିଲ୍ସ କରିବା ନିଶାରେ ଯୁବକମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥିବା ପରି ମନେହୁଏ। କିଛି ଯୁବକଯୁବତୀ ଅଛନ୍ତି, ଯେଉଁମାନେ ରିଲ୍ସ ତିଆରି କରିବା ପାଇଁ କିଛି ବିପଜ୍ଜନକ କାର୍ଯ୍ୟ କରିବାକୁ…

ଫି’ କମାଇଲେ ରଣବୀର କପୁର

ମୁମ୍ବାଇ: ନିକଟରେ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନମିଲ’ର ଟିଜର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏହା ବେଶ୍‌ ଟ୍ରେଣ୍ଡ୍‌ କରୁଛି। ବର୍ତ୍ତମାନ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଏବଂ ପିଙ୍କ୍‌ଭିଲ୍ଲା  ରିପୋର୍ଟ ଅନୁଯାୟୀ, ଫିଲ୍ମର ମୂଲ୍ୟ…

ଜ୍ୟୋତିରାଦିତ୍ୟଙ୍କୁ ମିଳିବ ବିଧାୟକ ଟିକେଟ ତେବେ କ’ଣ…

ଭୋପାଳ,୧।୧୦: ବିଧାନସଭା ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ତାଙ୍କୁ ଟିକେଟ ଦେଇ ଭାଜପା କେବଳ ଗ୍ବାଲିଅର ଚାମ୍ବଲ ଡିଭିଜନ ନୁହେଁ ମାଲଭାନଚାଲରେ ମଧ୍ୟ ଲାଭବାନ ହୋଇପାରିବ ବୋଲି ବିଶ୍ୱାସ ରହିଛି। ତେବେ କଂଗ୍ରେସ ଭାଜପାର ଏହି ଦାବିକୁ…

ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌

ବାଲେଶ୍ୱର,୧।୧୦(ମାନସ ବିଶ୍ୱାଳ): ବାଲେଶ୍ବର  ଜିଲା ରେମୁଣା ଅଞ୍ଚଳରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମକୁ ସମ୍ପୂର୍ଣ କାଟିଦେଇଛନ୍ତି । ଅନ୍ୟପକ୍ଷେ ଏହି ଏଟିଏମ୍‌ଟି  ଫାଣ୍ଡିରୁ ୩୦ ମିଟର…

ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ

ଅହମଦାବାଦ,୧।୧୦: ଅହମଦାବାଦରୁ ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନରେ ଦୁର୍ବବ୍ୟହାର ଅଭିଯୋଗରେ ଶନିବାର ଜଣେ ୨୭ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପାଟନାରେ ଗିରଫ କରାଯାଇଥିଲା। ଅଟକ ଥିବା ବ୍ୟକ୍ତିଙ୍କୁ ‘ବିଶେଷ ଆବଶ୍ୟକତା’ ଥିବା ବ୍ୟକ୍ତି ଭାବରେ ଚିହ୍ନଟ କରାଯାଇଛି,…

‘ଆନିମଲ’ ପାଇଁ ଫି’ କମାଇଲେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର କପୁର ଅଭିନୀତ ‘ଆନିମଲ’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ରଣବୀରଙ୍କ ଜନ୍ମଦିନରେ ନିର୍ମାତା ଚଳଚ୍ଚିତ୍ରର…

ସ୍ବଚ୍ଛତା ଅଭିଯାନ: ଏକ ତାରିଖ,ଏକ ଘଣ୍ଟା, ଏକା ସାଙ୍ଗେ ଏକାଠି ହେଲା ସାରା ଦେଶ, କେନ୍ଦ୍ର ମନ୍ତ୍ରୀ ଲଗାଇଲେ ଝାଡୁ

ନୂଆଦିଲ୍ଲୀ,୧।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜୟନ୍ତୀ ପୂର୍ବରୁ ସାରା ଦେଶରେ ରବିବାର ଅର୍ଥାତ୍‌ ଅକ୍ଟୋବର ୧ରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯାନ ପାଇଁ ୧ ଅକ୍ଟୋବରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri