Home Left

ବିବାହ ସମୟରେ ପିନ୍ଧି ପାରିବେନି ଲେହେଙ୍ଗା

ଚଣ୍ଡିଗଡ଼: ମହାରାଷ୍ଟ୍ରର ନାନ୍ଦେଡ ନଗରର ଶ୍ରୀ ହଜୁର ସାହିବରେ ବିବାହ ସମୟରେ ପିନ୍ଧାଯାଇଥିବା ପୋଷାକ ଉପରେ କଡା ନିୟମ ଲାଗୁ କରାଯାଇଛି। ବର ଏବଂ କନ୍ୟାମାନେ ଗୁରୁଦ୍ୱାରରେ ବିବାହ ସମୟରେ ଭାରୀ ବା ଓଜନିଆ ଲେହେଙ୍ଗା ପିନ୍ଧି ପାରିବେ ନାହିଁ। ସେ…

ଲ୍ୟାଣ୍ଡମାଇନ ନଷ୍ଟ କଲେ ବମ୍‌ ସ୍କ୍ବାଡ୍‌

ବୌଦ୍ଧ/କଣ୍ଟାମାଳ,୧୬ା୧୨(ଅଜିତ କୁମାର ବାରିକ/ ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ନଳିକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କାହାର କିଛି କ୍ଷତି ହୋଇ…

ଚଳିତ ବର୍ଷ ସ୍ବିଗିରୁ ଏତେ ଟଙ୍କାର ଖାଦ୍ୟ ଅର୍ଡର କରିଛନ୍ତି ବ୍ୟକ୍ତି ଯେଉଁଥିରେ ହୋଇଥାନ୍ତା ଏକ ଘର, ଅର୍ଡର ମୂଲ୍ୟ ଜାଣିଲେ…

ଭାରତୀୟମାନେ ଖାଦ୍ୟପେୟରେ କୌଣସି ବୁଝାମଣା କରନ୍ତି ନାହିଁ। ପରିସ୍ଥିତି ଯାହାବି ହେଉ ସେମାନେ ଖାଇବା କଥା ଖାଇବେ। ପେଟ ଭର୍ତ୍ତିକରି ଖାଇବା ପରେ ବି ସେମାନଙ୍କ ଖାଦ୍ୟରେ ଲୋଭ ଥାଏ । ତେବେ ସେ ଯାହା ହେଉ ଖାଦ୍ୟ ଅର୍ଡର କରିବାର…

ଯୁବତୀ ଗର୍ଭବତୀ ପରେ ବିବାହ କରିବାକୁ ମନା କରିଦେଲେ ପ୍ରେମିକ

ନବରଙ୍ଗପୁର, ୧୬।୧୨(ସଦାଶିବ ପ୍ରହରାଜ): ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ ନବରଙ୍ଗପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ନବରଙ୍ଗପୁର ଥାନା ବେଡଝରଣ ଗାଁର ଦିଲୀପ କର୍କରା(୩୦)। ଦିଲୀପ ମାଝୀଗୁଡ଼ା ଗାଁରେ ରହୁଥିଲେ। ସେତିକିବେଳେ ଜଣେ…

ମିଡିଆ ସେକ୍ଟରରେ ନିଜର ଉପସ୍ଥିତି ମଜବୁତ କରୁଛନ୍ତି ଗୌତମ ଆଦାନି, କିଣିଲେ ଆଉ ଏକ ନ୍ୟୁଜ ଏଜେନ୍ସି

ନୂଆଦିଲ୍ଲୀ,୧୬।୧୨: ଆଗଧାଡିର ଉଦ୍ଦ୍ୟୋଗପତି ଗୌତମ ଆଦାନି ନ୍ୟୁଜ ଏଜେନ୍ସି ଆଇଏଏନଏସ(IANS India) କୁ କ୍ରୟ କରିଛନ୍ତି। ଏହାସହ ଏବେ ଅଦାନି ଗ୍ରୁପ ମିଡିଆ କ୍ଷେତ୍ରରେ ନିଜର ଉପସ୍ଥିତିକୁ ମଜଭୁତ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ମାର୍ଚ୍ଚରେ କ୍ୱିଣ୍ଟଲିଅନ ବିଜନେସ ମିଡିଆ…

ସ୍ବପ୍ନା ସୁନ୍ଦରୀଙ୍କୁ ‘ଭରତ ମୁନି ସମ୍ମାନ’

ଭୁବନେଶ୍ୱର,୧୬।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍‌ ଅନୁଷ୍ଠାନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚଠାରେ ଚାଲିଥିବା ଭରତ ମୁନି ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସାରେ କୁଚିପୁଡ଼ି ଓ ଭାରତନାଟ୍ୟମ୍‌ ବିଦୂଷୀ ପଦ୍ମଭୂଷଣ ସ୍ବପ୍ନା ସୁନ୍ଦରୀଙ୍କୁ ଭରତ ମୁନି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାରେ…

ରାଗରେ ନିଆଁବାଣ ପ୍ରଶଂସକ, କିଏ ଜଳାଉଛି ଟୋପି ତ କିଏ ଜର୍ସି

ନୂଆଦିଲ୍ଲୀ,୧୬।୧୨: ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ କ୍ରିକେଟ ପ୍ରେମି ପସନ୍ଦ କରନ୍ତି ନାହିଁ। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ବିଭିନ୍ନ ଉପାୟରେ ଦଳ ବିରୋଧରେ ନିଜ ନିଜର ବିରୋଧ ଆରମ୍ଭ କରିଛନ୍ତି। ମୁମ୍ବାଇ ଦଳ…

ଝୁକେଗା ନହିଁ…ପୁଷ୍ପା ୨ରେ ମଦ ଓ ପାନର ବିଜ୍ଞାପନ କରିବାକୁ ମନା କଲେ ଅଲୁ ଅର୍ଜୁନ, ମିଳୁଥିଲା କୋଟିଏ ଟଙ୍କାର ଅଫର

ମୁମ୍ବାଇ: ଲୋକପ୍ରିୟ ସାଉଥ ଅଭିନେତା ଅଲୁ ଅର୍ଜୁନ ଏବେ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି। ପୁଷ୍ପାକୁ ଭେଟି ଦେବା ପରେ ଏବେ ପୁଷ୍ପା ୨ର ଆସିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି। ପୁଷ୍ପାରେ ଅଲୁଙ୍କ ଦମଦାର ଅଭିନୟ…

ଘୋଡ଼ା ଚଢି ମଣ୍ଡପରେ ପହଞ୍ଚିଲେ କନ୍ୟା, ଲୋକେ କହିଲେ ବଦଳିଗଲାଣି ଯୁଗ, ଭିଡିଓ ଭାଇରାଲ

ବର୍ତ୍ତମାନ ବିବାହ ଋତୁ ଚାଲିଛି। ଲୋକମାନେ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ କୌଣସି ବାଟକୁ ଛାଡି ନାହାଁନ୍ତି। ବିବାହ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି। ସମ୍ପ୍ରତି ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି…

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ

ସାକ୍ଷୀଗୋପାଳ,୧୬।୧୨(କିଶୋର ମହାପାତ୍ର): ପୁରୀ ଜିଲା ସତ୍ୟବାଦୀ ଥାନା ଦାଶବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ଇନ୍ଦିପୁର ଗ୍ରାମର ଆଦିତ୍ୟ ପାଢ଼ୀ ଏବଂ…

ଶ୍ୱଶୁର, ଜ୍ୱାଇଁଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ରାଇଘର,୧୬।୧୨(କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ସଦର ମହକୁମାର ଡିଏନ୍‌କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶ୍ୱଶୁର ବଳି ଜାନି ଏବଂ ଜ୍ୱାଇଁ…

ଗୋଡାଇ କାମୁଡୁଛନ୍ତି କୁକୁର

ଭୁବନେଶ୍ୱର, ୧୬।୧୨ (ବନ୍ଦନା ସେଠୀ): ରାଜଧାନୀ ରାସ୍ତାଘାଟରେ ବୁଲା କୁକୁର ରାଜ୍‌ ଚଳାଇଛନ୍ତି। ଗଳିକନ୍ଦିରୁ ରାଜରାସ୍ତାରାରେ ସେମାନଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଏପରିକି ଛୋଟ ପିଲାଙ୍କୁ ମଧ୍ୟ ଏମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri