ସାମାଜିକ ସ୍ଥିରତା ପାଇଁ ନିରାପତ୍ତା ଅପରିହାର୍ଯ୍ୟ
ଦୁର୍ନୀତି ନିବାରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଲାଗି ୩୧ ଅକ୍ଟୋବର ୨୦୦୩ରେ ମିଳିତ ଜାତିସଂଘର ଦୁର୍ନୀତି ବିରୋଧରେ ସମ୍ମିଳନୀ ପାରିତ ହେବା ପରଠାରୁ ପ୍ରତିବର୍ଷ ୯ ଡିସେମ୍ବରରେ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଏ। ଏହି ସମ୍ମିଳନୀରେ ଆଂଶିକ…
ଆଖିରୁ ବାହାରିଲା ୬୦ ଜୀବନ୍ତ ପରଜୀବୀ
ବେଜିଂ: ନିକଟରେ ଡାକ୍ତରମାନେ ଜଣେ ମହିଳାଙ୍କ ଆଖିରୁ ଜୀବନ୍ତ ୬୦ଟି ପରଜୀବୀ ବାହାର କରିଛନ୍ତି। ଚାଇନାର କୁନ୍ମିଙ୍ଗସ୍ଥିତ ଜଣେ ମହିଳାଙ୍କ ଆଖି ସବୁବେଳେ କୁଣ୍ଡେଇ ହେଉଥିଲା। ସେ ଦିନେ ତାଙ୍କ ଆଖି କୁଣ୍ଡେଇବା ବେଳକୁ ଏକ କୀଟ ଖସିପଡ଼ିଥିଲା। ମହିଳା ଜଣକ…
ମାଟିରୁ ବାହାରୁଛି ସୁନା
ବିଶାଖାପାଟଣା, ୯।୧୨: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲାର ଶ୍ରୀକଲାହସ୍ତି ନିକଟ ଗ୍ରାମରେ ଲୋକେ ମାଟିରୁ ସୁନା ବାହାର କରୁଛନ୍ତି। ଅନେକ ପିଢ଼ି ଧରି ଗ୍ରାମବାସୀ ଏହି କାର୍ଯ୍ୟ କରିଆସୁଛନ୍ତି। ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇର ପ୍ରସିଦ୍ଧ ଦୋକାନଗୁଡ଼ିକରେ ଅଳଙ୍କାର ପ୍ରସ୍ତୁତି ବେଳେ ଧୂଳି,…
ସବୁଠୁ ବଡ଼ ପ୍ରାଇଭେଟ୍ ଜେଟ୍ ‘ଫ୍ଲାଇଂ ମେନଶନ’
ନୂଆଦିଲ୍ଲୀ, ୯ା୧୨: ବିଶ୍ୱର ସବୁଠୁ ବଡ଼ ପ୍ରାଇଭେଟ୍ ଜେଟ୍କୁ ‘ଫ୍ଲାଇଂ ମେନଶନ’ ଅର୍ଥାତ୍ ‘ଉଡ଼ନ୍ତା ମହଲ’ ନାମ ଦିଆଯାଇଛି। ଏହି ଜେଟ୍ ଦେଖିବାକୁ ଏତେ ସୁନ୍ଦର ଯେ କେହି କେବେ ସ୍ବପ୍ନରେ କଳ୍ପନା ବି କରି ନ ଥିବେ। ଏଥିରେ ଅନେକ…
ପେଟ୍ରୋଲ, ଡିଜେଲର ବେଆଇନ ବିକ୍ରି
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, ୯ା୧୨(ଜଗନ୍ନାଥ ଧଳ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ଟାଙ୍କିରୁ ବେଆଇନ ଭାବେ ବ୍ୟାରେଲ ବ୍ୟାରେଲ ଖୋଲା ପେଟ୍ରୋଲ ବିକ୍ରି ହେଉଛି। ଅତ୍ୟନ୍ତ ଦହନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ଚାଲାଣ ହେଉଥିବାରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା…
ମୁଖ୍ୟମନ୍ତ୍ରୀଙ୍କ ସମେତ ସରକାରରେ ରହିବେ ୧୨ ମନ୍ତ୍ରୀ, ଲାଲରିନପୁଇ ହେଲେ ରାଜ୍ୟର ପ୍ରଥମ ମହିଳା କ୍ୟାବିନେଟ ମନ୍ତ୍ରୀ
ଆଇଜଲ,୯।୧୨: ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ନେତା ଲାଲଦୁହୋମା (୭୩) ଶୁକ୍ରବାର ମିଜୋରାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ହରି ବାବୁ କମ୍ବମ୍ପତୀ ଲାଲଦୁହୋମାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜେଡପିଏମର ଅନ୍ୟ ୧୧ ଜଣ…
