ଶାହରୁଖଙ୍କୁ ଓ୍ବାଇ+ ସୁରକ୍ଷା
ମୁମ୍ବାଇ,୯।୧୦: ବଲିଉଡ ତାରକା ଶାହାରୁଖ ଖାନଙ୍କ ହତ୍ୟା ଧମକ ମିଳିବାେ ପରେ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ତାଙ୍କ ଉପରେ ଆସୁଥିବା ବିପଦକୁ ବିଚାର କରି ମୁମ୍ବାଇ ପୋଲିସ ଶାହାରୁଖ ଖାନଙ୍କୁ ଓ୍ବାଇ + ସୁରକ୍ଷା ଦେଇଛି। ମୁମ୍ବାଇ ପୋଲିସ…
ଗୋଟିଏ ସ୍ଥାନରେ ଛିଡା ହୋଇ ଭାରତର ବ୍ୟାଟିଂ ଦେଖିଥିଲେ ଅଶ୍ୱିନ: ଜାଣନ୍ତୁ ଏହା ପଛର କାରଣ
ଚେନ୍ନାଇ,୯।୧୦: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ମ୍ୟାଚରେ ଟିମ ଇଣ୍ଡିଆର ପୁରା ବ୍ୟାଟିଂକୁ ଗୋଟିଏ ସ୍ଥାନରେ ଠିଆ ହୋଇ ଦେଖିଥିଲେ ଆର ଅଶ୍ୱିନ। ମ୍ୟାଚ ପରେ ସେ ନିଜେ ଏହା କହିଛନ୍ତି। ମ୍ୟାଚ ଶେଷ ହେବା ପରେ ଅଶ୍ୱିନ କହିଛନ୍ତି, ଭାରତର ବ୍ୟକ୍ ଟୁ…
ମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…
ଚେନ୍ନାଇ,୯।୧୦: ୨୦୨୩ ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେ.ଏଲ ରାହୁଲ ମ୍ୟାଚ ପରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି। ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିବା କେ.ଏଲ ରାହୁଲ କହିଛନ୍ତି ଯେ,…
ରାଗିଗଲେ ବିରାଟ କୋହଲି: ଡ୍ରେସିଂ ରୁମ୍ରେ ମୁଣ୍ଡ ପିଟିଲେ
ଚେନ୍ନାଇ,୯।୧୦: ବିଶ୍ୱକପ୍ ୨୦୨୩ରେ ଚେନ୍ନାଇ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଘରୋଇ ଦଳ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତୁ ୨୦୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୪ ଉଇକେଟ୍ ହରାଇ ଲକ୍ଷ୍ୟ ସ୍ଥଳରେ…
ବିବାହ କରିବେ ସଲମାନ, କିଏ ସେ ରହସ୍ୟମୟୀ, ସୋସିଆଲ ମିଡିଆରେ ଭାଇରାଲ…
ମୁମ୍ବାଇ : ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ପରେ ତାଙ୍କ ବିବାହ ବିଷୟରେ ଆଲୋଚନା ଜୋର ଧରିଛି। ବାସ୍ତବରେ, ଏହି ପୋଷ୍ଟରେ ତାଙ୍କ ସହିତ ଜଣେ ରହସ୍ୟମୟ…
ନିୟମ ଭାଙ୍ଗୁଥିବା ବାର୍ ଉପରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୯।୧୦(ସତ୍ୟଜିତ୍ ରାଉତ):ରାଜଧାନୀରେ ଥିବା ବାର୍ଗୁଡ଼ିକ ବିଭିନ୍ନ ସମୟରେ ନିୟମ ଭାଙ୍ଗୁଛନ୍ତି। ବିଶେଷକରି ଡ୍ୟାନ୍ସବାର୍ଗୁଡ଼ିକ ନିର୍ଦ୍ଧାରିତ ସମୟରେ ବନ୍ଦ ନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଛନ୍ତି। ଯୁବତୀଙ୍କୁ ନଚାଯିବା ସହ ଗ୍ରାହକଙ୍କୁ ମଦ ପରଷା ଯାଉଛି। ଅଶୋକ ନଗରସ୍ଥିତ ରଙ୍ଗିଲା…
ଭାରତୀୟ ଖୋଖୋ ଦଳରେ ସୁନୀଲ
