Home Left

ଭାଲୁ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

ନବରଙ୍ଗପୁର,୯।୧୨: ନବରଙ୍ଗପୁର ବ୍ଲକ ଭତ୍ରା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଶୌଚ ହେବାକୁ ଯାଇଥିବା ଶ୍ରମିକ ଜଣକ ଭାଲୁ ହାବୁଡ଼ରେ ପଡ଼ି ଜୀବନ ହରାଇଛନ୍ତି। ମୃତ ଶ୍ରମିକ ଜଣକ ହେଲେ ବ୍ରିଜେଶ କୁମାର ଦ୍ୱିବେଦୀ। ତାଙ୍କ ବୟସ ପାଖାପାଖି ୫୦…

ଇସ୍ରାଏଲକୁ ସମର୍ଥନ କରିବା ଏହି ବଡ଼ କମ୍ପାନୀକୁ ପଡିଲା ମହଙ୍ଗା

ଜେରୁଜେଲମ,୯।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମୁସଲମାନ ଦେଶ ଅନେକ କମ୍ପାନୀକୁ ବର୍ଜନ କରୁଛନ୍ତି, କିନ୍ତୁ ଏହି ପ୍ରତିବାଦ ଦ୍ୱାରା ଗୋଟିଏ କମ୍ପାନୀ ଗଭୀର ଭାବେ ପ୍ରଭାବିତ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଏହି କମ୍ପାନୀର…

ବଲିଉଡରେ ଡେବ୍ୟୁ କରିବେ ଆର୍ଯ୍ୟମନ ଦେଓଲ

ମୁମ୍ବାଇ: ‘ଆନିମଲ’ର ବ୍ଲକବଷ୍ଟର ସଫଳତା ହେତୁ ବବି ଦେଓଲ ଆଜିକାଲି ବେଶ ଖୁସି ଅଛନ୍ତି। ଏହି ମୁଭିଟି ବକ୍ସ ଅଫିସରେ ରାଜ କରୁଛି ଏବଂ ଏହା ମଧ୍ୟ ଭଲ କଲେକଶନ କରୁଛି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ମୁଭି ‘ଆନିମଲ’ରେ ଖୁଂଖାର ଭିଲେନ…

ହଷ୍ଟେଲ ଛାଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ୧୪ ଛାତ୍ର

ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ବଡରାଇସିଂ ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଛାତ୍ରମାନେ ରାତି ତମାମ ଚାଲିଚାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡିଛି। ବିଦ୍ୟାଳୟ ଏବଂ ହଷ୍ଟେଲରେ ଅବ୍ୟବସ୍ଥା ପ୍ରତିବାଦରେ ହଷ୍ଟେଲ…

ଟ୍ରମ୍ଫଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଓ୍ବାଶିଂଟନ,୯।୧୨: ଆମେରିକାର ଅପିଲିୟ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗ୍ୟାଗ ଅର୍ଡରରେ କିଛି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଏକ ଗ୍ୟାଗ ଅର୍ଡର ହେଉଛି ଏକ ଆଦେଶ ଯେଉଁଥିରେ ବିଚାରପତି, ଓକିଲ, ପକ୍ଷ କିମ୍ବା ସାକ୍ଷୀଙ୍କୁ ଏହି ମାମଲା…

କର୍ନାଟକ, ମହାରାଷ୍ଟ୍ରର ୪୦ରୁ ଅଧିକ ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ,୯।୧୨: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶନିବାର ସକାଳେ କର୍ନାଟକ ଏବଂ ମହାରାଷ୍ଟ୍ରର ପ୍ରାୟ ୪୪ ଟି ସ୍ଥାନରେ ଚଢାଉ କରୁଛି। ନ୍ୟୁଜ ଏଜେନ୍ସି ଏନ୍‌ଆଇ ଅନୁଯାୟୀ, ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ ଷ୍ଟେଟ ଅଫ ଇରାକ ଏବଂ ସିରିଆ (ଆଇଏସଆଇଏସ୍‌)…

ମିଚେଲ ଷ୍ଟାର୍କଙ୍କ ପତ୍ନୀ ଆଲିସା ହେଲି ହେଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟକ

ସିଡ଼ନୀ,୯।୧୨: ଡିସେମ୍ବର-ଜାନୁୟାରୀରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଭାରତ ଗସ୍ତ କରିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ସମସ୍ତ ତିନୋଟି ଫର୍ମାଟ୍‌ରେ ଏକ ସିରିଜ ଖେଳାଯିବ। ଏହି ଯାତ୍ରା ପୂର୍ବରୁ ଅଷ୍ଟ୍ରେଲିଆ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ତିନିଟି ଫର୍ମାଟରେ…

ସଫଳ ହେଲା କେସିଆରଙ୍କ ହିପ ରିପ୍ଲେସମେଣ୍ଟ ସର୍ଜରୀ

ହାଇଦ୍ରାବାଦ,୯।୧୨: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ସି.ଆର ବା କେ ଚନ୍ଦ୍ରଶେଖର ରାଓ ଗୁରୁବାର ରାତିରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏରାଭେଲିରେ ଥିବା ତାଙ୍କ ବାସଭବନରେ ପଡ଼ିଯିବା କାରଣରୁ ତାଙ୍କ ଶରୀରରେ ଏକ ଫ୍ୟାକ୍ଚଚର ହୋଇଥିଲା, ଏହା ପରେ ଡାକ୍ତରମାନେ…

ମାଳ ମାଳ ବେଆଇନ ପାଥୋଲାବ୍‌

ନୟାଗଡ଼,୯।୧୨ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଗଳିକନ୍ଦିରେ ଛତୁ ଫୁଟିଲା ଭଳି ବେଆଇନ ପାଥୋଲୋଜି ପରୀକ୍ଷାଗାର କାମ କରୁଛି। ଜିଲାରେ ମାତ୍ର ୧୫ଟି ପାଥୋଲାବ ଲାଇସେନ୍ସ ପାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେଉଛି। ବର୍ଷତମାମ ବେଆଇନ ଭାବେ…

ସାମାଜିକ ସ୍ଥିରତା ପାଇଁ ନିରାପତ୍ତା ଅପରିହାର୍ଯ୍ୟ

ଦୁର୍ନୀତି ନିବାରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଲାଗି ୩୧ ଅକ୍ଟୋବର ୨୦୦୩ରେ ମିଳିତ ଜାତିସଂଘର ଦୁର୍ନୀତି ବିରୋଧରେ ସମ୍ମିଳନୀ ପାରିତ ହେବା ପରଠାରୁ ପ୍ରତିବର୍ଷ ୯ ଡିସେମ୍ବରରେ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଏ। ଏହି ସମ୍ମିଳନୀରେ ଆଂଶିକ…

ଆଖିରୁ ବାହାରିଲା ୬୦ ଜୀବନ୍ତ ପରଜୀବୀ

ବେଜିଂ: ନିକଟରେ ଡାକ୍ତରମାନେ ଜଣେ ମହିଳାଙ୍କ ଆଖିରୁ ଜୀବନ୍ତ ୬୦ଟି ପରଜୀବୀ ବାହାର କରିଛନ୍ତି। ଚାଇନାର କୁନ୍‌ମିଙ୍ଗସ୍ଥିତ ଜଣେ ମହିଳାଙ୍କ ଆଖି ସବୁବେଳେ କୁଣ୍ଡେଇ ହେଉଥିଲା। ସେ ଦିନେ ତାଙ୍କ ଆଖି କୁଣ୍ଡେଇବା ବେଳକୁ ଏକ କୀଟ ଖସିପଡ଼ିଥିଲା। ମହିଳା ଜଣକ…

ମାଟିରୁ ବାହାରୁଛି ସୁନା

ବିଶାଖାପାଟଣା, ୯।୧୨: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲାର ଶ୍ରୀକଲାହସ୍ତି ନିକଟ ଗ୍ରାମରେ ଲୋକେ ମାଟିରୁ ସୁନା ବାହାର କରୁଛନ୍ତି। ଅନେକ ପିଢ଼ି ଧରି ଗ୍ରାମବାସୀ ଏହି କାର୍ଯ୍ୟ କରିଆସୁଛନ୍ତି। ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇର ପ୍ରସିଦ୍ଧ ଦୋକାନଗୁଡ଼ିକରେ ଅଳଙ୍କାର ପ୍ରସ୍ତୁତି ବେଳେ ଧୂଳି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri