ଧୋନିଙ୍କ ପରେ ଚେନ୍ନାଇରେ କିଏ ହେବେ ପରବର୍ତ୍ତୀ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୧୬।୧୨: ୫ ଥର ଆଇପିଏଲ ଟ୍ରଫି ଜିତାଇଥିବା ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହାର ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁମ୍ବାଇ ଇଣ୍ଡିଆନ୍ସ…
ପ୍ରଥମ ଟେଷ୍ଟ ବିଜୟ ଆଶାରେ ଭାରତ
ନଭି ମୁମ୍ବାଇ, ୧୬।୧୨: ଦୀପ୍ତି ଶର୍ମାଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ (ଅର୍ଦ୍ଧଶତକ ଏବଂ ୫ ଉଇକେଟ) ବଳରେ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମହିଳା ଟେଷ୍ଟ ଜିତିବା ସମ୍ଭାବନା ସୃଷ୍ଟି କରିଛି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ…
ପ୍ରଥମ ଟେଷ୍ଟ: ଅଷ୍ଟ୍ରେଲିଆ ୪୮୭, ପାକିସ୍ତାନ ୧୩୨/୨
ପର୍ଥ, ୧୬।୧୨: ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୭ ରନ ସ୍କୋର କରିଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ପାକିସ୍ତାନ ୨ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଛି। ଅବଦୁଲ ଶଫିକ ୪୨…
୨୦୨୪ରେ ରାହୁଲଙ୍କୁ ଘେରିବାକୁ ରଣନୀତି, ୱାୟନାଡରେ ପ୍ରାର୍ଥୀ ଦେବ ଭାଜପା
ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିସାରିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ମଇଦାନରେ ଘେରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଇଛନ୍ତି।…
ହାତ ନଥାଇ ଫାଇନାଲରେ ତୀରନ୍ଦାଜ ଶୀତଲ
ନୂଆଦିଲ୍ଲୀ, ୧୬ା୧୨ ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଉଦ୍ଘାଟନୀ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ହାତ ନ ଥିବା ତୀରନ୍ଦାଜ ଶିତଲ ଦେବୀ ଶୁକ୍ରବାର ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ସେ ମହିଳା କମ୍ପାଉଣ୍ଡ ବିଭାଗରେ ସ୍ବର୍ଣ୍ଣ ପଦକ ରାଉଣ୍ଡକୁ…
ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବାକୁ ନେଇ ଅସନ୍ତୁଷ୍ଟ ପ୍ରଶଂସକ, ମୁମ୍ବାଇ ଇଣ୍ଡିଆନ୍ସରୁ କମିଲା ଦେଢ ଲକ୍ଷ ଫଲୋର୍ସ
ନୂଆଦିଲ୍ଲୀ,୧୬।୧୨: ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ଶୁକ୍ରବାର ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ବାସ୍ତବରେ ମୁମ୍ବାଇ ଦଳ ରୋହିତ ଶର୍ମାଙ୍କୁ ଅଧିନାୟକରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ କରିଛି। ମୁମ୍ବାଇ ଦଳର ଏହି ନିଷ୍ପତ୍ତିରେ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସୋସିଆଲ…
ବିଡବ୍ଲ୍ୟୁଏଫ ଟୁର୍ ସୁପର-୧୦୦: ଆଜି ସମସ୍ତ ସେମିଫାଇନାଲ
କଟକ,୧୬ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ବିଡବ୍ଲ୍ୟୁଏଫ ଟୁର୍ ସୁପର-୧୦୦ ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ନିରାସ କରିଛନ୍ତି ଓଡିଶାର ଦୁଇ ଭଉଣି ଋତପର୍ଣ୍ଣା ଏବଂ ଶ୍ୱେତପର୍ଣ୍ଣା ପଣ୍ଡା। ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ…
୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ: ବାଂଲାଦେଶ-ୟୁଏଇ ଫାଇନାଲ
ଦୁବାଇ, ୧୭ା୧୨: ଏସିସି ୧୯ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ବାଂଲାଦେଶ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ହେବ। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଅରିଫୁଲ୍ ଇସ୍ଲାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ପରେ ବାମହାତୀ ପେସ୍…
ଜନତାଙ୍କୁ କ୍ଷମା ମାଗିଗଲେ ପୁଟିନ୍
ମସ୍କୋ,୧୬।୧୨: ଗତ ୨୨ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହା କେବଳ ଛୋଟ ଦେଶ ୟୁକ୍ରେନକୁ ପ୍ରଭାବିତ କରିନାହିଁ, ବରଂ ରୁଷିଆ ଭଳି ଏକ ଶକ୍ତିଶାଳୀ ଦେଶ ମଧ୍ୟ ଯୁଦ୍ଧର ପ୍ରକୋପରେ ପ୍ରଭାବିତ ହୋଇଛି। ଏହି…
ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କଲେ ରୋହିତ
ନୂଆଦିଲ୍ଲୀ,୧୬।୧୨: ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଛି। ସୋସିଆଲ ମିଡିଆରେ ମୁମ୍ବାଇର ଏହି ନିଷ୍ପତ୍ତିକୁ ନେଇ ଅନେକ ତୀବ୍ର…
ପୂର୍ବ ପାକିସ୍ତାନ ହୋଇଥିଲା ବାଂଲାଦେଶ
୧୯୭୧ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଦେଶକୁ ରକ୍ଷା କରି ବଳିଦାନ ଦେଇଥିବା ସମସ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ।…
ଅରୁନ୍ଧତୀର ଗୋଲ୍ଡ ଏକ୍ସଚେଞ୍ଜ ମେଳା
ଭୁବନେଶ୍ୱର,୧୬।୧୨: ଓଡ଼ିଶାର ସର୍ବବୃହତ୍ ଜୁଏଲେରି ବ୍ରାଣ୍ଡ୍ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଗୋଲ୍ଡ ଏକ୍ସଚେଞ୍ଜ ମେଳା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବିବାହ ଋତୁକୁ ଲକ୍ଷ୍ୟ ରଖାଯାଇ ଏହି ମେଳାର ଆୟୋଜନ ହୋଇଛି। ମେଳା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ପୁରୁଣା ସୁନାଗହଣା ବଖଫଭାଲ୍ୟୁ) ପାଇବା…
Archives