ବାଲେଶ୍ୱର,୯ା୧୦(ମାନସ ବିଶ୍ୱାଳ): ବାଲେଶ୍ୱରର ଖୋଖୋ ଖେଳାଳି ସୁନୀଲ ପାତ୍ର ଭାରତୀୟ ଖୋଖୋ ଦଳରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ଆସନ୍ତା ୧୧ ତାରିଖରେ ଭାରତୀୟ ଦଳ ସହିତ ମାଲେସିଆ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହି ସଫଳତା ପାଇଁ…
ଦର୍ଶକଙ୍କ ଭାଗୀଦାରିତା ନାଟକ କ୍ଷେତ୍ରକୁ ଉତ୍ସାହିତ କରିବ
ଯେଉଁଠି ଦିନେ ନାଟକ ଶିକ୍ଷା ନେଇଥିଲେ ଆଜି ସେହି ଅନୁଷ୍ଠାନର ନିର୍ଦ୍ଦେଶକ ହୋଇଛନ୍ତି ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ। ଓଡ଼ିଆ ଏବଂ ହିନ୍ଦୀ ସିନେମା ଜଗତରେ ଖୁବ୍ ଜଣାଶୁଣା ଚେହେରା ଚିତ୍ତରଞ୍ଜନ ଏବେ ପ୍ରଥମ ଓଡ଼ିଆ ଭାବେ ନ୍ୟାଶନାଲ୍ ସ୍କୁଲ ଅଫ୍ ଡ୍ରାମା(ଏନ୍ଏସ୍ଡି)ର…
ଡବଲ୍ସରେ ଦେବାଶିଷ ରନରଅପ୍
ଭୁବନେଶ୍ୱର, ୯।୧୦(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳି ଦେବାଶିଷ ସାହୁ ଅନ୍ତର୍ଜାତୀୟ ଟେନିସରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଘାନାର ଆକ୍ରାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ଆଇଟିଏଫ୍ (ଅନ୍ତର୍ଜାତୀୟ ଟେନିସ ଫେଡେରେଶନ) ଜେ ୬୦ ଟୁର୍ନାମେଣ୍ଟର ଡବଲ୍ସରେ…
ସ୍ବର୍ଣ୍ଣ ପଦକ ବିଜେତା ନିର୍ମଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭଦ୍ରକ,୯।୧୦ (ସନାତନ ରାଉତ): ଦକ୍ଷିଣ ଆଫ୍ରିକା ପ୍ରିଟୋରିଆଠାରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ଯାଏ ଅନୁଷ୍ଠିତ ୫ମ ବିଶ୍ୱକପ୍ ଟେନିକଏଟ୍ ପ୍ରତିଯୋଗିତାରେ ଜର୍ମାନୀକୁ ହରାଇ ଭାରତ ଚାମ୍ପିୟନ ହୋଇଛି। ଭାରତ ପକ୍ଷରୁ ଖେଳିଥିବା ସ୍ବର୍ଣ୍ଣ ପଦକ ବିଜେତା ଭଦ୍ରକର ନିର୍ମଳ ସେନ୍(୧୮)…
ସିକ୍କିମ ବନ୍ୟା: ମୃତ୍ୟୁ ସଂଖ୍ୟା ୬୯ ବୃଦ୍ଧି, ୧୦୫ରୁ ଅଧିକ ଲୋକ ଏବେ ବି ନିଖୋଜ
ଗ୍ୟାଙ୍ଗଟକ୍,୯।୧୦: ସିକ୍କିମରେ ଆସିଥିବା ଅଚାନକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ଏଥିରେ ୯ ଜଣ ସୈନିକ ମଧ୍ୟ ସାମିଲ ଅଛନ୍ତି। ୧୦୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ସିକ୍କିମ ରାଜ୍ୟ ବିପର୍ଯ୍ୟୟ…
ବିଶ୍ୱାସର ସାଥୀ ଡାକଘର
ଆଜିର ଦିନରେ ୧୯୨ ସଭ୍ୟ ରାଷ୍ଟ୍ର ଥିବା ଜାତିସଂଘର ଦ୍ୱିତୀୟ ସର୍ବପୁରାତନ ସଂସ୍ଥା ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ବା ‘ବିଶ୍ୱ ଡାକ ସଂଘ’ ୯ ଅକ୍ଟୋବର ୧୮୭୪ରେ ପ୍ରତିଷ୍ଠିତ ଯାହାର ମୁଖ୍ୟାଳୟ ସୁଇଜରଲାଣ୍ଡର ରାଜଧାନୀ ବର୍ନଠାରେ ଅବସ୍ଥିତ। ବିଶ୍ୱ ଡାକ କଂଗ୍ରେସର…
Archives


