ବିଶ୍ୱକପ୍ରେ ଭାରତର ଶୋଚନୀୟ ପରାଜୟ: ଗୋରୁ ପଘାକୁ ବେକରେ ଦେଇ ଝୁଲି ପଡ଼ିଲେ ଯୁବକ
ପ୍ରୀତିପୁର,୨୦।୧୨(ସୁଶାନ୍ତ ବେହୁରିଆ): ବିଶ୍ୱକପରେ ଭାରତର ଶୋଚନୀୟ ପରାଜୟ ଦୁଃଖରେ ଜୀବନ ହାରିଦେଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଜାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତରେ। ମୃତକ ହେଲେ କୂଳସାହିର ଦେବରଞ୍ଜନ ମଳିକ (୨୩)। ଭାରତ ଅଷ୍ଟ୍ରେଲିଆଠାରୁ ହାରିଯିବାକୁ…
ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍ଆଇଏ
ନୂଆଦିଲ୍ଲୀ,୨୦।୧୧: ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ଏନ୍ଆଇଏ ସୋମବାର ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏୟାର ଇଣ୍ଡିଆ ଯାତ୍ରୀଙ୍କୁ…
ଏକର ଏକର ଗଞ୍ଜେଇ ଚାଷ ଜମିରେ ଲାଗିଲା ନିଆଁ
ମାଲକାନଗିରି/ଚିତ୍ରକୋଣ୍ଡା,୨୦ା୧୧(ଦୁର୍ଯ୍ୟୋଧନ ପାତ୍ର/କ୍ଷୀରୋଦ ବେହେରା): ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଅରମ୍ଭ ହୋଇଛି ଅପରେଶନ ନୀଳ ଜହର ା ଜିଲା ପ୍ରସାସନ ଓ ପୋଲିସ ଏଥିପ୍ରତି ସତର୍କତା ଅବଲମ୍ବନ କରିଥିବା ଜଣାପଡିଛି। ବେଆଇନ ଗଞ୍ଜେଇ…
ନଭେମ୍ବର ୨୩ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି -୨୦ ସିରିଜ୍
ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ ପରେ ଆସନ୍ତା ୨୩ ନଭେମ୍ବର ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଯେଉଁଠାରେ ସିରିଜର ଶେଷ ମ୍ୟାଚ ଡିସେମ୍ବର ୩ ରବିବାର ଖେଳାଯିବ। ଏହି ସିରିଜ…
ମୋ ଝିଅକୁ ଜ୍ୱାଇଁ, ଶାଶୁ , ଶ୍ୱଶୁର ଜୀବନ୍ତ ପୋଡ଼ି ମାରିଦେଲେ
ବଡ଼ସାହି,୨୦ା୧୧(ଦୀପକ ବୁଗୁଡ଼େଇ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ପଞ୍ଚାୟତ ଚାଉଳିଆ ଷୋଳ ଗ୍ରାମସ୍ଥିତ ଏକ ଘର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଜବତ କରିଛି। ମୃତା ମହିଳା ଜଣକ ହେଲେ ସରୋଜ ସାହୁଙ୍କ ସ୍ତ୍ରୀ ସଂଯୁକ୍ତା (୪୦)।…
‘ଡିସେମ୍ବରରେ ଦାବି ପୂରଣ ନ ହେଲେ ସବୁ କଲେଜ ବନ୍ଦ’
ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଟାଉନ ହଲ୍ରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ୫ ଜିଲାର ସମସ୍ତ କଲେଜ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।…
ଭାରତର ପରାଜୟ ପରେ ପ୍ରଥମଥର ମୁହଁ ଖୋଲିଲେ ଗିଲ-ଆୟର: କହିଲେ ଏମିତି କଥା
ନୂଆଦିଲ୍ଲୀ,୨୦।୧୧: ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କଙ୍ଗାରୁ ଟିମ ଇଣ୍ଡିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଭାବପ୍ରବଣ ହୋଇପଡିଛନ୍ତି। ଅଧିନାୟକ…
ରୋହିତଙ୍କ ଭାବପ୍ରବଣ ଫଟୋ ପୋଷ୍ଟ କରି କପିଲ ଦେବ ଲେଖିଲେ ଏମିତି, ପ୍ରଶଂସକ କହିଲେ…
୨୦୨୩ ବିଶ୍ୱକପରେ ଭାରତର ପରାଜୟ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। ମାତ୍ର ଯେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଆଖିରେ ପ୍ରଶଂସକମାନେ ଲୁହ ଦେଖିଲେ, ସେମାନେ ଭାବପ୍ରବଣ ହୋଇଯାଇଥିଲେ। ଏ ନେଇ ଅନେକ ୟୁଜର୍ସ ଏବଂ ସେଲିବ୍ରିଟି ଲେଖିଛନ୍ତି, …
ଗାଜାରୁ ବାହାରିଥିବା ୧୦୦ରୁ ଅଧିକ ବିସ୍ଥାପିତ ପହଞ୍ଜିବେ ତୁର୍କୀରେ
ଅଙ୍କାରା,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଚାଲିଛି। ଏହି ସମୟରେ ଗାଜାରୁ ବିତାଡିତ ହୋଇଥିବା ୧୦୦ରୁ ଅଧିକ ବିସ୍ଥାପିତ ସୋମବାର ତୁର୍କୀରେ ପହଞ୍ଚିବାକୁ ଯାଉଛନ୍ତି। ତୁର୍କୀର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏଥିରେ ଡଜନେ…
ମହିଳାଙ୍କ ସହ ଥିଲା ପ୍ରେମ ସମ୍ପର୍କ: ଯୁବକଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଲେ
ଗୋପାଳପୁର,୨୦।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ସୋମବାର ଅପରାହ୍ନରେ ଏକ କୂଅରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଠାବ କରିଛି l ଯୁବକ ଜଣକ ହେଲେ ଜେ ଗୋବିନ୍ଦପୁର ଗ୍ରାମର ଟୁଟୁ ନାଇକ (୩୭)। ଏନେଇ ପୋଲିସ…
ଇସ୍ରାଏଲର ଦାବି ବନ୍ଦୀ ଥିବା ମହିଳା ସେନାଙ୍କୁ ଅଲ ଶିଫା ହସ୍ପିଟାଲରେ ହମାସ କରିଛି ହତ୍ୟା
ଜେରୁଜେଲମ,,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଦେଢ ମାସ ବିତିଗଲାଣି ଏବଂ ଆଜି ମଧ୍ୟ ଇସ୍ରାଏଲ ସେନା କ୍ରମାଗତ ଭାବେ ବୋମା ମାଡ଼ କରିଚାଲିଛି। ଗ୍ରାଉଣ୍ଡ ଅପରେସନର ଏକ ଅଂଶ ଭାବରେ ଇସ୍ରାଏଲ ଆର୍ମି (IDF) ବର୍ତ୍ତମାନ…
ତେଲେଙ୍ଗାନାରେ ବଡ଼ ଘୋଷଣା କଲେ ଅମିତ ଶାହା
ହାଇଦ୍ରାବାଦ୍,୨୦।୧୧: ତେଲେଙ୍ଗାନାର ଜନଗାଓଁରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେସିଆର, କଂଗ୍ରେସ ଏବଂ ଆସଦୁଦ୍ଦିନ ଓୱାଇସିଙ୍କୁ ଟାର୍ଗେଟ କରିଛନ୍ତି। ଏହି ତିନିଙ୍କୁ ପରିବାର ଭିତ୍ତିକ ଦଳ ବୋଲି କହିଥିଲେ। ସାଧାରଣ ସଭାକୁ ସମ୍ବୋଧିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା…
Archives


