Home Left

ଦଳଡିଆଁ ନେତାଙ୍କ ପତିଆରା ଅଧିକ

ଯାଜପୁର,୧୧।୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଦଳଡିଆଁରେ ରେକର୍ଡ କରୁଥିବା ନେତାଙ୍କ ପତିଆରା ଏଥର ଢେର ଅଧିକ ଦେଖିବାକୁ ମିଳିଛି। ହେଲେ ଗୋଟିଏ ଦଳରେ ଦଶନ୍ଧି ଓ ବର୍ଷ ବର୍ଷ ଧରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ନେତାଙ୍କୁ ଅଣଦେଖା କରାଯାଉଛି। ସବୁ ଦଳର…

ଭାରତ-ଚାଇନା ସମ୍ପର୍କକୁ ନେଇ ଏମିତି କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲ,୧୦।୪:ଭାରତ ଏବଂ ଚାଇନା ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଉଭୟ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଏହି କଥା କହିଛନ୍ତି। କୂଟନୈତିକ ଏବଂ ସାମରିକ ସ୍ତରରେ ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନର ସାହାଯ୍ୟରେ…

କିରଣ ଖେର୍‌ଙ୍କ ଟିକେଟ କାଟିଲା ଭାଜପା

ନୂଆଦିଲ୍ଲୀ, ୧୧।୪: ଚଳିତ ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୧୦ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଉତ୍ତରପ୍ରଦେଶରୁ ୭ ଜଣ, ପଶ୍ଚିମବଙ୍ଗ ଓ ବିହାରରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଚଣ୍ଡିଗଡ଼ରୁ ଏମ୍‌ପି କିରଣ…

ରାଜଧାନୀରେ ଝିପିଝିପି ବର୍ଷା, ଏହି ଜିଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର,୧୧।୪: ଟ୍ବିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୦ ଜିଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ସହ ୧୪ ଜିଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବା ନେଇ…

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ ନିଜ ମନ ମୁତାବକ ବିଦ୍ୟାଳୟକୁ ଆସୁଥିବାରୁ ଏହି ପରିସ୍ଥିତି ଦେଖାଦେଇଥିବା ବିଦ୍ୟାଳୟ ପରିଚାଳନା ସମିତି…

ସୁଧ ଟଙ୍କା ପାଇଁ ଘରେ ପଶି ଶ୍ୱଶୁର-ବୋହୂଙ୍କୁ ହାଣିଲେ

ଭୁବନେଶ୍ୱର,୧୧।୪: ରାଜଧାନୀରେ ଗତ ରାତିରେ ଘଟି ଯାଇଛି ଅଭାବନୀୟ ଘଟଣା। ବୁଧବାର ରାତିରେ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି…

ବସ୍ତି ବିକାଶ ବାଟବଣା: ବଢୁଛି ଅସନ୍ତୋଷ

ରାଉରକେଲା, ୧୧ା୪(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବସ୍ତିଗୁଡ଼ିକର ଆଶାନୁରୂପ ବିକାଶ ହୋଇପାରୁନି। ବର୍ଷବର୍ଷ ବିତି ଗଲେ ମଧ୍ୟ ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ୬ମାସ ପୂର୍ବେ ରାଉରକେଲାରେ ଝାଡ଼ାବାନ୍ତି ପ୍ରକୋପ ଦେଖାଯାଇଥିଲା। ଲୋକେ ମୃତ୍ୟୁବରଣ କରିଥିବା ବେଳେ ସହରକୁ ପାନୀୟଜଳ…

ମାତୃତ୍ୱ କେତେ ନିରାପଦ

ମାତୃତ୍ୱ ପ୍ରଭୁଙ୍କର ଶ୍ରେଷ୍ଠତମ ଓ ସୁନ୍ଦରତମ ସୃଷ୍ଟି। ତ୍ୟାଗ ଓ ତିତିକ୍ଷାର ମନ୍ତ୍ରରେ ନାରୀଟିଏ ଅଭିମନ୍ତ୍ରିତା ହୋଇ ମାତୃତ୍ୱର ସୋପାନ ଆରୋହଣ କରିଥାଏ। ତେବେ ମାତୃତ୍ୱର ଏହି ପଥ ସବୁବେଳେ ନିରାପଦ ନୁହେଁ। ଏହା କେତେବେଳେ ସମତଳ ତ’ କେତେବେଳେ ବିପଦସଙ୍କୁଳ।…

୫ ଶହ କେଜି ଗଞ୍ଜେଇ ଜବତ: ଚାଲାଣ ପାଇଁ ରଖାଯାଇଥିଲା, ମାଡି ବସିଲା ପୋଲିସ

ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରାଚାଲାଣ ପାଇଁ ଜଙ୍ଗଲ ଭିତରେ ରଖାଯାଇଥିବା ଖବର ପାଇ ପୋଲିସ ମାଡ଼ିବସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଉକ୍ତ ଥାନା କିରୁକୁଟି ପଞ୍ଚାୟତର…

ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ବୁଦ୍ଧାଦିତ୍ୟ

କଟକ,୧୧ା୪ (କାର୍ତ୍ତିକ ସାହୁ)ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ନେଇ ସେ ବିଡ଼ାନାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇନାହିଁ। ହେଲେ ଚଳଚ୍ଚିତ୍ର ପ୍ରଯୋଜକ ଓ କଳାକାରଙ୍କ ମଧ୍ୟରେ…

ସକାଳୁଆ ଅଫିସ୍‌: ଆରମ୍ଭରୁ ଅବ୍ୟବସ୍ଥା

ଗୋପ,୧୧ା୪(ଭାରତୀ ଭୂଷଣ ଉପାଧ୍ୟାୟ)ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ଏପ୍ରିଲ୍‌ ୧୦ରୁ ସକାଳୁଆ ଅଫିସ୍‌ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିର୍ଦ୍ଦେଶକୁ ସରକାରୀ ଅଧିକାରୀ ଓ କର୍ମଚାରୀ ଫୁ କରିଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ…

‘ମଲିଆ ବ୍ରାହ୍ମଣମାନେ ଓଡ଼ିଶାର ପ୍ରାଚୀନ ଅଧିବାସୀ’

ପୁରୀ, ୧୧ା୪(ଅଜିତ୍‌ ମହାନ୍ତି)ମନ୍ଦିର ନଗରୀ ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ମନ୍ଦିର ହେଉଛି ଶ୍ରୀକପିଳେଶ୍ୱର ମହାଦେବଙ୍କ ମନ୍ଦିର। ସନାତନ ଶାସ୍ତ୍ରରେ ଏହା କପିଳମୁନି ମନ୍ଦିର, କପିଳନାଥ ମନ୍ଦିର, କପିଳେଶ୍ୱର ମନ୍ଦିର ଭାବେ ବର୍ଣ୍ଣିତ ଅଛି। ବର୍ତ୍ତମାନ ଏହା କପିଳେଶ୍ୱର ମନ୍ଦିର ଭାବେ ପ୍ରସିଦ୍ଧ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?