ନାଲ୍କୋ ସ୍ମେଲ୍ଟର ପ୍ଲାଣ୍ଟକୁ ’ଗୋଲ୍ଡ ପ୍ଲସ୍’ ମାନ୍ୟତା
ଅନୁଗୋଳ,୯ା୧୨ (ଅମିତ କୁମାର ସାମଲ): ଅନୁଗୋଳ ନାଲ୍କୋସ୍ଥିତ ସ୍ମେଲ୍ଟର ପ୍ଲାଣ୍ଟକୁ ସିଆଇଆଇ ଏକ୍ଜିମ ବ୍ୟାଙ୍କ ହୋଲିଷ୍ଟିକ ବିଜ୍ନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ’ଗୋଲ୍ଡ ପ୍ଲସ୍’ ମାନ୍ୟତା ପ୍ରଦାନ କରାଯାଇଛି। ସିଆଇଆଇ-ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ପକ୍ଷରୁ ବିଭିନ୍ନ ଶିଳ୍ପସଂସ୍ଥାର ୪୦୦ ପ୍ରତିନିଧିଙ୍କ ଉପସ୍ଥିତିରେ ଇଡି (ଏସ୍ଆଣ୍ଡପି…
କ୍ରିଏଟିଭ ହୋମ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର, ୯।୧୨: ରାଜ୍ୟର ଅଗ୍ରଣୀ ଫର୍ନଚର ବ୍ରାଣ୍ଡ୍ କ୍ରିଏଟିଭ ହୋମ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ କଟକ-ପୁରୀ ବାଇପାସ୍ର କେଶୁରା ଛକଠାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କ୍ରିଏଟିଭ ହୋମ୍ର ସ୍ବତ୍ୱାଧିକାରୀ ଡା. ଶୁଭଲକ୍ଷ୍ମୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ…
କପ୍-୨୮ରେ ଜିନ୍ଦଲ ଷ୍ଟେନ୍ଲେସ୍
ଭୁବନେଶ୍ୱର, ୯।୧୨ (ଅଭୟ ଦାଶ): ପ୍ରଥମ ଥର ପାଇଁ ଜାତିସଂଘର କନ୍ଫେଡେରେଶନ ଅଫ୍ ପାର୍ଟିଜ୍ ବା କପ୍-୨୮ରେ ଭାରତର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ ଅଂଶ ଗ୍ରହଣ କରିଛି। ଏପରିକି ପ୍ରଥମ ଥର ପାଇଁ ମିଳିତ ଜାତିସଂଘର କପ୍-୨୮…
ପତଞ୍ଜଳି ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ
ଭୁବନେଶ୍ୱର, ୯।୧୨(ଅନୁରାଧା ମହାରଣା): ବିଶ୍ୱ ମୃତ୍ତିକା ଦିବସ ଅବସରରେ ପତଞ୍ଜଳି ହରିଦ୍ୱାର ଜିଲାର ଜୈବିକ ଅନୁସନ୍ଧାନ ପ୍ରତିଷ୍ଠାନର ସଦସ୍ୟମାନେ ହରିଦ୍ୱାରର ଭଗବାନପୁର, ରୁଡ୍କୀ, ବାହାଦରପୁର ଏବଂ ଲକ୍ସର, ବିକାଶଖଣ୍ଡସ୍ଥିତ ଆକବରପୁର ଜୋଝା, ନୂରପୁର ଏବଂ ଲାଡପୁର କଂଲା ଆଦି ଗ୍ରାମ ପରିଦର୍ଶନ କରିଛନ୍ତି।…
ଇଡିର ନେତୃତ୍ୱ
ଆଇଆର୍ଏସ୍ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବେ ନିଯୁକ୍ତି ଲାଗି ତାଲିକାଭୁକ୍ତ କରାଯିବା ଏବଂ ତାଙ୍କୁ ଅତିରିକ୍ତ ସଚିବ ପଦବୀ ପ୍ରଦାନ କରାଯିବ ବୋଲି ଆଶା କରାଯାଉ ନ ଥିଲା। କିନ୍ତୁ ବହୁ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ…
ଜାନୁୟାରୀ ୧୬ରୁ ରାମମନ୍ଦିର ପ୍ରତିଷ୍ଠା ନୀତି
ବାରାଣସୀ,୯ା୧୨: ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ମହାପୂଜନ ପାଇଁ ଜାନୁୟାରୀ ୧୬ରୁ ରୀତିନୀତି ଆରମ୍ଭ ହେବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଆଚାର୍ଯ୍ୟ…
Archives


