Home Left

ନାମଫଳକରୁ ଅନ୍ତର୍ଜାତୀୟ ଶବ୍ଦ ଗାଏବ

ରାଉରକେଲା,୨୬।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହେଉଛି ଭାରତର ସର୍ବବୃହତ୍‌ ହକି ଷ୍ଟାଡିୟମ। ଏହି ଷ୍ଟାଡିୟମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ମାତ୍ର ପରିତାପର ବିଷୟ ଏହି ହକି ଷ୍ଟାଡିୟମ ନାମ ଫଳକରୁ…

ଭାରରେ ଆଣିବାବେଳେ ଅଧା ବାଟରେ ପ୍ରସବ

ଦଶମନ୍ତପୁର,୨୬।୧୧ (ଅରବିନ୍ଦ ନାୟକ )କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା ଲୋରେଶ ଗ୍ରାମରେ ଶନିବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ଗୁପ୍ତ ସାଉଁନ୍ତାଙ୍କ ସ୍ତ୍ରୀ ଦୀପ ସାଉଁନ୍ତାଙ୍କ ଶୁକ୍ରବାର ରାତିରେ ପ୍ରସବ ଯନ୍ତ୍ରଣା…

ଜଳବାୟୁ ଓ ଯୁବଗୋଷ୍ଠୀ

ସାମ୍ପ୍ରତିକ ସମୟର ସର୍ବବୃହତ୍‌ ଆହାନକାରୀ ବୈଶ୍ୱିକ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ ବିଶ୍ୱତାପନ ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଶିଳ୍ପ ବପ୍ଳବ ପରବର୍ତ୍ତୀ ସମୟରେ ଯେପରି କ୍ଷିପ୍ର ବେଗରେ ଶିଳ୍ପାୟନ ସହିତ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଅସହନୀୟ ମାର୍ଗରେ ସାଧିତ ହେଲା…

୫ ବର୍ଷ ହେବ ପୂର୍ଣ୍ଣାଙ୍ଗ ହେଉନି କେନ୍ଦୁପାଟଣା ଡେଏରି

ନିଶ୍ଚିନ୍ତକୋଇଲି,୨୬।୧୧(ଅଶୋକ କୁମାର ମହାପାତ୍ର)ବେକାର ଯୁବତୀ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଓ ସେମାନଙ୍କର ଆର୍ଥତ୍କ ପରିସ୍ଥିତିକୁ ସୁଦୃଢ କରାଇବା ଉଦ୍ଦେଶ୍ୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନ କେନ୍ଦୁପାଟଣାଠାରେ ଏକ ଡେଏରି ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରିଥିଲେ। ୨୦୧୯ ଫେବୃୟାରୀ ୧୭ରେ ଏହାର…

ସୋଲର ରହିଛି ସ୍ବତନ୍ତ୍ର ଚାହିଦା

ଅସ୍ତରଙ୍ଗ,୨୬।୧୧(ପ୍ରଦୀପ୍ତ ଦୀକ୍ଷିତ୍‌)କାର୍ତ୍ତିକ ପୂର୍ଣ୍ଣିମାକୁ ମୁଖ୍ୟତଃ ଲୋକେ ଡଙ୍ଗାଭସା ପୂର୍ଣ୍ଣିମା ରୂପେ ଜାଣିଥାନ୍ତି। ଏହି ପୂର୍ଣ୍ଣିମା ଆସିଲେ ଲୋକଙ୍କ ଖୋଜା ପଡ଼େ ଡଙ୍ଗା। ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା ପ୍ରତୀକ ଏହି ଡଙ୍ଗାଭସା ପୂର୍ଣ୍ଣିମା। କିଏ କିଏ କଦଳୀ ପାଟୁଙ୍ଗାରେ ଡଙ୍ଗା ଭସାଇଥାନ୍ତି…

ଜମୁଛି କାଗଜ ଡଙ୍ଗା ବେପାର

ନିମାପଡ଼ା,୨୬।୧୧(ରଞ୍ଜନ ପଟ୍ଟନାୟକ)କାଗଜ ଡଙ୍ଗା ଦେଇଛି ରୋଜଗାର। ଏଭଳି ସ୍ଥିତି ନିମାପଡ଼ା ବ୍ଲକ ଅଧୀନ ସାଇଁଶ ପଞ୍ଚାୟତ ତୋରିହଁବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ମହିଳା ଫୁର୍‌ସତ୍‌ ସମୟରେ କାଗଜ ଡଙ୍ଗା ତିଆରି କରି କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଗ୍ରାମର ୧୦…

ମୂର୍ତ୍ତି ଚୋରଙ୍କୁ ଧରିବାରେ ପୋଲିସ ଫେଲ୍‌

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା)ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଯାଜପୁର ଜିଲାରେ ଅତି ପ୍ରାଚୀନ ମୂର୍ତ୍ତିଗୁଡ଼ିକର ଚୋରି ବଢ଼ିବାରେ ଲାଗିଛି। ଜିଲାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମନ୍ଦିରରୁ ବିଭିନ୍ନ ମୂର୍ତ୍ତି ଓ ଅଳଙ୍କାର ଚୋରି ହୋଇଛି। ସେଗୁଡ଼ିକୁ ଉଦ୍ଧାର କରିବାରେ ପୋଲିସ…

ଲୁଟେରାଙ୍କ ନଜରରେ କାଏମା ପାହାଡ଼

କାଏମା,୨୬ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତ ମଧ୍ୟଭାଗରେ କାଏମା ପାହାଡ଼ ବା ଗୋଗଳ ପାହାଡ଼ ଅବସ୍ଥିତ। ହେଲେ ଏହି ପାହାଡ଼ ଏବେ ମାଫିଆଙ୍କ ନଜରରେ। ମାଫିଆ ଏଠାରୁ ମୋରମ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଦିନରାତି ମୋରମ ଲୁଟ୍‌ କରିବାରେ…

ଗାନ୍ଧୀ ସ୍ମୃତିପୀଠ ପ୍ରତି ଅବହେଳା

ଡେରାବିଶ,୨୬ା୧୧(ବେବର୍ତ୍ତା ଅଜୟ ଦାସ)ଦିନେ ଯେଉଁ ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ବାଧୀନତାର ମନ୍ତ୍ର ଫୁଙ୍କିଥିଲେ ସେହି ସ୍ଥାନ ଇତିହାସ ପାଲଟିଛି। ହେଲେ ପ୍ରଶାସନିକ ଅବହେଳା ଯୋଗୁ ସେହି ପଡ଼ିଆ ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେନ୍ଦ୍ରାପଡ଼ା…

ଗୋବରୀ ନଦୀ ପୁନରୁଦ୍ଧାର: ୧୧ କୋଟି ପାଣିରେ

ପଟ୍ଟାମୁଣ୍ଡାଇ, ୨୬।୧୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନଁାରେ ଗତ ୭ ବର୍ଷରେ ୧୧.୩୩ କୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହେଉଛି। ନଦୀର ମାଟିଖୋଳା ଓ ଦଳସଫା ପାଇଁ ୨୦୧୧-୧୨ ଓ…

ପ୍ରଦୂଷଣ ଆଁରେ ନୟାଗଡ଼

ନୟାଗଡ଼,୨୬।୧୧(ଲୋକନାଥ ମିଶ୍ର)ସଙ୍କଟରେ ପରିବେଶ । ବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟ ମୁଖୀ ସବୁଜିମା ନୟାଗଡ଼ ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ଦେଇଛି । ପ୍ରଦୂଷଣ ଅଁାରେ ରହି ଯାଇଛି ନୟାଗଡ଼ ଜିଲା । ହେଲେ ଏହାର ପ୍ରଭାବ…

ଅଜବ ଜୀବ: ଯାହାର ରହିଛି ୨୦୦ ଆଖି, ଟେଲିସ୍କୋପ ପରି କରେ କାମ

ଦୁନିଆରେ ଏମିତି ଏକ ଅଜବ ଜୀବ ଅଛି, ଯାହାର ଗୋଟିଏ କି ଦୁଇଟି ନୁହେଁ, ଏକାବେଳକେ ୨୦୦ ଆଖି ରହିଛି। ଏହା ଟେଲିସ୍କୋପ ପରି କାମ କରେ। ଏହାର ସନ୍ତରଣ ପଦ୍ଧତି ବି କମ୍‌ ଆଶ୍ଚର୍ଯ୍ୟଜନକ ନୁହେଁ। ଯେଉଁଥିରେ ଏହା ଜେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri