Home Left

ଜୁସ୍‌ ଦୋକାନ ଚଳାଉଥିବା ୨୪ ବର୍ଷୀୟ ଯୁବକ ଜିତିଲେ ‘ମାଷ୍ଟରଶେଫ୍‌ ଇଣ୍ଡିଆ-୮’

ବମ୍ବେ: ଟେଲି ପରଦାର ଚର୍ଚ୍ଚିତ ଶୋ’ ‘ମାଷ୍ଟରଶେଫ ଇଣ୍ଡିଆ’ର ୮ମ ସଂସ୍କରଣ ଶେଷ ହୋଇଛି। ସମସ୍ତଙ୍କୁ ଚମକାଇ ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍‌ ବିଜେତା ହୋଇଛନ୍ତି। ସେ ଏହାର ୭ମ ସିଜନରେ ପ୍ରତିଯୋଗୀ ଦୌଡ଼ରେ ଥିଲେ ହେଁ ବାଦ୍‌ ପଡ଼ିଥିଲେ।…

କେଇ ସେକେଣ୍ଡରେ ବିଶାଳ କୁମ୍ଭୀରକୁ ଗିଳିଲା ଅଜଗର: କ୍ୟାମେରାରେ କଏଦ ହେଲା ଲୋମ ଟାଙ୍କୁରା ଭିଡିଓ; ଦେଖନ୍ତୁ…

କୁମ୍ଭୀର ଦୁନିଆର ସବୁଠାରୁ ଭୟଙ୍କର ଶିକାରୀମାନଙ୍କ ମଧ୍ୟରୁ ଗୋଟିଏ। ଏହା ବଡ଼ ପଶୁମାନଙ୍କ ଶିକାର ବେଶ ସହଜରେ କରିଦିଏ। ବିଶେଷକରି ପାଣିରେ କୁମ୍ଭୀରର ଶକ୍ତି ଅଧିକ ଥାଏ ବୋଲି କୁହାଯାଏ। ହେଲେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି,…

୧୭ ବର୍ଷ ହେଲା ପିଲାଙ୍କ ପାଇଁ ସଂଘର୍ଷ

ସମ୍ବଲପୁର,୯ା୧୨ (ଭବାନୀ ଶଙ୍କର ଭୋଇ): ବହୁ ଅସୁବିଧା ସତ୍ତ୍ୱେ ସେ ହାର ମାନିନାହାନ୍ତି। ଦୀର୍ଘ ୧୭ବର୍ଷ ହେବ ନିଜ ପିଲାଙ୍କ ପାଇଁ ସଂଘର୍ଷ ଚଳାଇଛନ୍ତି। ଏପରି ଜଣେ ମହିଳା ହେଉଛନ୍ତି ସମ୍ବଲପୁର ସିନ୍ଦୂରପଙ୍କର ବାସନ୍ତୀ ବେହେରା। ବରଗଡ଼ ଜିଲା ବରପାଲିରେ ଜନ୍ମିତ…

କିଏ ସେ ମହୁଆ ମୋଇତ୍ର? ବ୍ୟାଙ୍କିଂ କ୍ୟାରିୟର ଛାଡ଼ି ଆସିଥିଲେ ରାଜନୀତିକୁ; ଭାଜପାକୁ କଟାକ୍ଷ କରି ରହୁଥିଲେ ଚର୍ଚ୍ଚାରେ; ଏବେ ହେଲେ ବହିଷ୍କୃତ…

ନୂଆଦିଲ୍ଲୀ,୯।୧୨: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ଲାଗି ଲାଞ୍ଚ ନେବା ଅଭିଯୋଗ ଉପରେ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଆସନ୍ତୁ ତାଙ୍କ ରାଜନୈତିକ…

ସୁହାନାଙ୍କୁ ଶ୍ରୀଦେବୀଙ୍କ ପରି କରିବାକୁ ଚାହାଁନ୍ତି ଶାହାରୁଖ

ମୁମ୍ବାଇ: ଶାହରୁଖ ଖାଁଙ୍କ ଝିଅ ସୁହାନା ଖାଁ ଶେଷରେ ଆକ୍ଟିଙ୍ଗରେ ଡେବ୍ୟୁ କରିଛନ୍ତି। ଶୁକ୍ରବାର ‘ଦି ଆର୍ଚିଜ’ ଓଟିଟି ହିଟ କରିଥିଲା, ଯାହାକି ମୁଖ୍ୟ ଅଭିନେତ୍ରୀ ଭାବରେ ସୁହାନାଙ୍କର ପ୍ରଥମ ମୁଭି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ଏହି ଷ୍ଟାର୍‌…

ପିଏମ କିଶାନ ଯୋଜନା: ଏହି ଲାଭାର୍ଥିଙ୍କ ରେଜିଷ୍ଟ୍ରେଶନ ହେବ ରଦ୍ଦ, ମିଳିବ ନାହିଁ ୧୬ତମ କିସ୍ତି

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ କିଶାନ ସାମ୍ମାନ ନିଧି ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା। ତେଣୁ ଏହାକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ନଜର ରଖିଛନ୍ତି। ବର୍ତ୍ତମାନ ହିତାଧିକାରୀଙ୍କ ଆକାଉଣ୍ଟରେ ୧୬ତମ କିସ୍ତି ଜମା କରିବା ନେଇ ଅଭିଯୋଗ ଆରମ୍ଭ ହୋଇଛି। କିନ୍ତୁ ଏହାପୂର୍ବରୁ ସରକାର…

ଭାଙ୍ଗିଲା ଓପିଜିସି ଆସ୍‌ପଣ୍ଡ: ଚାଷଜମିରେ ପଶିଲା ପାଉଁଶ ପାଣି

ଝାରସୁଗୁଡ଼ା,୯।୧୨(ବିଜୟ ବରାଡ): ଝାରସୁଗୁଡ଼ା ଜିଲା ବନହରପାଲିସ୍ଥିତ ଓପିଜିସି- ୩ ନମ୍ବର ଆସପଣ୍ଡର ୫୦ ମିଟର ବନ୍ଧ ଭାଙ୍ଗିଯାଇଛି। ଫଳରେ ଘାଇ ସୃଷ୍ଟି ହୋଇ ସ୍ଥାନୀୟ ଶତାଧିକ ଏକର ଚାଷଜମିରେ ପାଉଁଶ ପାଣି ମାଡ଼ି ଯାଇଛି। ଏନେଇ ଧାନ, ପରିବା ଚାଷ ଫସଲ…

ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରିଗଲେ ବାବା ବାଲକନାଥ! ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ଏଭଳି ସଙ୍କେତ

ଜୟପୁର,୯।୧୨: ରାଜସ୍ଥାନ ବିଧାନସଭାରେ ବିଜୟ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଏଠାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ସନ୍ଦେହ ଘେରରେ ରହିଛି। ସବୁଠାରୁ ଚର୍ଚ୍ଚିତ ଚେହେରାମାନଙ୍କ ମଧ୍ୟରେ ବାବା ବାଲକନାଥଙ୍କ ନାମ ଅଛି ଯାହାକୁ ରାଜସ୍ଥାନର ଯୋଗୀ ମଧ୍ୟ କୁହାଯାଏ।…

ଭେଟେରାନ ଅଭିନେତ୍ରୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୋଦି

ବେଙ୍ଗାଲୁରୁ: କନ୍ନଡ ସିନେମାର ଭେଟେରାନ ଅଭିନେତ୍ରୀ ଲୀଲାବତୀଙ୍କର ଶୁକ୍ରବାର 85 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କର୍ନାଟକର ନେଲମଂଙ୍ଗାଲାର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଦାଗ ନ ଥିଲେ କିଣନ୍ତୁ ନାହିଁ ରସୁଣ, ସ୍ବାସ୍ଥ୍ୟ ପାଇଁ ଖୁବ ହାନିକାରକ

ନୂଆଦିଲ୍ଲୀ,୯।୧୨: ଯଦି ଆପଣ ନିଜକୁ ଚାଇନାରୁ ନକଲି ରସୁଣରୁ ରକ୍ଷା କରିବାକୁ ଏବଂ ଭାରତରେ ଉତ୍ପାଦିତ ପ୍ରକୃତ ରସୁଣକୁ ଚିହ୍ନଟ କରିବାକୁ ଚାହୁଁଛନ୍ତି, ତେବେ ଏହି ପଦ୍ଧତି ଅତି ସହଜ । ବଜାରରେ ବିକ୍ରି ହେଉଥିବା ନକଲି ରସୁଣ ଧଳା ଅଟେ।…

‘ସିଂହ ଛିଙ୍କି ଦେବାରୁ ଜନ୍ମ ହେଲା ବିଲେଇ’, ଏମିତି ଜ୍ଞାନ ଦେଲେ ପାକିସ୍ତାନୀ ମୌଲବି

ଇସଲାମାବାଦ,୯।୧୨: ମଣିଷମାନେ ଏହି ବିଶ୍ୱର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବରେ ପରିଗଣିତ ହୁଅନ୍ତି। ଏହା ବ୍ୟତୀତ ଏହି ପୃଥିବୀରେ ଅନ୍ୟ ଅନେକ ପ୍ରାଣୀ ବାସ କରନ୍ତି। ଗୋଟିଏ ଦୁଇ ଗୋଡ଼ କି ଚାରି ଗୋଡ଼। ଅନେକ ପ୍ରାଣୀ ମଧ୍ୟ ମାନବଙ୍କ ଦ୍ୱାରା…

ଚର୍ଚ୍ଚାରେ ଏୟାର ଏସିଆ ସିଇଓ, ଯାତ୍ରା ପାଇଁ ମିଳିଲାନି ନିଜ କମ୍ପାନୀର ବିମାନ

ନୂଆଦିଲ୍ଲୀ,୯।୧୨: ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏୟାର ଏସିଆ ସିଇଓଙ୍କୁ ଯାତ୍ରା ପାଇଁ ନିଜ କମ୍ପାନୀର ବିମାନ ମିଳିଲା ନାହିଁ। ଯାହା ଯୋଗୁଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା। ଏୟାର ଏସିଆ ସିଇଓ ଟେନେି ଫେର୍ଣ୍ଣାଣ୍ଡିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri